ଭାରତ-ଅଷ୍ଟ୍ରେଲିଆ ଫାଇନାଲ: ୭୫ ହଜାର ଟିକେଟ ବିକ୍ରି

ମେଲବୋର୍ଣ୍ଣ:ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ଆଇସିସି ଟି୨୦ ମହିଳା ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯିବ । ଫାଇନାଲ ପ୍ରତି ଦର୍ଶକଙ୍କ ବେଶ୍ ଉତ୍କଣ୍ଠା ରହିଛି । ରିପୋର୍ଟ ମୁତାବକ ୧ ଲକ୍ଷ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମର...

ହାର୍ଦ୍ଦିକଙ୍କ ବିସ୍ପୋରକ ବ୍ୟାଟିଂ : ୫୫ ବଲରେ ୧୫୮ ରନ

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶୁକ୍ରବାର ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ସେ ମାତ୍ର ୫୫ ବଲରେ ୧୫୮ ରନ ସଂଗ୍ରହ କରି ଚୟନ କମିଟିଙ୍କୁ ଟିମରେ ନେବା ପାଇଁ ପରୋକ୍ଷରେ ଚାପ ପକାଇବା...

ମହିଳା ଟି୨୦ ବିଶ୍ୱକପ: ପତ୍ନୀ ଏଲିସାଙ୍କ ମନୋବଳ ବଢ଼ାଇବା ପାଇଁ ଷ୍ଟାର୍କ ଦକ୍ଷିଣ ଆଫ୍ରିକା ଗସ୍ତ ଅଧାରୁ ଫେରିଲେ

ମେଲବୋର୍ଣ୍ଣ: ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ରବିବାର ହେବାକୁ ଥିବା ଫାଇନାଲରେ ଅଷ୍ଟ୍ରେଲିଆ ପକ୍ଷରୁ ଏଲିସା ହିଲେ ଖେଳିବେ । ଦଳ ତଥା ପତ୍ନୀଙ୍କ ମନୋବଳ ବଢ଼ାଇବା ପାଇଁ ଅଷ୍ଟ୍ରେଲିଆ ପୁରୁଷ...

ବିଶ୍ୱକପ କ୍ରିକେଟ ଦ୍ୱିତୀୟ କ୍ୱାଲିଫାୟାର ଟୁର୍ନାମେଂଟ ଘୁଂଚିଲା

କୁଆଲଲୁମ୍ପୁର: କରୋନା ଭାଇରସ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ମାଲେସିଆରେ ହେବାକୁ ଥିବା ୨୦୨୩ ଚ୍ୟାଲେଞ୍ଜ ଲିଗ୍‌-ଏ କ୍ୱାଲିଫାୟର ଟୁର୍ଣ୍ଣାମେଂଟକୁ ଘୁଂଚାଇ ଦେଇଛି । ସ୍ଥିତି ନିୟନ୍ତ୍ରଣକୁ ଆସିଲେ ଖୁବ୍ ଶୀଘ୍ର ନୂତନ ତାରିଖ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି...

ଦକ୍ଷିଣ ଆଫ୍ରିକାକୁ ପୁଣି ବର୍ଷା ହଇରାଣ କଲା : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ ମୁକାବିଲା

ସିଡନୀ:ବିଶ୍ୱକପ କ୍ରିକେଟରେ ପୁନର୍ବାର ବର୍ଷା ଦକ୍ଷିଣ ଆଫ୍ରିକା ପାଇଁ ବିପଦ ସୃଷ୍ଟି କରିଛି । ଆଇସିସି ଟି୨୦ ମହିଳା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଡକ୍ୱୱର୍ଥ ଲୁଇସ ନିୟମରେ ଦକ୍ଷିଣ ଆଫ୍ରିକାକୁ ୫ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।...

୫୦୦ ଟି୨୦ ମ୍ୟାଚ ଖେଳିଲେ ପୋଲାର୍ଡ

ପାଲିକେଲ: ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରେନ ପୋଲାର୍ଡ଼ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଟି୨୦ ଫର୍ମାଟରେ ୫୦୦ମ୍ୟାଚ୍ ଖେଳିଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ । ଏହି ମ୍ୟାଚ୍‌କୁ ସ୍ମରଣୀୟ କରିବା ପାଇଁ ଦଳୀୟ ଖେଳାଳିମାନେ ପୋଲାର୍ଡ଼ଙ୍କୁ...

ବର୍ଷା ଯୋଗୁ ପ୍ରଥମ ସେମିଫାଇନାଲ ବାତିଲ:ଭାରତ ଫାଇନାଲକୁ ଉନ୍ନୀତ

ସିଡନୀ:ଆଇସିସି ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ତେବେ ଟୁର୍ନାମେଂଟରେ ଅପରାଜେୟ ରହିଥିବା ଭାରତକୁ ଏହାର ଫାଇଦା ମିଳିଛି ଏବଂ ଦଳ ଫାଇନାଲରେ ପ୍ରବେଶ କରିଛି । ଟିମ୍ ଇଣ୍ଡିଆ...

ସେମିଫାଇନାଲରେ ବର୍ଷା ଆଶଙ୍କା : ମ୍ୟାଚ ବାତିଲ ହେଲେ ଭାରତ ଫାଇନାଲକୁ ଯିବ

ସିଡନୀ: ଆଇସିସି ମହିଳା ଟି୨୦ ବିଶ୍ୱକପର ସେମିଫାଇନାଲ ମ୍ୟାଚ ଗୁରୁବାର ଖେଳାଯିବ । ଏହି ମ୍ୟାଚରେ କିନ୍ତୁ ବର୍ଷା ବାଧା ସୃଷ୍ଟି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବର୍ଷା ଯୋଗୁ ମ୍ୟାଚ ସମ୍ଭବପର ନ ହେଲେ ଭାରତ ଇଂଲଣ୍ଡକୁ...

ଗଙ୍ଗାରେ ବୁଡ ପକାଇଲେ ମହାନ ଫିଲ୍ଡର ରୋଡ୍ସ

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ତଥା ମହାନ ଫିଲ୍ଡର ଜଂଟି ରୋଡ୍ସ ଭାରତ ଏବଂ ହିନ୍ଦୁତ୍ୱକୁ ବେଶ୍ ଭଲ ପାଆନ୍ତି । ବୁଧବାର ସେ ଋଷିକେଶରେ ବୁଡ ପକାଇବା ସହ ଏହାର ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଗଙ୍ଗାର ପବିତ୍ର...

ସୁନିଲ ଯୋଶୀ ହେଲେ ନୂଆ ଚିଫ୍ ସିଲେକ୍ଟର

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ସ୍ପିନର ସୁନିଲ ଯୋଶୀଙ୍କୁ ନୂଆ ଚିଫ୍ ସିଲେକ୍ଟର ଭାବରେ ବିସିସିଆଇ ମନୋନୀତ କରିଛି । ଏମଏସକେ ପ୍ରସାଦ ଓ ତାଙ୍କ ସାଥୀ ଗଗନ ଖୋଡାଙ୍କ ସ୍ଥାନରେ ସୁନିଲ ଯୋଶୀ ଏହି ଦାୟିତ୍ୱ ତୁଲାଇବେ । ପୂର୍ବତନ...

ସାହିତ୍ୟ