Latest Odisha News
Browsing Category

ହକି

ହକି ବିଶ୍ୱକପ: ୱେଲ୍ସକୁ ହରାଇ ଖାତା ଖୋଲିଲା ସ୍ପେନ

ରାଉରକେଲା: ଓଡିଶାରେ ଚାଲିଥିବା ବିଶ୍ୱକପ ହକିରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ସ୍ପେନ ୫-୧ ଗୋଲରେ ୱେଲ୍ସକୁ ପରାସ୍ତ କରିଛି । ଏଥିସହ ଚଳିତ ବିଶ୍ୱକପରେ ସ୍ପେନ ବିଜୟ ଖାତା ଖୋଲିଛି । ପୂର୍ବରୁ ସ୍ପେନ ୦-୨ ଗୋଲରେ ଭାରତ ନିକଟରୁ ପରାଜିତ ହୋଇଥିଲା । ପ୍ରଥମ କ୍ୱାର୍ଟରରେ ଉଭୟ ଟିମ…

ହକି ବିଶ୍ୱକପ: ଏଥର ଟିମ ଇଣ୍ଡିଆର ଟାର୍ଗେଟ ଇଂଲଣ୍ଡ

ରାଉରକେଲା: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ଭାରତ ଏବଂ ଇଂଲଣ୍ଡ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆମ୍ନା ସାମ୍ନି ହେବେ । ଗ୍ରୁପ ଡିର ଏହି ୨ଟି ଟିମ ସେମାନଙ୍କ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଏହି ମ୍ୟାଚରେ ବିଜୟୀ ହୋଇ ଟେବୁଲ ଟପର ହେବା ପାଇଁ ଉଭୟ ଟିମ ଉଦ୍ୟମ କରିବେ । ୱେଲ୍ସକୁ…

ରଣଜୀ ଟ୍ରଫି: ୟୁପି ବିପକ୍ଷ ମ୍ୟାଚରୁ ବାଦ ପଡିଲେ ଅଂଶୁମାନ

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଉତରପ୍ରଦେଶ ବିପକ୍ଷ ମ୍ୟାଚରୁ ବାଦ ପଡିଛନ୍ତି ଓଡିଶାର ଅଂଶୁମାନ ରଥ । ଚଳିତ ମାସ ୧୭ରେ ମୀରଟରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଓଡିଶା ଗସ୍ତ କରିଛି । ୨୫ ବର୍ଷୀୟ ଅଂଶୁମାନ ହିମାଚଳ ପ୍ରଦେଶ ବିପକ୍ଷରେ ଚଳିତ ସିଜନର ପ୍ରଥମ ରଣଜୀ…

ଭାରତର ଚମକୁଥିବା ହୀରା : ଓଡିଶାର ନୀଲମ ସଞ୍ଜୀପ ଖେସ

ହକି ବିଶ୍ୱକପ ୨୦୨୩ ଆରମ୍ଭ ହୋଇଛି । ଓଡିଶାରେ ଖେଳାଯାଉଥିବା ଏହି ମେଗା ଇଭେଂଟରେ ଭାରତ ୨-୦ ଗୋଲରେ ସ୍ପେନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ୪୬ ବର୍ଷ ପରେ ଭାରତ ପୁନର୍ବାର ଚାମ୍ପିୟନ ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି । ଭାରତୀୟ ଟିମରେ ସ୍ଥାନ ପାଇଥିବା ୨ ଓଡିଆ ଅମିତ…

ହକି ବିଶ୍ୱକପ: ନେଦରଲାଣ୍ଡ, ବେଲଜିୟମ ବିଜୟୀ

ରାଉରକେଲା: ଚଳିତ ହକି ବିଶ୍ୱକପରେ ଶନିବାର ଅନୁଷ୍ଠିତ ମୁକାବିଲାରେ ନେଦରଲାଣ୍ଡ ୪-୦ ଗୋଲରେ ମାଲେସିଆକୁ ଓ ବେଲିଜୟମ ୫-୦ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛନ୍ତି । ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ପୁଲ ସି ମ୍ୟାଚରେ ନେଦରଲାଣ୍ଡ ସମ୍ପୂର୍ଣ୍ଣ ଏକତରଫା ଭାବେ ମାଲେସିଆକୁ ପରାଜିତ…

ହକି ବିଶ୍ୱକପ: ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କଲା ଭାରତ

ରାଉରକେଲା: ହକି ବିଶ୍ୱକପ ଭୁବନେଶ୍ୱର ଏବଂ ରାଉରକେଲାରେ ଆରମ୍ଭ ହୋଇଯାଇଛି । ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗ୍ରୁପ ଡିରେ ଭାରତ ତାର ପ୍ରଥମ ମୁକାବିଲାରେ ଅମିତ ରୋହିଦାସଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୨-୦ ଗୋଲରେ ସ୍ପେନକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଏଥିସହ…

ଅଷ୍ଟ୍ରେଲିଆ ୮, ଫ୍ରାନ୍ସ ୦

ଭୁବନେଶ୍ୱର: ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହକି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଟାଇଟଲ ଫେଭରାଇଟ ବିବେଚନା କରାଯାଉଥିବା ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ୩ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ଏକତରଫା ଭାବେ ଏହି…

ହକି ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ଜିତିଲା ଆର୍ଜେଂଟିନା

ଭୁବନେଶ୍ୱର: ଆର୍ଜେଂଟିନାକୁ ହକି ବିଶ୍ୱକପ ୨୦୨୩ର ପ୍ରଥମ ମୁକାବିଲା ଜିତିବା ଶ୍ରେୟ ଯାଇଛି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ଆର୍ଜେଂଟିନା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ମାଇକୋ କାସେଲ୍ଲା ମ୍ୟାଚର ୪୩ତମ ମିନିଟରେ ବିଜୟସୂଚକ ଗୋଲଟି ସ୍କୋର କରିଥିଲା ।…

୧୦୦ ବସ୍ତା ଧାନ କୁଣ୍ଡାରେ ହକି ବିଶ୍ବକପ୍‌

ସୁବର୍ଣ୍ଣପୁର : ପୁରୁଷ ହକି ବିଶ୍ୱକପ ପାଇଁ ଏବେ ସାରା ଓଡିଶାରେ ଚାଲିଛି ଉତ୍ସବର ମାହୋଲ । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଇନଡୋର ଷ୍ଟାଡିୟମ ଠାରେ ମଧ୍ୟ ଦେଖିବାକୁ ମିଳିଛି ଏହାର କ୍ରେଜ୍‌  । ଧାନ କୁଣ୍ଡାରେ ଏକ ବିଶାଳ ହକି ବିଶ୍ୱକପର ଆକୃତି କରିଛନ୍ତି ବିଶ୍ୱବିଖ୍ୟାତ…

ହକି ବିଶ୍ୱକପ: ଭାରତ ପାଇଁ ଏବେ ନୁହେଁ ତ କେବେ ରଣନୀତି

ଭୁବନେଶ୍ୱର: ହକିର ଜ୍ୱର ଏବେ ସାରା ଭାରତରେ । ଓଡିଶାରେ ବିଗୁଲ ବାଜିସାରିଛି । ମନୋରଞ୍ଜନ ପରେ ଏବେ ଭାରତ ପାଇଁ ସମ୍ମାନର ପ୍ରଶ୍ନ । ବିଶ୍ୱକପରେ ଦୀର୍ଘ ଦିନ ଧରି ପଦକ ଶୂନ୍ୟ ରହିଛି ଟିମ ଇଣ୍ଡିଆ । ୪୭ ବର୍ଷ ଧରି ଭାରତ ପଦକ ଜିତିନି । ସେଥିପାଇଁ ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପରେ…