Latest Odisha News

BREAKING NEWS

Browsing Category

କ୍ରିକେଟ

ସବୁ ଫର୍ମାଟରୁ ଅବସର ନେଲେ ମିଷ୍ଟର ୩୬୦ ଡିଗ୍ରୀ

ଡର୍ବାନ: ଦକ୍ଷିଣ ଆଫ୍ରିକା ତଥା ବିଶ୍ୱର ଲୋକପ୍ରିୟ କ୍ରିକେଟ ଖେଳାଳି ଏବି ଡିଭିଲର୍ସ ଆଜି ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୨୦୧୮ରୁ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ମିଷ୍ଟର ୩୬୦ ଡିଗ୍ରର ଭାବେ ପରିଚିତ ଏହି ବ୍ୟାଟ୍ସମ୍ୟାନ ଆଗକୁ ଆଉ ଫ୍ରାଂଚାଇଜ କ୍ରିକେଟ ବି ଖେଳିବେ…

ଆସନ୍ତୁ ଜାଣିବା ନ୍ୟୁଜିଲାଣ୍ଡର ଏହି ଅଲରାଉଣ୍ଡରଙ୍କ ନାମ କାହିଁକି ରହିଲା ରଚିନ

ମାଡ୍ରାସ:ଭାରତ ବିପକ୍ଷ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ହାରିଯାଇଛି । ତେବେ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଥିବା ରଚିନ ରବୀନ୍ଦ୍ର ଆଖି ଦୃଶିଆ ପ୍ରଦର୍ଶନ କରି ନ ଥିଲେ ତାଙ୍କ ନାମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୨୧ ବର୍ଷୀୟ ଏହି ଭାରତୀୟ ବଂଶୋଦ୍ଭବଙ୍କ ନାମ ମାଷ୍ଟର ବ୍ଲାଷ୍ଟର…

ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷିତ: ନ୍ୟୁଜିଲାଣ୍ଡ ସ୍ଥାନରେ ସ୍କଟଲାଣ୍ଡ ସାମିଲ

ନୂଆଦିଲ୍ଲୀ: ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ ପରବର୍ତୀ ସଂସ୍କରଣ ୨୦୨୨ରେ ୱେଷ୍ଟଇଣ୍ଡିଜରେ ଖେଳାଯିବ । ଗୁରୁବାର ଆଇସିସି ଏହାର କାର୍ଯ୍ୟସୂଚୀ ଘୋଷଣା କରିଛି । ଏହା ୧୪ ଜାନୁୟାରୀରୁ ୫ ଫେବୃୟାରୀ ପର୍ଯ୍ୟନ୍ତ ଆୟୋଜିତ ହେବ । ଭାରତକୁ ଗ୍ରୁପ ବିରେ ରଖାଯାଇଛି । ଏହି ଗ୍ରୁପରେ ଦକ୍ଷିଣ…

ବିଗ ବ୍ୟାଶ ଲିଗରେ ସ୍ମୃତିଙ୍କ ସ୍ମରଣୀୟ ଇନିଂସ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ମହିଳା ବିଗ ବ୍ୟାଶ ଲିଗରେ ଭାରତର ସ୍ମୃତି ମାନ୍ଧନା ପ୍ରଥମ ଭାରତୀୟ କ୍ରିକେଟର ଭାବେ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ମେଲବୋର୍ଣ୍ଣ ରେନଗେଡେସ ବିପକ୍ଷରେ ସିଡନୀ ଥଣ୍ଡର୍ସ ପକ୍ଷରୁ ଖେଳୁଥିବା ସ୍ମୃତୀ ୬୪ ବଲରେ ୧୧୪ ରନର ଇନିଂସ ଖେଳିଥିଲେ…

ଗୁପଟିଲ ଭାଙ୍ଗିବେ କୋହଲିଙ୍କ ରେକର୍ଡ !

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଟି୨୦ ସିରିଜ କ୍ରିକେଟ ଟୁର୍ଣ୍ଣାମେଂଟ । ଏହି ସିରିଜରେ ମାର୍ଟିନ ଗୁପଟିଲ ନିକଟରେ ଭାରତର ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି । କୋହଲି ୩୨୨୭ ରନ କରି ଏହି ଫର୍ମାଟରେ ଆଗରେ ରହିଛନ୍ତି । ଗୁପଟିଲ…

ଆଇସିସି ଘୋଷଣା କଲା ମେଗା ଇଂଭେଟର କାର୍ଯ୍ୟସୂଚୀ: ୨୦୨୬, ୨୦୩୧ ବିଶ୍ୱକପ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୨୦୨୬ରୁ ୨୦୩୧ ପର୍ଯ୍ୟନ୍ତ ମେଗା ଇଭେଂଟର କାର୍ଯ୍ୟସୂଚୀ ଘୋଷଣା କରିଛି । ଭାରତକୁ ୩ଟି ବଡ ଆଇସିସି ଇଭେଂଟ ଆୟୋଜନ କରିବା ଅଧିକାର ମିଳିଛି । ଏହା ମଧ୍ୟରେ ୨୦୨୬ରେ ଶ୍ରୀଲଙ୍କା ସହିତ ଭାରତ ମିଳିତ ଭାବେ ଟି୨୦ ବିଶ୍ୱକପ ଏବଂ ୨୦୩୧ରେ…

ପାକ୍‌-ବାଂଲା କ୍ରିକେଟ ସିରିଜ: ଯାଉ ଯାଉ ନାଟ ଲଗାଇଲାଣି ପାକିସ୍ତାନ

ଢ଼ାକା: ଟି୨୦ ବିଶ୍ୱକପ କ୍ରିକେଟ ପରେ ପାକିସ୍ତାନ ଟିମ ବାଂଲାଦେଶ ଗସ୍ତରେ ଯାଇଛି । ତେବେ ଏଠାରେ ସିରିଜ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଖେଳାଳିମାନେ ଜାତୀୟ ପତାକା ଲଗାଇ ଅଭ୍ୟାସ କରିବା ଯୋଗୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । କୋଚ ସାକଲେନ ମୁସ୍ତାକ ଖେଳାଳିମାନଙ୍କ ମନୋବଳ ବଢ଼ାଇବା…

୨୦୨୨ ଟି୨୦ ବିଶ୍ୱକପ କ୍ରିକେଟ: ଚୂଡାନ୍ତ ହେଲା ୭ ଭେନ୍ୟୁ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ପରବର୍ତୀ ସଂସ୍କରଣ ଅଷ୍ଟ୍ରେଲିଆରେ ଖେଳାଯିବ । ୨୦୨୨ ସଂସ୍କରଣ ପାଇଁ ଆଜି ଆଇସିସି ୭ଟି ଭେନ୍ୟୁ ଚୂଡାନ୍ତ କରିଛି । ଫାଇନାଲ ମ୍ୟାଚ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ସୁପର ୧୨ ପର୍ଯ୍ୟାୟ ପାଇଁ ଭାରତ ସମେତ ୮ଟି ଟିମ ଘୋଷଣା କରାଯାଇଛି ।…

ହାର୍ଦ୍ଦିକଙ୍କ ୫ କୋଟି ଟଙ୍କାର ଘଂଟା ଜବତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ କୋଟି ଟଙ୍କା ମୂଲ୍ୟର ୨ଟି ଘଂଟା କଷ୍ଟମ ବିଭାଗ ଜବତ କରିଛି । ଏହି ଘଂଟା ପାଇଁ ତାଙ୍କ ପାଖରେ ଇନଭଏସ ନ ଥିଲା । ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରୁ ବିଦା ହେବା ପରେ ଭାରତୀୟ ଦଳ ସ୍ୱଦେଶ ଫେରିଥିଲା । ବିଳମ୍ବିତ ରାତିରେ କଷ୍ଟମ…

ଟି୨୦ ବିଶ୍ୱକପ : ସର୍ବଶ୍ରେଷ୍ଠ ଟିମରେ ସ୍ଥାନ ପାଇଲେନି କୌଣସି ଭାରତୀୟ, ବାବର ଅଧିନାୟକ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ପ୍ରଦର୍ଶନ ବିଚାରକୁ ନେଇ ଆଇସିସି ଶ୍ରେଷ୍ଠ ଏକାଦଶ ଘୋଷଣା କରିଛି । ଏଥିରେ ଭାରତର କୌଣସି ଖେଳାଳି ସ୍ଥାନ ପାଇ ନ ଥିବା ବେଳେ ପାକିସ୍ତାନର ବାବର ଆଜମଙ୍କୁ ଅଧିନାୟକ କରାଯାଇଛି । ବାବର ୬ ମ୍ୟାଚରେ ୬୦.୬୦ ଆଭରେଜରେ ୩୦୩ ରନ କରିଥିଲେ । ଭାରତ ସୁପର ୧୨ ଆଗକୁ…