Latest Odisha News

BREAKING NEWS

Browsing Category

କ୍ରିକେଟ

ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି ରାହାଣେ

ମୁମ୍ବାଇ: ଭାରତର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ଏହି ପ୍ରତିଭାବାନ କ୍ରିକେଟରଜଣଙ୍କ ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ଏ ନେଇ ସୂଚନା ଦେଇଛନ୍ତି । ଏଥିରେ ସେ ତାଙ୍କ ପତ୍ନୀ ରାଧିକା ଓ ଝିଅ ଆର୍ଯ୍ୟାଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି ।…

ଟି୨୦ ବିଶ୍ୱକପ ପୂର୍ବରୁ ଆହୁରି ୨ଟି ସିରିଜ ଖେଳିବ ଟିମ ଇଣ୍ଡିଆ, ୟୁଏଇରେ ଏସିଆ କପ

ମୁମ୍ବାଇ: ଅକ୍ଟୋବର ଓ ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତ ଆହୁରି ୨ଟି ସିରିଜ ଖେଳିବ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨ଟି ସିରିଜ ଆୟୋଜନ…

ଶ୍ରୀଲଙ୍କାରେ ହେବନି ଏସିଆ କପ କ୍ରିକେଟ

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ବର୍ତମାନ ପରିସ୍ଥିତିରେ ଏସିଆ କପ ଆୟୋଜନ କରିବା ସମ୍ଭବପର ନୁହେଁ ବୋଲି ଏସିଆନ କ୍ରିକେଟ କାଉନସିଲକୁ ବିଧିବଦ୍ଧ ଭାବେ ଜଣାଇ ଦେଇଛି । ଶ୍ରୀଲଙ୍କାରେ ଆର୍ଥୀକ ଓ ରାଜନୈତିକ ସଙ୍କଟ ଚାଲିଛି । ଦେଶରେ ଅସ୍ଥିରତା ଲାଗି ରହିଥିବା ବେଳେ ଏତେ ବଡ ଟୁର୍ଣ୍ଣାମେଂଟ…

ଫର୍ମ ଫେରି ପାଇବା ପାଇଁ ଜିମ୍ବାୱେ ବିପକ୍ଷରେ ଖେଳି ପାରନ୍ତି କୋହଲି !

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଫର୍ମ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଟି୨୦ ବିଶ୍ୱକପ ପୂର୍ବରୁ କୋହଲି ମଧ୍ୟ ଫର୍ମକୁ ଫେରିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ରିପୋର୍ଟ ମୁତାବକ କୋହଲି ଜିମ୍ବାୱେ ବିପକ୍ଷ ସିରିଜ ଖେଳିବାକୁ ଚାହୁଁଛନ୍ତି ।…

୧୦୮ ବର୍ଷ ପରେ ଇତିହାସ ରଚିଲେ ପୂଜାରା

ଲଣ୍ଡନ: ଚଳିତ କାଂଉଟି କ୍ରିକେଟରେ ଚେତେଶ୍ୱର ପୂଜାରାଙ୍କ ଚମତ୍କାର ପ୍ରଦର୍ଶନ ଜାରୀ ରହିଛି । ସସେକ୍ସ ପକ୍ଷରୁ ଖେଳୁଥିବା ପୂଜାରା ୧୦ଟି ଇନିଂସରେ ୩ଟି ଦ୍ୱିଶତକ ମାରି ସାରିଲେଣି । ଏହା ବ୍ୟତୀତ ୧୭୦ ଓ ୧୦୯ ରନର ଇନିଂସ ମଧ୍ୟ ଖେଳିଛନ୍ତି । ୧୧୮ ବର୍ଷ ପରେ ସେ ସସେକ୍ସ ପକ୍ଷରୁ ଗୋଟିଏ ସିଜନରେ…

୩ ଦିନରେ ଅବସର ନେଲେଣି ୪ ଷ୍ଟାର କ୍ରିକେଟ ଖେଳାଳି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟରୁ ୩ ଦିନରେ ଭିନ୍ନ ଭିନ୍ନ ଫର୍ମାଟରୁ ୪ ଷ୍ଟାର ଖେଳାଳି ନେଲେଣି ଅବସର । ସବୁଠାରୁ ବଡ କଥା ଏହି ୪ଜଣ ଖେଳାଳି ନିଜ ଦେଶ ପକ୍ଷରୁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏମାନେ ହେଲେ ବେନ ଷ୍ଟୋକ୍ସ, ତାମିମ ଇକବାଲ, ଲେଣ୍ଡଲ ସିମନ୍ସ ଓ ଦିନେଶ ରାମଦୀନ ।…

୨୦ ମିନିଟ ସମୟ ଦିଅ କୋହଲିଙ୍କୁ ଫର୍ମକୁ ଫେରାଇ ଆଣିବି

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ଏବେ ବି ବିରାଟ କୋହଲିଙ୍କ ଫର୍ମ ଚିନ୍ତାର କାରଣ ସାଜିଛି । ଏହି ଅବସରରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର କହିଛନ୍ତି ମୋତେ ୨୦ ମିନିଟ ସମୟ ଦିଅ ମୁଁ କୋହଲିଙ୍କୁ ଫର୍ମକୁ ଫେରାଇ ଆଣିବି । ଅଫ ଷ୍ଟମ୍ପ…

ଦିନିକିଆ କ୍ରିକେଟକୁ ଅଲବିଦା କହିଲେ ବେନ ଷ୍ଟୋକ୍ସ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚ ପରେ ଆଉ ଏହି ଫର୍ମାଟରେ ଖେଳିବେନି । ୩୧ ବର୍ଷୀୟ ଷ୍ଟୋକ୍ସ ୨୦୧୧ରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ ।…

ଟି୨୦ କ୍ରିକେଟକୁ ଅଲବିଦା କହିଲେ ତାମିମ ଇକବାଲ

ଢ଼ାକା: ବାଂଲାଦେଶର ଷ୍ଟାର ବ୍ୟାଟ୍ସମ୍ୟାନ ତାମିମ ଇକବାଲ ରବିବାର ଆନ୍ତର୍ଜାତୀୟ ଟି୨୦ କ୍ରିକେଟକୁ ଅଲବିଦା କହିଛନ୍ତି । ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜରେ ବାଂଲାଦେଶ କ୍ଲିନ ସୁଇପ କରିବା ପରେ ସେ ହଠାତ ଏହି ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ପୋଷ୍ଟ କରିଛନ୍ତି ଯେ, ଆଜିଠାରୁ ମୋର ଟି୨୦…

ଆଇପିଏଲ ଆଗରେ ନଇଁଲେ ଆଇସିସି, ପାକିସ୍ତାନ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଶେଷରେ ଆଇପିଏଲ ଆଗରେ ନଇଁବାକୁ ବାଧ୍ୟ ହୋଇଛି । ପ୍ରତ୍ୟେକ ବର୍ଷ ଆଇପିଏଲ ପାଇଁ ଆଇସିସି ଅଢ଼େଇ ମାସର ୱିଣ୍ଡୋ ଦେବାକୁ ବିଧିବଦ୍ଧ ଭାବେ ଘୋଷଣା କରିଛି । ଆଇସିସିର ଏହି ନିଷ୍ପତି ପାକିସ୍ତାନ କ୍ରିକେଟ ବୋର୍ଡକୁ ବଡ ଝଟକା ଦେଇଛି । ପିସିବି ଏହାକୁ ବିରୋଧ…