Latest Odisha News

BREAKING NEWS

Browsing Category

କ୍ରିକେଟ

ବର୍ଷାରେ ଧୋଇ ହୋଇ ଯିବକି ଭାରତ-ପାକ ହାଇ ଭୋଲଟେଜ ମ୍ୟାଚ ?

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟର ସବୁଠାରୁ ହାଇ ଭୋଲଟେଜ ମ୍ୟାଚ ୨୩ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ । ତେବେ ଏହି ମ୍ୟାଚରେ ବର୍ଷା ବାଧକ ସାଜିବ ବୋଲି ଅନୁମାନ କରାଯାଉଛି । ପାଣିପାଗ ରିପୋର୍ଟ ଅନୁସାରେ ମ୍ୟାଚ ଦିନ ୭୦ ପ୍ରତିଶତ ପାଖାପାଖି ବର୍ଷା ସମ୍ଭାବନା ରହିଛି…

ଟି୨୦ ବିଶ୍ୱକପ: ଆୟର୍ଲାଣ୍ଡକୁ ୩୧ ରନରେ ହରାଇଲା ଜିମ୍ବାୱେ

ହୋବାର୍ଟ: ଚଳିତ ଟି୨୦ ବିଶ୍ୱକପର ଗ୍ରୁପ ବି କ୍ୱାଲିଫାଇଂ ମୁକାବିଲାରେ ଜିମ୍ବାୱେ ୩୧ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରି ସୁପର ୧୨ରେ ପ୍ରବେଶ ଆଶା ଉଜ୍ଜବୀତ କରିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୭ ୱିକେଟ ହରାଇ ୧୭୪ ରନ କରିଥିଲା । ସିକନ୍ଦର ରାଜା ୮୨ ରନର ଚମକପ୍ରଦ ଇନିଂସ…

ଟି୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ, ଏଥର ହାରିଲା ୨ ଥର ଚାମ୍ପିୟନ ଟିମ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପର ୨ୟ ଦିବସରେ ମଧ୍ୟ ବଡ ବିପର୍ଯ୍ୟୟ ଘଟିଛି । ସ୍କଟଲାଣ୍ଡ ୨ଥରର ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ୪୨ ରନରେ ହରାଇ ଦେଇଛି । ଏହା ପୂର୍ବରୁ ଶ୍ରୀଲଙ୍କାକୁ ନାମ୍ବିଆ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ଜର୍ଜ ମନଞ୍ଜିଙ୍କ ୬୬ ରନ ସହାୟତାରେ ୨୦…

ଟି୨୦ ବିଶ୍ୱକପ: ଖେଳିପାରିବେ କୋଭିଡ ପଜିଟିଭ ଖେଳାଳି

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆରେ ଆରମ୍ଭ ହୋଇ ଯାଇଥିବା ଟି୨୦ ବିଶ୍ୱକପ କ୍ରିକେଟରେ ଆଇସିସି କୋଭିଡ କଟକଣାକୁ ସମ୍ପୂର୍ଣ୍ଣ ଭାବେ କୋହଳ କରିଦେଇଛି । ଏପରିକି କୋଭିଡ ୧୯ ପଜିଟିଭ ଖେଳାଳିଙ୍କୁ ମଧ୍ୟ ମ୍ୟାଚ ଖେଳିବା ପାଇଁ ସୁଯୋଗ ଦିଆଯିବ । ସଂକ୍ରମିତ ଖେଳାଳିଙ୍କୁ ଆଇସୋଲେସନରେ ରଖାଯିବନି । ତେବେ…

ଟି୨୦ ବିଶ୍ୱକପ: ଭାଷ୍ୟକାର ତାଲିକାର ୩ ଭାରତୀୟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ୨୦ ଏଲିଟ ଭାଷ୍ୟକାରଙ୍କ ନାମ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଏଥିରେ ଭାରତର ୩ଜଣଙ୍କୁ ସୁଯୋଗ ମିଳିଛି । ସେମାନେ ହେଲେ ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର ଓ ହର୍ଷ ଭୋଗଲେ । ଏମାନଙ୍କ ବ୍ୟତୀତ ଇଆନ ମୋର୍ଗାନ, ପ୍ରେଷ୍ଟନ ମୋମସେନ, ଡେଲ ଷ୍ଟେଇନ…

ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୟୁଏଇକୁ ହରାଇଲା ନେଦରଲାଣ୍ଡ

ଗିଲୋଙ୍ଗ: ଟି୨୦ ବିଶ୍ୱକପର ରବିବାର ଅନୁଷ୍ଠିତ କ୍ୱାଲିଫାଇଂ ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ ୟୁଏଇକୁ ୩ ୱିକେଟରେ ନେଦରଲାଣ୍ଡକୁ ପରାସ୍ତ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ଶେଷ ଓଭର ଯାଁଏ ଯାଇଥିଲା । ଟସ ଜିତି ୟୁଏଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୧୧ରନ ସଂଗ୍ରହ…

ଆଇପିଏଲ ୨୦୨୩ର ନିଲାମ ଡିସେମ୍ବର ୧୬ରେ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୩ ସଂସ୍କରଣର ନିଲାମ ପ୍ରକ୍ରିୟା ଚଳିତ ବର୍ଷ ଡିସେମ୍ବରରେ ହେବ । ପ୍ରକାଶିତ ରିପୋର୍ଟ ଅନୁସାରେ ଡିସେମ୍ବର ୧୬ରେ ବାଙ୍ଗାଲୋର ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ଏଥର ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟ ଭାରତରେ ଖେଳାଯିବ । ମ୍ୟାଚଗୁଡିକ ପୂର୍ବଭଳି ହୋମ ଏବଂ…

ଟି୨୦ ବିଶ୍ୱକପ କ୍ରିକେଟ: ପୂର୍ବତନ ଚାମ୍ପିୟନକୁ ହରାଇଲା ନାମ୍ବିଆ

ଗିଲୋଙ୍ଗ: ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ନାମ୍ବିଆର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେଇଛି । ନାମ୍ବିଆ ପ୍ରଥମ ରାଉଣ୍ଡ ଗ୍ରୁପ ଏ ମୁକାବିଲାରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଶ୍ରୀଲଙ୍କାକୁ ୫୫ ରନରେ ପରାସ୍ତ କରିଛି । ଶ୍ରୀଲଙ୍କା ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।…

ଟି୨୦ ବିଶ୍ୱକପରେ ଭାଙ୍ଗିବ ଏହି ୧୦ ରେକର୍ଡ

ପୁରୀ: ଟି୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି । ୧୩ ନଭେମ୍ବରରେ ଜଣାପଡିବ କେଉଁ ଟିମ ବାଜି ମାରିବ । ତେବେ ଏହି ବିଶ୍ୱକପରେ ୧୦ ରେକର୍ଡ ଭାଙ୍ଗିବା ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତୁ ଜାଣିବା କଣ ସେହି ରେକର୍ଡ.. ୧.ସର୍ବାଧିକ ବ୍ୟକ୍ତିଗତ ରନ: ଟି୨୦ ବିଶ୍ୱକପରେ ସର୍ବାଧିକ ବ୍ୟକ୍ତିଗତ ରନ…

ଗାଙ୍ଗୁଲି ଲଢ଼ିବେ ସିଏବି ନିର୍ବାଚନ: ରିପୋର୍ଟ

କୋଲକାତା: ନାଟକୀୟ ଢ଼ଙ୍ଗରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସଭାପତି ପଦରୁ ହଟିବା ପରେ ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ପରେ ଗାଙ୍ଗୁଲି ଆଗକୁ କିଛି ବଡ କରିବା ନେଇ ସୂଚନା ଦେଇଥିଲେ । ତେବେ ଏକ ରିପୋର୍ଟ ମୁତାବକ ଗାଙ୍ଗୁଲି କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲର ସଭାପତି…