Latest Odisha News

BREAKING NEWS

Browsing Category

କ୍ରିକେଟ

ମେଂଟର ଭୂମିକା ପାଇଁ କୌଣସି ପାରିଶ୍ରମିକ ନେବେନି ଧୋନୀ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତର ମେଂଟର କରାଯାଇଛି । ତାଙ୍କ ଅଭିଜ୍ଞତା ଦଳକୁ ଫାଇଦାରେ ରଖିବ ବୋଲି ଆଶା କରି ବିିସିସିଆଇ ଏହି ଦାୟିତ୍ୱ ପ୍ରଦାନ କରିଛି । ଧୋନୀ ଏ ବାବଦକୁ କୌଣସି ପାରିଶ୍ରମିକ ନେବେ ନାହିଁ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହସ୍ପଷ୍ଟ…

ପୃଥ୍ୱୀ ଶ, ପନ୍ତଙ୍କ ଅର୍ଦ୍ଧଶତକ:ଚେନ୍ନାଇ ସମ୍ମୁଖରେ ୧୭୩ ରନର ଟାର୍ଗେଟ ରଖିଲା ଦିଲ୍ଲୀ

ଦୁବାଇ: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ୧୭୩ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି । ଏହି ମ୍ୟାଚର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ ଜିତି ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲେ ।…

ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଷ୍ଟାର୍ଲିଂ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସର୍ବାଧିକ ଚୌକା (୨୮୮) ମାରିବାରେ ଆୟର୍ଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ପଲ ଷ୍ଟାର୍ଲିଂ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ବିରାଟ କୋହଲିଙ୍କ ଏହି ରେକର୍ଡକୁ ଭଙ୍ଗ କରିଛନ୍ତି । ୟୁଏଇ ବିପକ୍ଷ ମ୍ୟାଚରେ ଷ୍ଟାର୍ଲିଂ ୪ ଚୌକା…

ଆଇପିଏଲ: ଆଜି ଚେନ୍ନାଇ-ଦିଲ୍ଲୀ ମଧ୍ୟରେ କ୍ୱାଲିଫାୟର ମୁକାବିଲା

ଦୁବାଇ: ଆଇପିଏଲ ୨୦୨୧ର ପ୍ରଥମ ପ୍ଲେ ଅଫ ମୁକାବିଲା ଆଜି ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ବିଜେତା ଟିମ ସିଧାସଳଖ ଫାଇନାଲରେ ପ୍ରବେଶ କରିବ ଏବଂ ପରାଜିତ ଟିମକୁ ଏଥି ନିମନ୍ତେ ଆଉ ଏକ ସୁଯୋଗ ମିଳିବ । ଦ୍ୱିତୀୟ କ୍ୱାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ…

ମନ ଲଢେଇରେ ଜିତିଲେ ଦୀପକ: ଷ୍ଟାଡିୟମରେ ପ୍ରେମିକା ଜୟାଙ୍କୁ ମୁଦି ପିନ୍ଧାଇଲେ

ଦୁବାଇ: ଚଳିତ ଆଇପିଏଲରେ ଗୁରୁବାର ଚେନ୍ନାଇ ସୁପର କିଙ୍ଗସକୁ ଶୋଚନୀୟ ଭାବେ ପରାଜିତ କରିଛି ପଞ୍ଜାବ । ମାତ୍ର ଏହି ମ୍ୟାଚରେ ଦଳ ହାରିଥିଲେ ମଧ୍ୟ ମନ ଲଢ଼େଇରେ ବିଜୟ ହୋଇଛନ୍ତି ଦୀପକ ଚହର । ମ୍ୟାଚ ପରେ ଦୀପକ ତାଙ୍କ ଦୀର୍ଘ ଦିନର ପ୍ରେମିକାଙ୍କୁ ଷ୍ଟାଡିୟମରେ ସମସ୍ତଙ୍କ ଉପସ୍ଥିତିରେ ମୁଦି…

ରାହୁଲଙ୍କ ମାରାତ୍ମକ ବ୍ୟାଟିଂ, ପଞ୍ଜାବର ପ୍ଲେ ଅଫ ଆଶା ଏବେ ବି ଉଜ୍ଜୀବିତ

ଦୁବାଇ: କେଏଲ ରାହୁଲଙ୍କ ବିସ୍ଫୋରକ ଅପରାଜିତ ବ୍ୟାଟିଂ ( ୪୨ ବଲରେ ୯୮ ରନ) ବଳରେ ପଞ୍ଜାବ କିଙ୍ଗସ ୬ ଉଇକେଟରେ ଚେନ୍ନାଇ ସୁପର କିଙ୍ଗସକୁ ଶୋଚନୀୟ ଭାବେ ପରାଜିତ କରିଛି । ଏହି ବିଜୟ ସହ ପଞ୍ଜାବ ଏବେ ବି ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବିତ ରଖିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ…

ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଲେ ଧୋନୀ !

ଦୁବାଇ: ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ତାଙ୍କୁ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛନ୍ତି । ଆଗାମୀ ଆଇପିଏଲରେ ଖେଳିବା ନେଇ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ମୁଁ ନିଜେ ମଧ୍ୟ ଏଥିନେଇ ନିଶ୍ଚିତ ନୁହେଁ । ପ୍ରଶଂସକମାନେ ହଳଦିଆ ଜର୍ସିରେ ମୋତେ ଦେଖିପାରିବେ…

ଏସିଆର ପ୍ରଥମ ଖେଳାଳି ଭାବେ ଟି୨୦ରେ ୪୦୦ଛକା ମାରିଲେ ହିଟମ୍ୟାନ

ମୁମ୍ବାଇ: ଏସିଆର ପ୍ରଥମ ଖେଳାଳି ଭାବେ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଟି୨୦ କ୍ରିକେଟରେ ୪୦୦ ଛକା ମାରିବା ଗୌରବ ଅର୍ଜନ କରିଛନ୍ତି । ହିଟମ୍ୟାନ ଭାବେ ପରିଚିତ ଏହି ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।…

ଆଘାତ ସମସ୍ୟା ଯୋଗୁ ଆଇପିଏଲ, ଟି୨୦ ବିଶ୍ୱକପରୁ ଓହରିଲେ ଇଂଲଣ୍ଡ ଅଲରାଉଣ୍ଡର ସାମ କୁରାନ

ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ସାମ କୁରାନ ଆଘାତ ସମସ୍ୟା ଯୋଗୁ ଆଇପିଏଲର ବାକି ତକ ମ୍ୟାଚ ଏବଂ ଟି୨୦ ବିଶ୍ୱକପ କ୍ରିକେଟରୁ ଓହରି ଯାଇଛନ୍ତି । ଆଇପିଏଲ ପ୍ଲେଅଫ ପୂର୍ବରୁ କୁରାନ ଓହରିଯିବା ଚେନ୍ନାଇ ସୁପର କିଙ୍ଗ୍‌ସକୁ ଶକ୍ତ ଧକ୍କା ହୋଇଛି । ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ…

କୋହଲି, ଗେଲଙ୍କୁ ପଛରେ ପକାଇ ଟି୨୦ରେ ନୂତନ କୀର୍ତିମାନ ସ୍ଥାପନ କଲେ ବାବର

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କୁ ପଛରେ ପକାଇ ପାକିସ୍ତାନ ଅଧିନାୟକ ବାବର ଆଜମ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଟି୨୦ କ୍ରିକେଟରେ ୭୦୦୦ ରନ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସେ…