Latest Odisha News

BREAKING NEWS

Browsing Category

କ୍ରିକେଟ

ଅବସର ଘୋଷଣା କଲେ ଶ୍ରୀସନ୍ଥ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଏସ.ଶ୍ରୀସନ୍ଥ ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଭାରତ ପକ୍ଷରୁ ୨୭ ଟେଷ୍ଟ, ୫୩ ଦିନିକିଆ ଓ ୧୦ ଟି୨୦ ମ୍ୟାଚ ଖେଳିଥିବା ଶ୍ରୀସନ୍ଥଙ୍କ କ୍ୟାରିୟରର ଏଥିସହ ସମାପ୍ତି ଘଟିଛି । ଏହା ମୋ ଜୀବନର ସବୁଠାରୁ କଷ୍ଟଦାୟ…

ଆନ୍ତର୍ଜାତୀୟ କ୍ରିକେଟରେ ସଂଶୋଧିତ ହେବ କେତେକ ପୁରୁଣା ନିୟମ

ମେଲବୋର୍ଣ୍ଣ: ଆନ୍ତର୍ଜାତୀୟ କ୍ରିକେଟର କେତେକ ପୁରୁଣା ନିୟମ ଖୁବ ଶୀଘ୍ର ସଂଶୋଧନ ହେବ ବୋଲି ମେରିଲବୋନ କ୍ରିକେଟ କ୍ଲବ ପକ୍ଷରୁ ଘୋଷଣା କରାଯାଇଛି । ଯେତେଦୂର ସମ୍ଭବ ଅଷ୍ଟ୍ରେଲିଆ ଟି୨୦ ବିଶ୍ୱକପ ପୂର୍ବରୁ ଏହି ନିୟମରେ ପରିବର୍ତନ ହେବ । ଏହି ନିୟମଗୁଡିକ ହେଲା- ୧. ବୋଲରମାନେ ବଲକୁ ଚମକାଇବା…

ରଣଜୀ ଟ୍ରଫି କ୍ରିକେଟ: ମୁମ୍ବାଇ ନିକଟରୁ ଓଡିଶାର ଇନିଂସ ପରାଜୟ

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ଶୋଚନୀୟ ଭାବେ ମୁମ୍ବାଇ ନିକଟରୁ ପରାଜୟବରଣ କରିଛି । ଏଲିଟ ଗ୍ରୁପ ଡି’ର ଏହି ମୁକାବିଲାରେ ଓଡିଶା ଇନିଂସ ଏବଂ ୧୦୮ ରନରେ ପରାଜିତ ହୋଇଛି । କ୍ରମାଗତ ଦ୍ୱିତୀୟ ପରାଜୟ ସହ ଓଡିଶାର ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବ ଆଶା…

ୱାର୍ଣ୍ଣେଙ୍କ ବେଡରୁମରୁ ମିଳିଲା ରକ୍ତର ଛିଟା

ନୂଆଦିଲ୍ଲୀ: ଥାଇଲାଣ୍ଡ ପୋଲିସକୁ ମହାନ କ୍ରିକେଟର ଶେନ ୱାର୍ଣ୍ଣେଙ୍କ ମୃତ୍ୟୁକୁ ନେଇ ଏକ ବଳିଷ୍ଠ ପ୍ରମାଣ ହାତରେ ଲାଗିଛି । ତାଙ୍କ ବେଡରୁମରୁ ଏବଂ ଟାୱେଲରୁ ରକ୍ତ ଚିହ୍ନ ମିଳିଛି । ପୂର୍ବରୁ ମୃତଦେହ ନିକଟରେ ମଧ୍ୟ ପ୍ରଚୁର ପରିମାଣର ରକ୍ତ ମିଳିଥିଲା । ୱାର୍ଣ୍ଣେଙ୍କ ବନ୍ଧୁଙ୍କ କହିବା…

ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ : ଶ୍ରୀଲଙ୍କା ବିପକ୍ଷରେ ଭାରତର ବୃହତ ବିଜୟ

ମୋହାଲୀ: ରବୀନ୍ଦ୍ର ଜାଡେଜାଙ୍କ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କାକୁ ଏକ ଇନିଂସ ଓ ୨୨୨ ରନରେ ପରାସ୍ତ କରିଛି । ଶ୍ରୀଲଙ୍କା ବିପକ୍ଷରେ ଭାରତର ଏହା ଦ୍ୱିତୀୟ ସର୍ବ ବୃହତ ବିଜୟ । ଏଥିସହ ଭାରତ ୨ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର…

ମହିଳା ବିଶ୍ୱକପ କ୍ରିକେଟ: ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ

ମାଂଉଟ ମନନୁଗେଇ: ମହିଳା ବିଶ୍ୱକପ କ୍ରିକେଟରେ ଭାରତ ୧୦୭ ରନରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ବିନିମୟରେ ୨୪୪ ରନ କରିଥିଲା । ସ୍ନେହା ରାଣା ୫୩ ଓ ପୂଜା ବସ୍ତ୍ରକାର ୬୭ ରନର ଚମତ୍କାର ଇନିଂସ…

ଜାଡେଜାଙ୍କ ଘାତକ ବୋଲିଂ: ପ୍ରଥମ ଇନିଂସରେ ଶ୍ରୀଲଙ୍କା ୧୭୪ରେ ଅଲଆଉଟ୍

ମୋହାଲି: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ବ୍ୟାଟିଂ ପରେ ବୋଲିଂରେ କମାଲ କଲେ ରବୀନ୍ଦ୍ର ଜାଡେଜା । ପ୍ରଥମ ଇନିଂସରେ ଶତକୀୟ ଇନିଂସ ଖେଳିଥିଲେ । ଘାତକ ବୋଲିଂ ବି କରିଛନ୍ତି । ଜାଡେଜାଙ୍କ ଯାଦୁଗରୀ ସ୍ପିନରେ ଘାଇଲା ହୋଇଛି ସିଂହଳୀ ଦଳ । ପ୍ରଥମ ଇନିଂସରେ ୧୭୪ ରନରେ ଅଲଆଉଟ୍ ହୋଇଛି ।…

ମିତାଲି ରାଜଙ୍କ ନୂଆ ରେକର୍ଡ, ସଚିନଙ୍କ ସହ ଏଲିଟ୍ ଗ୍ରୁପରେ ସାମିଲ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ରେକର୍ଡ କ୍ଲବରେ ସଚିନଙ୍କ ସହ ସାମିଲ ହେଲେ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ । ସର୍ବାଧିକ ୬ଟି ୱାର୍ଲଡ କପ୍ ଖେଳିଥିବା ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି । ଏହି କ୍ଲବରେ ସଚିନ ତେନ୍ଦୁଲକର ଓ ପାକିସ୍ତାନର ଜାଭେଦ୍ ମିଆନନ୍ଦାଦଙ୍କ ପରେ ସେ…

ଭାରତ-ପାକିସ୍ତାନ ମହିଳା ବିଶ୍ୱକପ ଲଢ଼େଇ: କମାଲ କଲେ ପୂଜା-ସ୍ନେହା ଯୋଡ଼ି

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ପାକିସ୍ତାନ ବିପକ୍ଷ ମହିଳା ବିଶ୍ୱକପରେ କମାଲ କଲେ ଦୁଇ ଭାରତୀୟ କ୍ରିକେଟର ପୂଜା ବସ୍ତ୍ରେକର ଓ ସ୍ନେହା ରାଣା । ଏହି ଦୁଇ ଜଣଙ୍କର ଲଢୁଆ ବ୍ୟାଟିଂ ବଳରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିବା ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ୨୪୫ ନ୍…

ଇନିଂସ ଘୋଷଣା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଲେ ଜାଡେଜା

ମୋହାଲୀ: ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତ ୫୭୪/୮ ରନ କରିଥିବା ଅଧିନାୟକ ରୋହିତ ଶର୍ମା ଇନିଂସ ଘୋଷଣା କରିଥିଲେ । ସେ ସମୟରେ ରବୀନ୍ଦ୍ର ଜାଡେଜା ୧୭୫ ରନ କରି ଅପରାଜିତ ରହିଥିଲେ । ଏହାକୁ ନେଇ ସୋସିଆଲ ସାଇଟରେ ରୋହିତଙ୍କୁ ସମାଲୋଚନା କରାଯିବା ସହ ୧୮ ବର୍ଷ ତଳେ…