Latest Odisha News

BREAKING NEWS

Browsing Category

ହକି

ମହିଳା ହକି ବିଶ୍ୱକପ: ଭାରତ-ଇଂଲଣ୍ଡ ମ୍ୟାଚ ଡ୍ର

ନୂଆଦିଲ୍ଲୀ: ନେଦରଲାଣ୍ଡର ଆମ୍ସଷ୍ଟେଲଭିନରେ ରବିବାର ଅନୁଷ୍ଠିତ ମହିଳା ହକି ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି । ପୁଲ ବିର ଏହି ମୁକାବିଲା ସହ ଭାରତ ତାର ଅଭିଯାନ ଆରମ୍ଭ କରିଛି । ଟୋକିଓ ଅଲିମ୍ପିକ୍ସ ପରାଜୟର ମଧୁର ପ୍ରତିଶୋଧ ନେବା ପାଇଁ ଭାରତ ନିକଟରେ ସୁଯୋଗ ଥିଲେ…

ମହିଳା ହକି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ସବିତା, ଦୀପଗ୍ରେସଙ୍କୁ ଗୁରୁ ଦାୟିତ୍ୱ, ବାଦ ପଡିଲେ ରାନୀ

ନୂଆଦିଲ୍ଲୀ: ଏଫଆଇଏଚ ମହିଳା ହକି ବିଶ୍ୱକପ ପାଇଁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଷ୍ଟାର ଗୋଲକିପର ସବିତା ପୁନିଆଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିବା ବେଳେ ଓଡିଶାର ସିନିୟର ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଉପ ଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି । ତେବେ ଆଘାତ…

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତୀୟ ହକି ଦଳରେ ସ୍ଥାନ ପାଇଲେ ଅମିତ ରୋହିଦାସ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ସୋମବାର ଭାରତୀୟ ପୁରୁଷ ହକି ଦଳର ଘୋଷଣା କରାଯାଇଛି । ମନପ୍ରୀତ ସିଂଙ୍କୁ ପୁନର୍ବାର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଓଡିଶାର ଅମିତ ରୋହିଦାସଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିଛି । ଏଫଆଇଏଚ ପ୍ରୋ ଲିଗରେ ଅମିତ ଭାରତୀୟ ଦଳର ନେତୃତ୍ୱ…

ମହିଳା ଏଫଆଇଏଚ ପ୍ରୋ ଲିଗ: ଦୀପ ଗ୍ରେସଙ୍କ ଚମତ୍କାର ପ୍ରଦର୍ଶନ, ଆର୍ଜେଂଟିନାକୁ ହରାଇଲା ଭାରତ

ରୋଟ୍ଟେରଡାମ: ମହିଳା ଏଫଆଇଏଚ ପ୍ରୋ ଲିଗରେ ଶନିବାର ଦୀପଗ୍ରେସ ଏକ୍କାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଅଲିମ୍ପିକ ରୌପ୍ୟ ପଦକ ବିଜେତା ଆର୍ଜେଂଟିନାକୁ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୩ଟି ଲେଖାଁଏ ଗୋଲ ଦେଇଥିଲେ । ଫଳାଫଳ ପାଇଁ ଶୁଟଆଉଟରେ ସହାୟତା ନିଆ ଯାଇଥିଲା । ଏଥିରେ…

କେଆଇୱାଇଜି: ଓଡିଶା ମହିଳା ହକିକୁ ରୌପ୍ୟ, ପୁରୁଷକୁ ବ୍ରୋଞ୍ଜ

ପଂଚକୁଲା: ଚଳିତ ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶା ବାଳିକା ହକି ଦଳ ରୌପ୍ୟ ପଦକ ହାସଲ କରିଥିବା ବେଳେ ବାଳକ ଟିମ ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ଫାଇନାଲରେ ବାଳିକା ଟିମ ହରିୟାଣାଠାରୁ ୧-୪ ଗୋଲରେ ପରାସ୍ତ ହୋଇଥିଲା । ସେହିପରି ବ୍ରୋଞ୍ଜ ପଦକ ପାଇଁ ଉଦ୍ଦିଷ୍ଟ…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ହକିରେ ଚଣ୍ଡୀଗଡକୁ ହରାଇଲା ଓଡିଶା

ଭୁବନେଶ୍ୱର: ହରିୟାଣାରେ ଖୋଲୋ ଇଣ୍ଡିଆ ୟୁଥ ଗେମ୍ସର ୪ର୍ଥ ସଂସ୍କରଣ ଅନୁଷ୍ଠିତ ହେଉଛି । ରବିବାର ହକିରେ ଓଡିଶା ତାର ଅଭିଯାନ ଚଣ୍ଡୀଗଡ ବିପକ୍ଷରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ କରିଛି । ପୁରୁଷ ବିଭାଗରେ ଓଡିଶା ୨-୦ରେ ଚଣ୍ଡୀଗଡକୁ ପରାସ୍ତ କରିଛି । ରୋହିତ ସିଂ ଓ ଦୀପକ ମିଞ୍ଜ ୨ଟି ଯାକ ଗୋଲ…

ଏସିଆ କପ ହକି: ଭାରତକୁ ବ୍ରୋଞ୍ଜ

ଜାକର୍ତା: ଏସିଆ କପ ହକିରେ ଏଥର ଭାରତ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ବୁଧବାର ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୧-୦ ଗୋଲରେ ଜାପାନକୁ ପରାସ୍ତ କରିଛି । ପ୍ରଥମ କ୍ୱାର୍ଟରର ୭ମ ମିନିଟରେ ଭାରତ ପକ୍ଷରୁ ଏକମାତ୍ର ଗୋଲଟି ରାଜକୁମାର ପାଲ କରିଥିଲେ । ଏହା ପରେ ଉଭୟ ଦଳ…

ଏସିଆ କପ ହକି: ଫାଇନାଲରେ ପ୍ରବେଶ କରିପାରିଲାନି ଭାରତ

ଜାକର୍ତା: ଏସିଆ କପ ହକିର ଫାଇନାଲରେ ପ୍ରବେଶ କରିବାରେ ଭାରତ ବିଫଳ ହୋଇଛି । ଆଜି ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବୀରେନ୍ଦ୍ର ଲାକ୍ରା ନେତୃତ୍ୱାଧୀନ ଭାରତ ଓ କୋରିଆ ମ୍ୟାଚ ୪-୪ ଡ୍ରରେ ସମାପ୍ତ ହୋଇଥିଲା । ଡ୍ର ସତ୍ୱେ ଗୋଲ ବ୍ୟବଧାନରେ କୋରିଆ ଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ…

ଏସିଆ କପ ହକି: ମାଲେସିଆ-ଭାରତ ମ୍ୟାଚ ଡ୍ର

ଭୁବନେଶ୍ୱର: ମାଲେସିଆରେ ଚାଲିଥିବା ଏସିଆ କପ ହକିରେ ରବିବାର ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ମାଲେସିଆ ସହ ମ୍ୟାଚ ଡ୍ର ରଖିଛନ୍ତି । ବୀରେନ୍ଦ୍ର ଲାକ୍ରା ନେତୃତ୍ୱାଧୀନ ଭାରତୀୟ ଟିମ ଆରମ୍ଭରୁ ସେ ଭଳି ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ । ଜବରଦସ୍ତ ଫର୍ମରେ ଥିବା ମାଲେସିଆର ରାଜି…

ଏସିଆ କପ ହକି: ସୁପର ୪ର ପ୍ରଥମ ମୁକାବିଲାରେ ଜାପାନକୁ ହରାଇଲା ଭାରତ

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକାର୍ତାରେ ଅନୁଷ୍ଠିତ ଏସିଆ କପ ହକିରେ ଚାମ୍ପିୟନ ଭାରତ ତାର ପୂର୍ବ ଫର୍ମକୁ ଫେରିଛି । ଶନିବାର ସୁପର୪ର ପ୍ରଥମ ମୁକାବିଲାରେ ଭାରତ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରି ୨-୧ରେ ଜାପାନକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ପୁଲ ମ୍ୟାଚର ମଧୁର ପ୍ରତିଶୋଧ…