Latest Odisha News

BREAKING NEWS

Browsing Category

କ୍ରିକେଟ

ଆଇପିଏଲ ୨୦୨୨: ଅହମ୍ମଦାବାଦ ଟିମ ସହିତ ଜଡିତ ହେଲେ ହାର୍ଦ୍ଦିକ, ରଶିଦ,ଶୁଭମନ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗରେ ୨୦୨୨ ସଂସ୍କରଣରୁ ୨ଟି ନୂତନ ଟିମ ଜଡିତ ହେବେ । ମଙ୍ଗଳବାର ଅହମ୍ମଦାବାଦ ଟିମ ହାର୍ଦ୍ଦିକ ପାଣ୍ଡ୍ୟା, ରଶିଦ ଖାଁ ଓ ଶୁଭମନ ଗିଲଙ୍କୁ ଦଳରେ ସାମିଲ କରିଛି । ପୂର୍ବରୁ ଆଶୀଷ ନେହେରାଙ୍କୁ ମୁଖ୍ୟ କୋଚ, ବିକ୍ରମ ସୋଲାଙ୍କିଙ୍କୁ ଟିମ ଡାଇରେକ୍ଟର ଓ ଗ୍ୟାରୀ…

୧୦୦ତମ ମ୍ୟାଚରେ ଅଧିନାୟକ ହେବା ଅଫରକୁ ମନା କଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସବୁଠାରୁ ସଫଳ ଅଧିନାୟକ ହେବା ସତ୍ୱେ ବିରାଟ କୋହଲି ନୈରାଶ୍ୟଜନକ ଓ ବିବାଦୀୟ ପରିସ୍ଥିତିରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କୋହଲିଙ୍କୁ କ୍ୟାରିୟରର ୧୦୦ତମ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇବା ପାଇଁ ପ୍ରସ୍ତାବ…

ଆଶେସ ସିରିଜ କବଜା କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଇଂଲଣ୍ଡକୁ ଅନ୍ତିମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୧୪୬ ରନରେ ପରାସ୍ତ କରିଛି । ଏଥିସହ ୪-୦ରେ ଅଷ୍ଟ୍ରେଲିଆ ଆଶେସ ସିରିଜ କବଜା କରିନେଇଛି । ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୩୦୩ ରନ ଜବାବରେ ଇଂଲଣ୍ଡ ୧୮୮ ରନ କରି ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ…

ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ପଦ ତ୍ୟାଗ କଲେ ବିରାଟ କୋହଲି

ଭୁବନେଶ୍ୱର: ବଡ ନିଷ୍ପତ୍ତି ନେଲେ ଭାରତୀୟ କ୍ରିକେଟର୍ ବିରାଟ କୋହଲି । ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ପରାଜୟ ତାଙ୍କ ଜୀବନରେ ଆଣିଛି ବିରାଟ ପରିବର୍ତ୍ତନ । ଭାରତୀୟ କ୍ରିକେଟ୍ ଟେଷ୍ଟ ଦଳର ଅଧିନାୟକ ପଦକୁ ସେ ତ୍ୟାଗ କରିଛନ୍ତି । ଏ ନଇ ଏକ ଟୁଇଟ୍ ଜରିଆରେ ସେ ଅଗଣିତ କ୍ରିକେଟ…

କୋହଲିଙ୍କ ଶୈଳୀ ଆପଣାଇଲେ ବ୍ରଡ !

ଲଣ୍ଡନ: ଆଶେସ ସିରିଜର ଅନ୍ତିମ କ୍ରିକେଟ ଟେଷ୍ଟରେ ଷ୍ଟୁଆର୍ଟ ବ୍ରଡଙ୍କୁ ନେଇ ଏ ଭଳି ଏକ ଘଟଣା ଘଟିଛି ଯାହାକି କେପଟାଉନ ଟେଷ୍ଟ ମନେ ପକାଇ ଦେଇଛି । ଏହି ଟେଷ୍ଟରେ ମୁଭିଂ ରୋଭର କ୍ୟାମେରା ନେଇ ବ୍ରଡ ଅସୁବିଧାର ସମ୍ମୁଖୀନ ହେବାରୁ ବିରକ୍ତ ହୋଇ ଷ୍ଟମ୍ପ ନିକଟରେ ଚିତ୍କାର କରି କହିଥିଲେ ରୋବୋଟକୁ…

ଅଡୁଆରେ ପଡି ପାରନ୍ତି କୋହଲି, ଅଶ୍ୱୀନ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ହାରିବା ସହ ସିରିଜ ପରାଜୟବରଣ କରିଛି । ତେବେ ମ୍ୟାଚର ତୃତୀୟ ଦିବସରେ ଡିନ ଏଲଗାରଙ୍କୁ ରବିଚନ୍ଦ୍ରନ ଅଶ୍ୱୀନଙ୍କ ବୋଲିଂରେ ଅମ୍ପାୟର ଏଲବିଡବ୍ଲ୍ୟୁ ଆଉଟ ଦେଇଥିଲେ । ଏଲଗାର ଡିଆରଏସର ସାହାଯ୍ୟ ନେଇଥିଲେ । ଏଥିରେ ତାଙ୍କୁ…

ଧୂଳିସାତ ହେଲା ଦକ୍ଷିଣ ଆଫ୍ରିକାରେ ଟିମ ଇଣ୍ଡିଆର ସିରିଜ ଜିତିବା ସ୍ୱପ୍ନ

କେପଟାଉନ: ତୃତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଭାରତକୁ ପରାସ୍ତ କରି ୨-୧ରେ ସିରିଜ କବଜା କରିଛି । ଫଳରେ ଦକ୍ଷିଣ ଆଫ୍ରିକା ମାଟିରେ ଭାରତର ସିରିଜ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ଆବଶ୍ୟକ ୨୧୨ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୩ ଉଇକେଟ ହରାଇ ହାସଲ କରି…

କୋହଲିଙ୍କ ବ୍ୟାଟିଂକୁ ବରିଷ୍ଠ କ୍ରିକେଟରଙ୍କ ପ୍ରଶଂସା, ଶତକଠାରୁ କମ ନ ଥିଲା ୭୯ ରନର ଇନିଂସ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୨୩ ରନ କରି ଅଲଆଉଟ ହୋଇଛି । ଏହି ଇନିଂସରେ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୭୯ ରନର ଇନିଂସ ଖେଳିଥିଲେ । ତାଙ୍କର ଏହି ଇନିଂସକୁ ବରିଷ୍ଠ କ୍ରିକେଟରମାନେ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ୭୯ ରନର…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଆଇପିଏଲର ଦାମୀ ଖେଳାଳି

କେପଟାଉନ: ଆଇପିଏଲର ଦାମୀ ଖେଳାଳି ତଥା ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆଇପିଏଲର ୨୦୨୧ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଆଶ୍ଚର୍ଯ୍ୟଜନକ ଭାବେ ମୋରିସଙ୍କୁ ୧୬.୨୫ କୋଟି ଟଙ୍କାରେ କ୍ରୟ କରିଥିଲା । ସେ ଫେଜ ୧ରେ ଭଲ…

ୱାଶିଂଟନ ସୁନ୍ଦର କରୋନା ସଂକ୍ରମିତ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଖେଳି ନ ପାରନ୍ତି

କେପଟାଉନ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ କୋଭିଡ ୧୯ ରିପୋର୍ଟ ପଜିଟିଭ ଆସିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ତାଙ୍କୁ ୧୮ ଜଣିଆ ଭାରତୀୟ ଦଳରେ ସାମିଲ କରାଯାଇଥିଲା । ସେ ସଂକ୍ରମିତ ହେବା ପରେ ଦିନିକିଆ ସିରିଜ ଖେଳିବା ନେଇ ସନ୍ଦେହ…