Latest Odisha News

BREAKING NEWS

Browsing Category

କ୍ରିକେଟ

ଟି୨୦ ବିଶ୍ୱକପରୁ ୨ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ବିଦା, ସୁପର ୧୨ରେ ଆୟର୍ଲାଣ୍ଡ

ହୋବାର୍ଟ: ଚଳିତ ଟି୨୦ ବିଶ୍ୱକପରେ ଆଜି ଏକ ବିପର୍ଯ୍ୟୟ ଘଟିଛି । ୨ ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ୯ ୱିକେଟରେ ଆୟର୍ଲାଣ୍ଡ ନିକଟରୁ ହାରି ଯାଇଛି । ଏଥିସହ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ ପ୍ରଥମ ରାଉଣ୍ଡରୁ ବିଦା ହୋଇଛି । ଟସ ଜିତି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ…

ବାଂଲାଦେଶ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ ଚଳିତ ବର୍ଷ ଶେଷ ଭାଗରେ ବାଂଲାଦେଶ ଗସ୍ତରେ ଯିବ । ଭାରତ ଏଠାରେ ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ୭ ବର୍ଷ ପରେ ବାଂଲାଦେଶରେ ଖେଳିବ ଭାରତ । ଡିସେମ୍ବର ୪ରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏହାର ସମସ୍ତ ମ୍ୟାଚ ମୀରପୁରରେ ଖେଳାଯିବ । ପ୍ରଥମ…

ବିସିିସିଆଇରେ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇପାରନ୍ତି ଓଡିଶାର ଶିବସୁନ୍ଦର, ସଞ୍ଜୟ

ପୁରୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏବେ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛି । ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାଠାରୁ ଆରମ୍ଭ କରି ସୌରଭ ଗାଙ୍ଗୁଲିଙ୍କ ସଭାପତି ପଦ ଏହାର ଜ୍ୱଳନ୍ତ ଉଦାହରଣ । ଏବେ ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିସିସିଆଇ ଚୟନ କମିଟି ମୂଖ୍ୟ ଚେତନ…

ଟି୨୦ ବିଶ୍ୱକପ କ୍ରିକେଟ: ସୁପର ୧୨ରେ ପ୍ରବେଶ କଲା ଶ୍ରୀଲଙ୍କା

ଗୀଲଙ୍ଗ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଗୁରୁବାର ଶ୍ରୀଲଙ୍କା ଚମତ୍କାର ପ୍ରଦର୍ଶନ କରି ସୁପର ୧୨ରେ ପ୍ରବେଶ କରିଛି । ଆଜି ଖେଳା ଯାଇଥିବା ମୁକାବିଲାରେ ଶ୍ରୀଲଙ୍କା ୧୬ ରନରେ ନେଦରଲାଣ୍ଡସକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ୱିକେଟ ହରାଇ ୧୬୨ ରନ…

ଜିମ୍ବାୱେକୁ ୩୧ ରନରେ ହରାଇଲା ୱେଷ୍ଟଇଣ୍ଡିଜ

ହୋବାର୍ଟ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବୁଧବାର ୱେଷ୍ଟଇଣ୍ଡିଜ ୩୧ ରନରେ ଜିମ୍ବାୱେକୁ ପରାସ୍ତ କରିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ବିପକ୍ଷ ଦଳ ସମ୍ମୁଖରେ ୧୫୪ ରନର ଟାର୍ଗେଟ ରଖିଥିଲା । ଜନଶନ ଚାର୍ଲସ ଦଳ ପକ୍ଷରୁ ସର୍ବାଧିକ ୪୫ ରନ ସଂଗ୍ରହ କରିଥିଲେ । ରୋଭମାନ ପାୱେଲ…

ଧମକ ଦେଲା ପିସିବି:ଭାରତ ନ ଆସିଲେ ଆମେ ବିଶ୍ୱକପ ଖେଳିବାକୁ ଯିବୁନି

କରାଚୀ: ପାକିସ୍ତାନରେ ହେବାକୁ ଥିବା ଆଗାମୀ ଏସିଆ କପ କ୍ରିକେଟରେ ଭାରତୀୟ ଟିମ ଯିବ ନାହିଁ ବୋଲି ସଚିବ ଜୟ ଶାହ କହିବା ପରେ ବିବାଦର ସୂତ୍ରପାତ ହୋଇଛି । ପାକିସ୍ତାନ ବାହାରେ ଅନ୍ୟ କୌଣସି ନିରପେକ୍ଷ ଦେଶରେ ଏସିଆ କପ ଆୟୋଜନ କରାଯିବ । ବିସିସିଆଇର ଏହି ମନ୍ତବ୍ୟ ପରେ ପାକିସ୍ତାନ କ୍ରିକେଟରେ…

ବିନ୍ନୀ ହେଲେ ବିସିସିଆଇର ୩୬ତମ ସଭାପତି

ମୁମ୍ବାଇ: ପୂର୍ବତନ ଅଲରାଉଣ୍ଡର ରୋଜର ବିନ୍ନୀ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ୩୬ତମ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ବାର୍ଷିକ ବୈଠକ ପରେ ଏ ନେଇ ଚୂଡାନ୍ତ ଘୋଷଣା କରାଯାଇଛି । ୬୭ ବର୍ଷୀୟ ବିନ୍ନୀ ଏକମାତ୍ର ବ୍ୟକ୍ତି ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସୌରଭ…

ୟୁଏଇକୁ ୭୯ ରନରେ ହରାଇଲା ଶ୍ରୀଲଙ୍କା, କାମରେ ଲାଗିଲାନି ମୟପ୍ପନଙ୍କ ହ୍ୟାଟ୍ରିକ

ଗିଲୋଙ୍ଗ: ଟି୨୦ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଶ୍ରୀଲଙ୍କା ୭୯ ରନରେ ୟୁଏଇକୁ ପରାସ୍ତ କରି ସୁପର ୧୨ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ କରିଥିଲା । ପାଶୁମ ନିଶାଙ୍କା ୭୪ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଧନଞ୍ଜୟ…

ଏସିଆ କପ କ୍ରିକେଟ ଖେଳିବାକୁ ପାକିସ୍ତାନ ଯିବନି ଭାରତ

ନୂଆଦିଲ୍ଲୀ: ୨୦୨୩ ଏସିଆ କପ କ୍ରିକେଟ ଖେଳିବା ପାଇଁ ପାକିସ୍ତାନ ଯିବନି ଭାରତ । ମଙ୍ଗଳବାର ବିସିସିଆଇ ସଚିବ ଜୟ ଶାହ ଏହା ସ୍ପଷ୍ଟ କରିଛନ୍ତି । ବର୍ତମାନ ପରିସ୍ଥିତିରେ ପାକିସ୍ତାନ କ୍ରିକେଟ ଖେଳିବା ପାଇଁ ଯିବା ସମ୍ଭବପର ନୁହେଁ । ମଙ୍ଗଳବାର ବିସିସିଆଇ ବୈଠକରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ…

ବର୍ଷାରେ ଧୋଇ ହୋଇ ଯିବକି ଭାରତ-ପାକ ହାଇ ଭୋଲଟେଜ ମ୍ୟାଚ ?

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟର ସବୁଠାରୁ ହାଇ ଭୋଲଟେଜ ମ୍ୟାଚ ୨୩ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ । ତେବେ ଏହି ମ୍ୟାଚରେ ବର୍ଷା ବାଧକ ସାଜିବ ବୋଲି ଅନୁମାନ କରାଯାଉଛି । ପାଣିପାଗ ରିପୋର୍ଟ ଅନୁସାରେ ମ୍ୟାଚ ଦିନ ୭୦ ପ୍ରତିଶତ ପାଖାପାଖି ବର୍ଷା ସମ୍ଭାବନା ରହିଛି…