Latest Odisha News

BREAKING NEWS

Browsing Category

କ୍ରିକେଟ

ଅକ୍ଟୋବର ୧ରୁ ବଦଳିଯିବ କ୍ରିକେଟର କେତେକ ନିୟମ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମୁଖ୍ୟ କାର୍ଯ୍ୟକାରୀ ସମିତ ବୈଠକ ପରେ ଅକ୍ଟୋବର ୧ରୁ ନୂତନ ନିୟମ ସହ ଆନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଛି । ପ୍ରଥମ ଥର ପାଇଁ ଆଇସିସି କ୍ରିକେଟ ସମିତି ବୈଠକରେ ଅଧ୍ୟକ୍ଷତା କରିବା ମୋ ପାଇଁ ସମ୍ମାନର ବିଷୟ ବୋଲି…

ଟି୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି । ୨୦୨୧ ଟି୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ଦଳରେ ୩ଟି ପରିବର୍ତନ କରାଯାଇଛି । ମାର୍ଟିନ ଗୁପଟିଲ ୭ମ ଥର ପାଇଁ ଟି୨୦ ବିଶ୍ୱକପ ଖେଳିବାକୁ ଯାଉଛନ୍ତି । ତାଙ୍କ ପୂର୍ବରୁ…

ଟି୨୦ କ୍ରିକେଟ ସିରିଜ: ବିଶ୍ୱ ଚାମ୍ପିୟନକୁ ଭେଟିବ ଏକ ନମ୍ବର ଟିମ

ମୋହାଲୀ: ଆଜିଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି୨୦ କ୍ରିକେଟ ସିରିଜ ଆରମ୍ଭ ହେବ । ଟି୨୦ ବିଶ୍ୱକପ ପୂର୍ବରୁ ଏହି ମୁକାବିଲା ଉଭୟ ଦଳ ପାଇଁ ଟିମ କମ୍ବିନେଶନ ପ୍ରସ୍ତୁତ ପାଇଁ ବେଶ ଜରୁରୀ । ବିଶ୍ୱଚାମ୍ପିୟନ ଏବଂ ଏକ ନମ୍ବର ଟିମ ମଧ୍ୟରେ ମୁକାବିଲା ଦେଖିବାକୁ ସମସ୍ତେ ବ୍ୟଗ୍ରତା ସହକାରେ…

ଟି୨୦ ଡନ କିଏ ? ରୋହିତ ନାଁ କୋହଲି..

ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ନିଶ୍ଚିତ ଭାବେ ଏହି ବିଶ୍ୱକପରେ ଭାରତର ଦୁଇ ଷ୍ଟାର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏମାନଙ୍କ ମଧ୍ୟରେ କିଏ ହେବ ଟି୨୦ର ଡନ ? ପ୍ରଦର୍ଶନ ବିଚାରକୁ ନେଲେ କେହି…

କ୍ରିକେଟରେ ଷ୍ଟାର କଲଚର ନେଇ ଗୌତମଙ୍କ ଗମ୍ଭୀର ବୟାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ଆଜି ଏକ ସାକ୍ଷାତକାରରେ କ୍ରିକେଟକୁ ନେଇ ଗମ୍ଭୀର ବୟାନ ଦେଇଛନ୍ତି । ଷ୍ଟାର କଲଚର ନେଇ ସେ ପ୍ରଶଂସକଙ୍କ ସମେତ ବୋର୍ଡ ଉପରେ ପ୍ରଶ୍ନ ଉଠାଇଛନ୍ତି । ୧୯୮୩ରେ ଭାରତ ବିଶ୍ୱକପ ବିଜୟୀ ହେବା ପରେ କପିଳ ଦେବ ରାତାରାତି ଷ୍ଟାର ପାଲଟି…

ମେନ ଇନ ବ୍ଲୁର ଉନ୍ମୋଚିତ ହେଲା ଜର୍ସି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତୀୟ ଦଳର ନୂତନ ଜର୍ସି ଉନ୍ମୋଚିତ ହୋଇଛି । ମେନ ଇନ ବ୍ଲୁ ଏଥର ନୂତନ ରୂପରେ ପଡିଆକୁ ଓହ୍ଲାଇବେ । ବିସିସିଆଇର ସ୍ପୋର୍ଟ୍ସ କିଟ ପ୍ରାୟୋଜକ ଏମପିଏଲ ରବିବାର ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳର ନୂତନ ଜର୍ସି ଜାରୀ କରିଥିଲା । ଏମପିଏଲ…

ସାମୀଙ୍କୁ କରୋନା, ଭାରତୀୟ ଦଳରେ ସାମିଲ ହେଲେ ଉମେଶ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ଭାରତର ପେସ ବୋଲର ମହମ୍ମଦ ସାମୀ ଓହରି ଯାଇଛନ୍ତି । ସେ କରୋନା ସଂକ୍ରମିତ ହୋଇଥିବାରୁ ଏହି ପଦକ୍ଷେପ ନେଇଛନ୍ତି । ସାମୀଙ୍କ ସ୍ଥାନରେ ୩ ବର୍ଷ ପରେ ଉମେଶ ଯାଦବ ଦଳରେ ସ୍ଥାନ ପାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ସାମି ସୁସ୍ଥ ହୋଇ…

ଟି୨୦ ବିଶ୍ୱକପ ଟିମରେ ସାମିଲ ହେବେ କି ସାମି

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଘୋଷଣା ସରିଛି । ଏଥିରେ ସିନିୟର ପେସ ବୋଲର ମହମ୍ମଦ ସାମିଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳି ନ ଥିବାରୁ ସମୀକ୍ଷକମାନେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ । ତେବେ ସାମିଙ୍କୁ ଟି୨୦ ବିଶ୍ୱକପ ଦଳରେ ସାମିଲ କରିବା ନେଇ…

ଆଇପିଏଲରେ ଲାଗୁ ହେବ ଇମ୍ପାକ୍ଟ ପ୍ଲେୟାର ନିୟମ

ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ରୋମାଂଚ ଭରି ରହିଥିବା ବେଳେ ଏଥିରେ ଆହୁରି ମସଲା ଯୋଗାଇବା ପାଇଁ ବିସିସିଆଇ ମୁଣ୍ଡ ଖେଳାଇଲାଣି । କ୍ରିକେଟ ପ୍ରଶଂସକଙ୍କୁ ବାନ୍ଧି ରଖିବା ପାଇଁ ଆଇପିଏଲରେ ଗୋଟିଏ ଟିମ ଚୂଡାନ୍ତ ଏକାଦଶରେ ୧୧ ବଦଳରେ ୧୫ ଖେଳାଳି ସାମିଲ କରିପାରିବା ନିୟମ ଲାଗୁ କରିବା ପାଇଁ…

ଟି୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଏସିଆ କପ ଚାମ୍ପିୟନ ଟିମ

କଲମ୍ବୋ: ଏସିଆ କପ ଚାମ୍ପିୟନ ଶ୍ରୀଲଙ୍କା ଟିମ ଆଜି ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଦଳ ଘୋଷଣା କରିଛି । ଦାସୁନ ଶାନକାଙ୍କ ନେତୃତ୍ୱରେ ଘୋଷିତ ଦଳରୁ ଦୀନେଶ ଚାନ୍ଦିମାଲାଙ୍କୁ ବାଦି ଦିଆଯାଇ ଷ୍ଟାଣ୍ଡବାଇରେ ରଖାଯାଇଛି । ପେସ ବୋଲର ଦୁଷ୍ମଥ ଚମିରା ଦଳକୁ ଫେରିଛନ୍ତି । ପାକିସ୍ତାନ ହରାଇ…