Latest Odisha News

BREAKING NEWS

Browsing Category

କ୍ରିକେଟ

ଭାରତ ସମ୍ମୁଖରେ ୨୯୭ ରନର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ପାର୍ଲ: ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୨୯୭ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ଟସ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବୁଭାମା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ବୁଭାମା ଓ ରାସି ଡାନ ଡେର…

ଓମିକ୍ରନ ଯୋଗୁ ବାତିଲ ହେଲା ଚ୍ୟାପେଲ-ହାଡଲୀ ଦିନିକିଆ ସିରିଜ

ମେଲବୋର୍ଣ୍ଣ: ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବାରୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଚ୍ୟାପେଲ-ହାଡଲୀ ଦିନିକିଆ ସିରିଜ ଏବଂ ଗୋଟିଏ ଟି୨୦ ମ୍ୟାଚକୁ ବାତିଲ କରାଯାଇଛି । ୩୦ ଜାନୁୟାରୀରୁ ଏହି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ୮ ଫେବୃୟାରୀରେ ଦିନିକିଆ ମ୍ୟାଚ ଖେଳାଯିବ ।…

ଅକ୍ଟୋବରରେ ଶେଷ ହେବ ଗାଙ୍ଗୁଲି-ଶାହଙ୍କ କାର୍ଯ୍ୟକାଳ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହଙ୍କ କାର୍ଯ୍ୟକାଳ ସେପ୍ଟମ୍ବରରେ ଶେଷ ହେବ । ବିରାଟ କୋହଲିଙ୍କ ଅଧିନାୟକ ପଦ ଛାଡିବା ନେଇ ସୃଷ୍ଟି ହୋଇଥିବା ବିବାଦ ଏମାନଙ୍କ ଲୋକପ୍ରିୟତାକୁ କମ କରିଛି । ବିସିସିଆଇ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି…

ବିରାଟ୍ କୋହଲି କାହିଁକି ଛାଡିଥିଲେ ଟେଷ୍ଟ ଅଧିନାୟକ ପଦ ?

ଭୁବନେଶ୍ୱର: ନିକଟରେ ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ପଦ ତ୍ୟାଗ କରିଥିଲେ ବିରାଟ୍ କୋହଲି । ସେବେଠୁ ଏପରି ନିଷ୍ପତ୍ତି ପଛରେ ଥିବା କାରଣ ଖୋଜିବାରେ ଲାଗିପଡିଛନ୍ତି କ୍ରିକେଟପ୍ରେମୀ ଓ ବିଶେଷଜ୍ଞ । ଏବେ ବି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସେକ୍ରେଟାରୀ ଜୟ ଶାହ ଓ ରୋହିତ…

ଆଇପିଏଲ ୨୦୨୨: ଅହମ୍ମଦାବାଦ ଟିମ ସହିତ ଜଡିତ ହେଲେ ହାର୍ଦ୍ଦିକ, ରଶିଦ,ଶୁଭମନ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗରେ ୨୦୨୨ ସଂସ୍କରଣରୁ ୨ଟି ନୂତନ ଟିମ ଜଡିତ ହେବେ । ମଙ୍ଗଳବାର ଅହମ୍ମଦାବାଦ ଟିମ ହାର୍ଦ୍ଦିକ ପାଣ୍ଡ୍ୟା, ରଶିଦ ଖାଁ ଓ ଶୁଭମନ ଗିଲଙ୍କୁ ଦଳରେ ସାମିଲ କରିଛି । ପୂର୍ବରୁ ଆଶୀଷ ନେହେରାଙ୍କୁ ମୁଖ୍ୟ କୋଚ, ବିକ୍ରମ ସୋଲାଙ୍କିଙ୍କୁ ଟିମ ଡାଇରେକ୍ଟର ଓ ଗ୍ୟାରୀ…

୧୦୦ତମ ମ୍ୟାଚରେ ଅଧିନାୟକ ହେବା ଅଫରକୁ ମନା କଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସବୁଠାରୁ ସଫଳ ଅଧିନାୟକ ହେବା ସତ୍ୱେ ବିରାଟ କୋହଲି ନୈରାଶ୍ୟଜନକ ଓ ବିବାଦୀୟ ପରିସ୍ଥିତିରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କୋହଲିଙ୍କୁ କ୍ୟାରିୟରର ୧୦୦ତମ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇବା ପାଇଁ ପ୍ରସ୍ତାବ…

ଆଶେସ ସିରିଜ କବଜା କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଇଂଲଣ୍ଡକୁ ଅନ୍ତିମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୧୪୬ ରନରେ ପରାସ୍ତ କରିଛି । ଏଥିସହ ୪-୦ରେ ଅଷ୍ଟ୍ରେଲିଆ ଆଶେସ ସିରିଜ କବଜା କରିନେଇଛି । ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୩୦୩ ରନ ଜବାବରେ ଇଂଲଣ୍ଡ ୧୮୮ ରନ କରି ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ…

ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ପଦ ତ୍ୟାଗ କଲେ ବିରାଟ କୋହଲି

ଭୁବନେଶ୍ୱର: ବଡ ନିଷ୍ପତ୍ତି ନେଲେ ଭାରତୀୟ କ୍ରିକେଟର୍ ବିରାଟ କୋହଲି । ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ପରାଜୟ ତାଙ୍କ ଜୀବନରେ ଆଣିଛି ବିରାଟ ପରିବର୍ତ୍ତନ । ଭାରତୀୟ କ୍ରିକେଟ୍ ଟେଷ୍ଟ ଦଳର ଅଧିନାୟକ ପଦକୁ ସେ ତ୍ୟାଗ କରିଛନ୍ତି । ଏ ନଇ ଏକ ଟୁଇଟ୍ ଜରିଆରେ ସେ ଅଗଣିତ କ୍ରିକେଟ…

କୋହଲିଙ୍କ ଶୈଳୀ ଆପଣାଇଲେ ବ୍ରଡ !

ଲଣ୍ଡନ: ଆଶେସ ସିରିଜର ଅନ୍ତିମ କ୍ରିକେଟ ଟେଷ୍ଟରେ ଷ୍ଟୁଆର୍ଟ ବ୍ରଡଙ୍କୁ ନେଇ ଏ ଭଳି ଏକ ଘଟଣା ଘଟିଛି ଯାହାକି କେପଟାଉନ ଟେଷ୍ଟ ମନେ ପକାଇ ଦେଇଛି । ଏହି ଟେଷ୍ଟରେ ମୁଭିଂ ରୋଭର କ୍ୟାମେରା ନେଇ ବ୍ରଡ ଅସୁବିଧାର ସମ୍ମୁଖୀନ ହେବାରୁ ବିରକ୍ତ ହୋଇ ଷ୍ଟମ୍ପ ନିକଟରେ ଚିତ୍କାର କରି କହିଥିଲେ ରୋବୋଟକୁ…

ଅଡୁଆରେ ପଡି ପାରନ୍ତି କୋହଲି, ଅଶ୍ୱୀନ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ହାରିବା ସହ ସିରିଜ ପରାଜୟବରଣ କରିଛି । ତେବେ ମ୍ୟାଚର ତୃତୀୟ ଦିବସରେ ଡିନ ଏଲଗାରଙ୍କୁ ରବିଚନ୍ଦ୍ରନ ଅଶ୍ୱୀନଙ୍କ ବୋଲିଂରେ ଅମ୍ପାୟର ଏଲବିଡବ୍ଲ୍ୟୁ ଆଉଟ ଦେଇଥିଲେ । ଏଲଗାର ଡିଆରଏସର ସାହାଯ୍ୟ ନେଇଥିଲେ । ଏଥିରେ ତାଙ୍କୁ…