Latest Odisha News

BREAKING NEWS

Browsing Category

ଫୂଟବଲ

ୟୁଇଏଫଏ ଟାଇଟଲ ଜିତିଲା ବେୟର୍ଣ୍ଣ ମ୍ୟୁନିକ୍‌

ମ୍ୟୁନିକ୍‌: ବିଶ୍ୱର ଲୋକପ୍ରିୟ ଫୁଟବଲ ଲିଗ୍ ୟୁଇଏଫଏ ଟାଇଟଲ ବେୟର୍ଣ୍ଣ ମ୍ୟୁନିକ୍ ହାତେଇ ନେଇଛି । ସୋମବାର ଫାଇନାଲରେ ମ୍ୟୁନିକ୍ ଦଳ ପ୍ୟାରିସ ସେଂଟ ଜର୍ମନକୁ ୧-୦ ଗୋଲରେ ହରାଇ ଟାଇଟଲ ହାସଲ କରିଛି । ଏକମାତ୍ର ବିଜୟସୂଚକ ଗୋଲ ଫ୍ରାନ୍ସର କିଙ୍ଗସଲେ କୋମାନ ୫୯ତମ ମିନିଟରେ ସ୍କୋର କରିଥିଲେ ।…

୭୫ କୋଟି ଟଙ୍କା ମୂଲ୍ୟର ବିଶ୍ୱର ଦାମୀ କାର କିଣିଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ବିଶ୍ୱର ଦାମୀ କାର ବୁଗାଟି ଲା ଭାଓଏଭର କିଣିଛନ୍ତି । ଏହାର ମୂଲ୍ୟ ୭୫ କୋଟି ଟଙ୍କା ରହିଛି ।  ଯେଉଁ କାରକୁ ରୋନାଲ୍ଡୋ କିଣିଛନ୍ତି, ତାକୁ ତିଆରି କରୁଥିବା କମ୍ପାନୀ ଏଭଳି ୧୦ଟି କାର ତିଆରି କରିଛି । ବୁଗାଟି ଲ…

କାତାର ୨୦୨୨ ଫିଫା ବିଶ୍ୱକପ୍: କାର୍ଯ୍ୟସୂଚୀ ଘୋଷିତ, ଲିଗ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦିନ ୪ ମ୍ୟାଚ

ଦୋହା : କାତାରରେ ୨୦୨୨ ଫିଫା ବିଶ୍ୱକପ୍ ନଭେମ୍ବର ୨୧ରୁ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ୫ଟି ସହରର ୩୨ଟି ଦଳକୁ ନେଇ ୮ଟି ଷ୍ଟାଡିୟମରେ ମ୍ୟାଚ୍ ଆୟୋଜିତ ହେବ । ଲିଗ୍ ପର୍ଯ୍ୟାୟରେ ପ୍ରତିଦିନ ୪ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ନଭେମ୍ବର ୨୧ରେ ଉଦ୍‌ଘାଟନୀ ମ୍ୟାଚ୍ ଅଲ୍ ଖୋରର ଅଲ…

ମେସି କ୍ୟାରିୟରର ଶେଷ ପର୍ଯ୍ୟନ୍ତ ବାର୍ସିଲୋନା ପକ୍ଷରୁ ଖେଳିବେ

ବାର୍ସିଲୋନା:ଆର୍ଜେଂଟିନାର ମହାନ ଖେଳାଳି ଲିଓନେଲ ମେସି ବାର୍ସିଲୋନା ଛାଡିବା ଖବର ଗୁଜବ ବୋଲି କ୍ଲବ ସଭାପତି ଯୋଶେଫ ମାରିଆ ବାର୍ତେମିଓ କହିଛନ୍ତି । କ୍ୟାରିୟରର ଶେଷ ପର୍ଯ୍ୟନ୍ତ ମେସି ବାର୍ସିଲୋନା ପକ୍ଷରୁ ଖେଳିବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ରବିବାର ଲା ଲିଗ ଏକ ମୁକାବିଲାରେ…

ବାର୍ସିଲୋନା ଛାଡିବେ ମେସି !

ପ୍ୟାରିସ: ଆର୍ଜେଂଟିନାର ଷ୍ଟାର ଷ୍ଟ୍ରାଇକର ଲିଓନେଲ ମେସି ସ୍ପେନିଶ ଫୁଟବଲ କ୍ଲବ ବାର୍ସିଲୋନା ଛାଡିବା ପାଇଁ ମନ ବଳାଇଛନ୍ତି । କ୍ଲବର ସ୍ପୋର୍ଟିଂ ମ୍ୟାନେଜର ଏରିକ୍ ଆବିଦିଲ ଓ ପୂର୍ବତନ କୋଚ ଏନେସ୍ତା ବେଲବେର୍ଦେଙ୍କ ସହ ତାଙ୍କର ମତଭେଦ ବଢ଼ିବାରେ ଲାଗିଛି । ଯାହା ଫଳରେ ମେସି ୨୦୨୧ ପରେ…

୩୦ ବର୍ଷ ପରେ ଲିଭରପୁଲ ଜିତିଲା ଇଂଲିଶ ଫୁଟବଲ ଲିଗ୍‌

ଲଣ୍ଡନ: ୩୦ ବର୍ଷ ପରେ ଲିଭରପୁଲ ଇଂଲିଶ ଫୁଟବଲ ଲିଗ୍ ଟାଇଟଲ ହାସଲ କରିଛି । ଲିଗ ଭିତିକ ଏହି ଟୁର୍ଣ୍ଣାମେଂଟରେ ଲିଭରପୁଲକୁ ପଏଂଟ ଆଧାରରେ ବିଜୟ ଘୋଷିତ କରାଯାଇଥିଲା । ଚେଲ୍ସି ୨-୧ରେ ମାଂଚେଷ୍ଟର ସିଟିକୁ ହରାଇବା ପରେ ଲିଭରପୁଲ ଫାଇଦାରେ ରହିଥିଲା । ୧୩୨ ବର୍ଷ ଇତିହାସରେ ଲିଭରପୁଲ ୧୯ଥର…

ଅଭିଜ୍ଞ ଷ୍ଟୁଆର୍ଟ ବ୍ୟାକ୍ସଟର ଓଡିଶା ଏଫସି ମୁଖ୍ୟ କୋଚ ନିଯୁକ୍ତ

ଭୁବନେଶ୍ୱର: ଓଡିଶା ଏଫସି ଦଳର ମୂଖ୍ୟ କୋଚ ଭାବେ ଇଂଲଣ୍ଡର ଅଭିଜ୍ଞ ଷ୍ଟୁଆର୍ଟ ବ୍ୟାକ୍ସଟରଙ୍କୁ ନିଯୁକ୍ତ କରିଛି । ୭ମ ହିରୋ ଇଣ୍ଡିଆନ ସୁପର ଲିଗ୍ ପୂର୍ବରୁ ଷ୍ଟୁଆର୍ଟଙ୍କ ସହ ଏହି କ୍ଲବ ୨ ବର୍ଷୀୟା ଚୁକ୍ତି କରିଛି । ସେ ଦକ୍ଷିଣଆଫ୍ରିକା ଓ ଫିନଲାଣ୍ଡର ଜାତୀୟ କୋଚ ଦାୟିତ୍ୱ ମଧ୍ୟ ସଫଳତାର ସହ…

ଇଟାଲିଆନ୍ କପ ଫୁଟବଲ : ଇଂଟର ମିଲାନ ସହ ମ୍ୟାଚ ଡ୍ର ରଖି ଫାଇନାଲରେ ନାପୋଲି

ନାପଲ୍ସ: ଚଳିତ ଇଟାଲିଆନ କପ ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲରେ ନାପୋଲି ଟିମ୍ ପ୍ରବେଶ କରିଛି । ବୁଧବାର ଫାଇନାଲରେ ଦଳ ଜୁଭେଟଂସକୁ ଭେଟିବ । ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ନାପୋଳି ଶକ୍ତିଶାଳୀ ଇଂଟର ମିଲାନ ବିପକ୍ଷରେ ମ୍ୟାଚ ୧-୧ରେ ଡ୍ର ରଖିବାରେ ସଫଳ ହୋଇଥିଲା । ଇଂଟରମିଲାନ…

କିଲିଆନ ଏମବାପେ ସବୁଠାରୁ ମୂଲ୍ୟବାନ ଫୁଟବଲ ଖେଳାଳି: ମେସି, ରୋନାଲ୍ଡୋଙ୍କୁ ପଛରେ ପକାଇଲେ

ପ୍ୟାରିସ: ଫ୍ରାନ୍ସ ଫୁଟବଲ କ୍ଲ ପ୍ୟାରିସ ସେଂଟ ଜର୍ମନ ପକ୍ଷରୁ ଖେଳୁଥିବା ୨୧ ବର୍ଷୀୟ କିଲିଆନ ଏମବାପେ ସବୁଠାରୁ ମୂଲ୍ୟବାନ ଖେଳାଳି ହୋଇଛନ୍ତି । ତାଙ୍କର ବ୍ରାଣ୍ଡ ଭାଲ୍ୟୁ ଏବେ ୨୪୯୦ କୋଟି ରହିଛି ଯାହା କି ଲିଓନେଲ ମେସି ଓ କ୍ରିଷ୍ଟିଆନ ରୋନାଲ୍ଡୋଙ୍କଠାରୁ ବହୁତ ଅଧିକ । ଫୁଟବଲ…

ପୂର୍ବତନ ଖେଳାଳିଙ୍କ ପୁତ୍ର ବି‌‌‌‌‌‌ୟୋଗ

ଭୁବନେଶ୍ୱର: ରାଜ୍ୟର ଜଣାଶୁଣା ଫୁଟ୍‌ବଲ୍ ପ୍ରଶାସକ ତଥା ପୂର୍ବତନ ସନ୍ତୋଷ ଟ୍ରଫି‌ ଖେଳାଳି ପ୍ରଫୁଲ୍ଲ ମିଶ୍ରଙ୍କ ପୁତ୍ର ମିଥୁନ ମିଶ୍ରଙ୍କର ଗୁରୁବାର ୨୪ ବର୍ଷ ବୟସରେ ଅକାଳ ବି‌ୟୋଗ ଘଟିଛି। ସାଧାରଣ ଜ୍ୱର  ପରେ ଶ୍ୱାସକ୍ରିୟା ପିଡ଼ିତ ସମସ୍ୟା ବଢ଼ିବାରୁ ସମ୍‌ ହସପିଟାଲ୍‌ରେ ଚିକିତ୍ସାଧୀନ…