Latest Odisha News

BREAKING NEWS

Browsing Category

ହକି

ଓମିକ୍ରନକୁ ନେଇ ଭୟ, ମହିଳା ଜୁନିୟର ହକି ବିଶ୍ୱକପ ସ୍ଥଗିତ

ଲୌସାନ୍ନେ: କରୋନା ଭାଇରସର ନୂତନ ଭ୍ୟାରିଆଂଟ ଓମିକ୍ରନକୁ ନେଇ ଭୟ ଉପୁଜିବାରେ ଲାଗିଛି । ଦକ୍ଷିଣ ଆଫ୍ରିକାରେ ଏହା ଚିହ୍ନଟ ହେବା ପରେ ସାରା ବିଶ୍ୱ ପୁଣି ଚିନ୍ତାରେ ପଡି ଯାଇଛି । ଏଠାରେ ହେବାକୁ ଥିବା ଜୁନିୟର ମହିଳା ହକି ବିଶ୍ୱକପକୁ ସ୍ଥଗିତ ରଖାଯାଇଛି । ଏହା ଡିସେମ୍ବର ୫ରୁ ଆରମ୍ଭ ହେବାକୁ…

ପୁରୁଷ ଜୁନିୟର ହକି ବିଶ୍ୱକପ: କରୋନା ମୁକ୍ତ ଇଭେଂଟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପ ଆୟୋଜନ ପାଇଁ ଭୁବନେଶ୍ୱରରେ ଓଡିଶା ସରକାର ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । କରୋନା ମହାମାରୀମୁକ୍ତ ଇଭେଂଟ ପାଇଁ ଖେଳାଳିମାନଙ୍କ କୋଭିଡ ଟେଷ୍ଟ ହାଇ ସ୍ପିଡରେ ଚାଲିଛି । ପ୍ରତ୍ୟେକ ଦିନ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଂଟରରେ ୫୦୦ରୁ ଊର୍ଦ୍ଧ୍ୱ…

ହକି ଜ୍ୱରରେ ଆକ୍ରାନ୍ତ ହେଲାଣି ଭୁବନେଶ୍ୱର, ଆଜି ପଂହଚିଲା ବେଲଜିୟମ ଟିମ

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପ ଭୁବନେଶ୍ୱରରେ ୨୪ ନଭେମ୍ବରରୁ ଆରମ୍ଭ ହେବା । ଏହା ପୂର୍ବରୁ ହକି ଜ୍ୱରରେ ଆକ୍ରାନ୍ତ ହୋଇଗଲାଣି ରାଜଧାନୀ । ଟାଇଟଲ ଦାବୀଦାର ଭାବେ ବିବେଚନା କରାଯାଉଥିବା ବେଲଜିୟମ ଟିମ ଆଜି ଭୁବନେଶ୍ୱରରେ ପଂହଚିଛନ୍ତି । ଗ୍ରୁପ ଏ’ରେ ବେଲଜିୟମ ସହ ଚିଲି, ମାଲେସିଆ ଓ…

ମହିଳା ଜୁନିୟର ହକି ବିଶ୍ୱକପ: ଭାରତୀୟ ଦଳରେ ୨ ଓଡିଆ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବାକୁ ଥିବା ଏଫଆଇଏଚ ମହିଳା ଜୁନିୟର ହକି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଲାଲରେମସିଆମି ନେତୃତ୍ୱରେ ଘୋଷିତ ଏହି ଦଳରେ ୨ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଆଜମିନା କୁଜୁର ଓ ଜୀବନ କିଶୋରୀ ଟପ୍ପୋ । ଦକ୍ଷିଣ ଆଫ୍ରିକାର…

ଜାତୀୟ ମହିଳା ହକି : କ୍ୱାର୍ଟରରେ ଓଡିଶା

ଭୁବନେଶ୍ୱର: ଉତରପ୍ରଦେଶର ଝାନସୀରେ ଚାଲିଥିବା ୧୧ ତମ ଜାତୀୟ ସିନିୟର ମହିଳା ହକି ଟୁର୍ଣ୍ଣାମେଂଟରେ ଓଡିଶା ଦଳ ପ୍ରଭାବୀ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଶନିବାର ଓଡିଶା ଏକ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ଛତିଶଗଡକୁ ୩-୦ ଗୋଲରେ ପରାସ୍ତ କରି ପରବର୍ତୀ ପର୍ଯ୍ୟାୟକୁ…

କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ୨୪ରୁ ବିଶ୍ୱ କପ୍

ଭୁବନେଶ୍ବର: କମ୍ପିବ କଳିଙ୍ଗ ଷ୍ଟାଡିଅମ୍, ୨୪ରୁ ବିଶ୍ୱ କପ୍ ଆରମ୍ଭ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ । ସମସ୍ତ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ବିଶ୍ୱକପ୍‌ର…

ଏଫଆଇଏଚ ଷ୍ଟାର ପୁରସ୍କାର ପୋଛିନେଲା ଭାରତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମ ଆନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ) ଷ୍ଟାର ପୁରସ୍କାର ଏକପ୍ରକାର ପୋଛି ନେଇଛି । ଭାରତକୁ ପ୍ଲେୟାର ଅଫ ଦି ଇୟର, ଗୋଲକିପର ଅଫ ଦି ଇୟର, ରାଇଜିଂ ଷ୍ଟାର ଅଫ ଦି ଇୟର ଓ କୋଚ ଅଫ ଦି ଇୟର ପୁରସ୍କାର…

ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରିଲା ଭାରତୀୟ ହକି ଟିମ୍‌

ନୂଆଦିଲ୍ଲୀ: ଭାରତୀୟ ହକି ଟିମ୍ ଆଜି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରି ଯାଇଛି । କରୋନା ମହାମାରୀ ଏବଂ କଡା କ୍ୱାରୋଂଟାଇନ ନିୟମ ଯୋଗୁ ଭାରତ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୟୁରୋପ ଦେଶଗୁଡିକ ମଧ୍ୟରେ ଇଂଲଣ୍ଡ କରୋନା ମହାମାରୀ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ…

ଜାତୀୟ ସିନିୟର ପୁରୁଷ ହକି: ପ୍ରଶିକ୍ଷଣ ପାଇଁ ମନୋନୀତ ୩୦ ଜଣିଆ ଦଳରେ ୬ ଓଡିଆ

ଭୁବନେଶ୍ୱର: ହକି ଇଣ୍ଡିଆ ଶନିବାର ଜାତୀୟ ସିନିୟର ପୁରୁଷ ସମ୍ଭାବ୍ୟ ଦଳ ଘୋଷଣା କରିଛି । ଏହି ୩୦ ଜଣିଆ ଦଳରେ ଓଡିଶାର ୬ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅମିତ ରୋହିଦାସ୍, ଦୀପସାନ ତିର୍କୀ, ଶିଲାନ୍ଦା ଲାକ୍ରା, ନିଲମ ସଂଜୀପ ସେସ୍, ସୁମନ ବେକ୍ ଓ ଆଶିଷ କୁମାର ଟୋପ୍ନୋ। ନିକଟରେ…

ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ଅବସର ନେଲେ ୨ଦିନରେ ୩ ସିନିୟର ହକି ଖେଳାଳି

ଭୁବନେଶ୍ୱର: ଭାରତୀୟ ହକି ଦଳର ଫରୱାର୍ଡ ଖେଳାଳି ୩୨ ବର୍ଷୀୟ ଏସଭି ସୁନୀଲ ଆଜି ହକିକୁ ଅଲବିଦା କହିଛନ୍ତି । ଦୀର୍ଘ ଦିନ ପରେ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ପରେ ଏବେ ଜଣଙ୍କ ପରେ ଜଣେ ଏଥିରୁ ଅବସର ନେବା ଆରମ୍ଭ କରିଛନ୍ତି । ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ୨…