Latest Odisha News

BREAKING NEWS

Browsing Category

କ୍ରିକେଟ

ଉନାଡକଟଙ୍କ ନିର୍ବନ୍ଧ ସମ୍ପନ୍ନ

ନୂଆଦିଲ୍ଲୀ: ପେସ୍ ବୋଲର ଜୟଦେବ ଉନାଡକଟ ରବିବାର ରିନ୍ନିଙ୍କ ବିଉଟିରେ ବୋଲ୍ଡ ହୋଇଛନ୍ତି । ସୌରାଷ୍ଟ୍ରକୁ ରଣଜୀ ଚାମ୍ପିୟନ୍ କରାଇଥିବା ପେସ୍ ବୋଲର ଉନାଦକଟଙ୍କ ରବିବାର ରିନ୍ନିଙ୍କ ସହ ନିର୍ବନ୍ଧ ସମ୍ପନ୍ନ କରିଛନ୍ତି । ସେ ସୋଶାଲ ମିଡିଆରେ ନିଜ ଭାବିପତ୍ନୀ ରିନ୍ନିଙ୍କ ସହ ଫଟୋ ଶେଆର…

ପ୍ରଶଂସକଙ୍କୁ ପସନ୍ଦ ଆସୁଛି ଧୋନୀଙ୍କ ନୂଆ ଲୁକ୍

ଚେନ୍ନାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନୂତନ ଲୁକ୍ ଏବେ ଚର୍ଚ୍ଚାର କାରଣ ସାଜିଛି । ନିକଟରେ ଚେନ୍ନାଇ ସୁପର କିଙ୍ଗ୍‌ସର ଏକ ଭିଡିଓରେ ଧୋନୀ ଫ୍ରେଂଚ କଟ୍ ଦାଢ଼ିରେ ସମ୍ପୂର୍ଣ୍ଣ ଭାବେ ଭିନ୍ନ ଧରଣର ଦେଖା ଯାଉଥିଲେ । ତାଙ୍କର ଏହି ଷ୍ଟାଇଲ ଏବେ ସୋସିଆଲ…

ଆଇପିଏଲକୁ ସ୍ଥଗିତ କରାଯିବା ନିଷ୍ପତ୍ତି ସମସ୍ତଙ୍କ ପାଇଁ ଉଚିତ୍ ପଦକ୍ଷେପ: ଗାଙ୍ଗୁଲି

ମୁମ୍ବାଇ: ଆଇପିଏଲ ୧୩ଶ ସଂସ୍କରଣ ହେବ କି ନାହିଁ ସେ ସମ୍ପର୍କରେ ଆଜି ପରୋକ୍ଷରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମୁହଁ ଖୋଲିଛନ୍ତି ।  ଆମେ ଆଇପିଏଲ୍ ଆୟୋଜନ କରିବାକୁ ଚାହୁଁଛୁ, କିନ୍ତୁ ସୁରକ୍ଷାକୁ ଅଣଦେଖା କରିପାରିବୁ ନାହିଁ । ତେଣୁ ବର୍ତ୍ତମାନ ଆଇପିଏଲକୁ ସ୍ଥଗିତ କରାଯିବା…

ଶିଖା ପାଣ୍ଡେଙ୍କୁ ସମ୍ବର୍ଦ୍ଧିତ କଲେ ଏୟାର ମାର୍ଶଲ୍ ଏମଜିଏସ୍ ମେମନ୍

ନୂଆଦିଲ୍ଲୀ:ମହିଳା ଟି୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ପେସ୍ ବୋଲର ଶିଖା ପାଣ୍ଡେଙ୍କୁ ଶନିବାର ସମ୍ବର୍ଦ୍ଧିତ କରାଯାଇଛି । ତାଙ୍କୁ ଏୟାର ମାର୍ଶଲ୍ ଏମଜିଏସ୍ ମେମନ୍ ସମ୍ବର୍ଦ୍ଧିତ କରିଛନ୍ତି । ବିଶ୍ୱକପରେ ଶିଖା ୭ଟି ୱିକେଟର ସଫଳତା ପାଇଥିଲେ କିନ୍ତୁ ଫାଇନାଲରେ ନିରାଶ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ସ୍ଥଗିତ କଲା ଇଂଲଣ୍ଡ ବୋର୍ଡ

କଲମ୍ବୋ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ ମାର୍ଚ୍ଚ ୧୯ ତାରିଖରୁ ହେବାକୁଥିବା ଶ୍ରୀଲଙ୍କା ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ସ୍ଥଗିତ କରିଦେଇଛି । ଇଂଲଣ୍ଡର ଖେଳାଳିମାନେ ଶ୍ରୀଲଙ୍କାରୁ ସ୍ୱଦେଶ ଫେରିଆସିବେ । ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ…

କରୋନା ଯୋଗୁ ବଳି ପଡିଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ

ନୂଆଦିଲ୍ଲୀ: କରୋନା ଯୋଗୁ ବଳି ପଡିଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ । ଆଇପିଏଲ୍ ପରେ ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜକୁ ମଧ୍ୟ ବାତିଲ୍ କରିଦିଆଯାଇଛି । ମହାମାରୀ କରୋନା ଭାଇରସର ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଶୁକ୍ରବାର ବିସିସିଆଇ ଏହି ଘୋଷଣା କରିଛି। ଭାରତ ଓ…

ସୌରାଷ୍ଟ୍ର ନୂତନ ରଣଜୀ ଚାମ୍ପିୟନ

ରାଜକୋଟ: ରଣଜୀ ଟ୍ରଫି କ୍ରିକେଟ ଫାଇନାଲରେ ବେଙ୍ଗଲକୁ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ପଛରେ ପକାଇ ସୌରାଷ୍ଟ୍ର ନୂତନ ରଣଜୀ ଚାମ୍ପିୟନ ହୋଇଛି । ବେଙ୍ଗଲ ନିକଟରେ ଅଗ୍ରଣୀ ହାସଲ କରିବା ସୁଯୋଗ ଥିଲେ ମଧ୍ୟ ଦଳ ତାହା ହାତଛଡା କରିଥିଲା । ସୌରାଷ୍ଟ୍ରର ପ୍ରଥମ ଇନିଂସ ସ୍କୋର ୪୨୫ ରନ ଜବାବରେ ବେଙ୍ଗଲ…

କରୋନା ଆତଙ୍କ: ଏପ୍ରିଲ ୧୫ ଯାଏଁ ସ୍ଥଗିତ ରହିଲା ଆଇପିଏଲ ମ୍ୟାଚ

ମୁମ୍ବାଇ: କରୋନା ଆତଙ୍କରେ ଆତଙ୍କିତ ସାରାଦେଶ । କରୋନା ଯୋଗୁଁ ମାର୍ଚ୍ଚ ୧୯ ରେ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ ର ୧୩ ତମ ସଂସ୍କରଣକୁ ଏପ୍ରିଲ ୧୫ ଯାଏଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ଦେଶର ସବୁଠାରୁ ଲୋକପ୍ରିୟ ତଥା ସମୃଦ୍ଧ କ୍ରୀଡା…

ପ୍ରଖ୍ୟାତ କୋଚ୍ କିଶୋର ମାଣିଆ ଓସିଏ କ୍ରିକେଟ ପରାମର୍ଶଦାତା ଭାବେ ଚୟନ ହେଲେ

କଟକ: ଅବସରପ୍ରାପ୍ତ ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ତଥା ଓଡ଼ିଶାର ପ୍ରଖ୍ୟାତ କ୍ରିିକେଟ ପ୍ରଶିକ୍ଷକ କିଶୋର ମାଣିଆ ଓସିଏ ପକ୍ଷରୁ ଓଡ଼ିଶା କ୍ରିକେଟର ପରାମର୍ଶଦାତା ଭାବେ ଚୟନ ହୋଇଛନ୍ତି । ଶ୍ରୀ ମାଣିଆଙ୍କ ସମେତ ପରାମର୍ଶ ସମିତିରେ ଅସଜିତ୍ ଜୟପ୍ରକାଶ ଓ ଚିନ୍ମୟାନନ୍ଦ ଜେନା ମଧ୍ୟ ପରାମର୍ଶଦାତା…

ଭାରତ-ଦକ୍ଷିଣ ଆଫ୍ରିକା ଦିନିକଆ: ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ !

ନୂଆଦିଲ୍ଲୀ: ବର୍ଷା ପରେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରେ କରୋନା ପ୍ରଭାବ ଗ୍ରାସ କରିବାକୁ ଲାଗିଛି । ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇସାରିଥିବାବେଳେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ। କରୋନା ଭାଇରସ ବ୍ୟାପିବାର ଡର ଥିବାରୁ ଏଭଳି…