Latest Odisha News

BREAKING NEWS

Browsing Category

ଖେଳ

ଏସୀୟ କ୍ରୀଡ଼ା: ପ୍ରଥମ ହୋଇ ଦୂତି ଚାନ୍ଦ ୨୦୦ ମିଟର ସେମିଫାଇନାଲରେ

ଜାକର୍ତ୍ତା : ଏସିଆନ ଗେମ୍ସରେ ମହିଳା ୨୦୦ ମିଟର ଦୌଡ଼ରେ ଭାରତ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତି ଚାନ୍ଦ ଆଜି ହିଟ୍ସରେ ପ୍ରଥମ ହୋଇ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଦୂତି ତାଙ୍କ ୨୦୦ ମିଟର ପ୍ରାରମ୍ଭିକ ହିଟ୍ସ ପ୍ରତିଯୋଗିତାରେ ରେକର୍ଡ଼ ୨୩.୩୭ ସେକେ…

ଏସୀୟ କ୍ରୀଡ଼ା: ଜାଭେଲିନ୍ ଥ୍ରୋ’ରେ ନୀରଜ ଜିତିଲେ ସ୍ୱର୍ଣ୍ଣପଦକ

ଜାକର୍ତ୍ତା: ଏସିଆନ ଗେମ୍ସର ଆଜି ୯ମ ଦିବସରେ ଭାରତକୁ ବେଶ୍ ସଫଳତା ମିଳିପାରିଛି । ଜାଭେଲିନ ଥ୍ରୋ’ରେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ଭାରତ ଲାଗି ୮ମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନୀରଜ ୮୮.୦୮ ମିଟର ଜାଭେଲିନ ପକାଇ ଜାତୀୟ ରେକର୍ଡ଼ ଭଙ୍ଗ କରିବା ସହିତ ପ୍ରଥମ ଭାରତୀୟ ଖେଳାଳି…

ଦୂତି ଚାନ୍ଦଙ୍କୁ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଆ ଲଳନା ଦୂତି ଚାନ୍ଦ ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ ତମ ଏସୀୟ କ୍ରୀଡାରେ ୧୦୦ମି.ଦୌଡରେ ରୌପ୍ୟ ପଦକ ଜିତି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ଦୂତୀଙ୍କ ଏହି ସଫଳତା ପାଇଁ ତାଙ୍କୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏଥିସହିତ…

ଏସୀୟ କ୍ରୀଡ଼ା: ଇତିହାସ ରଚିଲେ ସିନ୍ଧୁ, ଫାଇନାଲରେ ପହଞ୍ଚି ପଦକ ନିଶ୍ଚିତ କଲେ

ଜାକର୍ତ୍ତା: ଆଇକନ ମହିଳା ଖେଳାଳି ପି.ଭି ସିନ୍ଧୁ ଏସିଆନ ଗେମ୍ସର ବ୍ୟାଡ଼ମିଣ୍ଟନ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ସିନ୍ଧୁ ଜାପାନର ୨ନଂ ସିଡ଼େଡ଼ ଖେଳାଳି ଏସ ୟାମାଗୁଚିଙ୍କୁ ୨୧-୧୭, ୧୫-୨୧, ୨୧-୧୦ ଗେମରେ ପରାସ୍ତ କରିଛନ୍ତି । ପି.ଭି. ସିନ୍ଧୁ…

ଦୂତି ଚାନ୍ଦଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ଆଜି ଭାରତୀୟ ଲଳନା ମାନେ ଆଥଲେଟିକରେ ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି । ମହିଳା ୧୦୦ମି. ଦୌଡରେ ଦୂତି ଚାନ୍ଦ ରୌପ୍ୟ ପଦକ ହାସଲ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ତେଣୁ ଏହି ରୌପ୍ୟ ପଦକର ମହତ୍ୱ ଅଧିକ…

ଦୂତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଏସୀୟ କ୍ରୀଡ଼ାରେ ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ ୧୦୦ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ହାସଲ କରିଛନ୍ତି । ଦୂତିଙ୍କ ଏହି ସଫଳତାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଓଡ଼ିଆ ଝିଅ ଦୂତି ଚାନ୍ଦ ୧୦୦ ମିଟର ଦୌଡ଼ରେ ଜିତିଲେ ରୌପ୍ୟ ପଦକ

ଜାକର୍ତ୍ତା : ଭାରତର ଦ୍ରୁତତମ ମହିଳା ଦୂତି ଚାନ୍ଦ ଏସିଆନ ଗେମ୍ସର ସମ୍ମାନ ଜନକ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଛନ୍ତି । ଓଡ଼ିଶାର ଗର୍ବ ଓ ଗୌରବ ଦୂତି ବାହାରିନ, ଚୀନ ଓ କାଜାକସ୍ଥାନର ପ୍ରତିଦ୍ୱନ୍ଦୀମାନଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇ ମାତ୍ର କିଛି ସେକେଣ୍ଡରୁ ବଞ୍ଚିତ ହୋଇଛନ୍ତି…

୧୦୦ ମିଟର ଫାଇନାଲରେ ପହଞ୍ଚିଲେ ଦୂତି ଚାନ୍ଦ, ହିମାଙ୍କୁ ୪୦୦ ରେ ରୌପ୍ୟ ପଦକ

ଜାକର୍ତ୍ତା : ଓଡ଼ିଆ ଝିଅ ଦୂତି ଚାନ୍ଦ ଏସୀୟ କ୍ରୀଡ଼ା ମହିଳା ୧୦୦ ମିଟର ଫାଇନାଲରେ ପହଞ୍ଚିଛନ୍ତି । ଦୂତି ଆଜି ଦୌଡ଼ିଥିବା ସେମିଫାଇନାଲରେ ୧୧.୪୩ ସେକେଣ୍ଡରେ ୧୦୦ ମିଟରକୁ ଅତିକ୍ରମ କରିଛନ୍ତି । ତେବେ ଶନିବାରଦିନ ହିଟ୍ସରେ ୧୧.୩୮ ସେକେଣ୍ଡରେ ଶେଷ କରିଥିଲେ ଦୂତି । ଆଜି ରାତି ୭:୪୦…

ଏସୀୟ କ୍ରୀଡ଼ା: ଓଡ଼ିଆ ଝିଅ ଜଉନା ମୂର୍ମୁ ୪୦୦ ମିଟର ହର୍ଡ଼ଲ୍ସ ଫାଇନାଲରେ

ଜାକର୍ତ୍ତା : ଏସିଆନ ଗେମ୍ସରେ ଭାରତୀୟ ଆଥଲେଟ ଦଳକୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ସ୍ପ୍ରିଣ୍ଟର୍ ଜଉନା ମୂର୍ମୁ ଆଜି ୪୦୦ ମିଟର ହର୍ଡ଼ଲ୍ସ ହିଟ ଜିତିପାରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଜଉନା ତାଙ୍କ ପ୍ରାରମ୍ଭିକ ହିଟ୍ସ ପ୍ରତିଯୋଗିତାରେ ୫୯.୨୦ ସେକେଣ୍ଟରେ ଅତିକ୍ରମ କରି…

ଏସୀୟ କ୍ରୀଡ଼ା: ସଟପୁଟରେ ତେଜିନ୍ଦର ଜିତିଲେ ସ୍ୱର୍ଣ୍ଣପଦକ

ଜାକର୍ତ୍ତା : ଏସିଆନ ଗେମ୍ସରେ ଭାରତୀୟ ସୁଟପୁଟର୍ ତେଜିନ୍ଦର ପାଲ ସିଂହ ଭାରତ ଲାଗି ସପ୍ତମ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ତେଜିନ୍ଦର ପୁରୁଷ ସଟପୁଟରେ ୨୦.୦୫ ମିଟର ଫିଙ୍ଗି ୬ ବର୍ଷର ଏକ ଜାତୀୟ ରେକର୍ଡ଼ ମଧ୍ୟ ଭଙ୍ଗ କରିପାରିଛନ୍ତି । ଭାରତ ୭ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଏବଂ…