Latest Odisha News

BREAKING NEWS

Browsing Category

ଖେଳ

ଏସୀୟ ଦୌଡ଼କୁଦ ପ୍ରତିଯୋଗିତା: ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଜିତିଲେ ଦୂତୀ ଚାନ୍ଦ

ଦୋହା: ଓଡ଼ିିଆ ଦୌଡ଼ରାଣୀ ଦୂତୀ ଚାନ୍ଦ କାତ୍ତାର ରାଜଧାନୀ ଦୋହାଠାରେ ଚାଲିଥିବା ୨୩ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଦୂତୀ ଏହି ୨୦୦ ମିଟର ଫାଇନାଲ ଅତିକ୍ରମ କରିବାକୁ ୨୩. ୨୪ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅକ୍ତିଆର କରିପାରିଥିଲେ ।…

ଏସୀୟ ଚାମ୍ପିୟନସିପ: ଭାରୋତ୍ତଳନରେ ଓଡ଼ିଶାର ଝିଲ୍ଲୀଙ୍କୁ ରୌପ୍ୟ, ଦୂତୀଙ୍କ ନୂଆ ଜାତୀୟ ରେକର୍ଡ଼

ଦୋହା: ଚୀନର ନିଗବୋଠାରେ ଅନୁଷ୍ଠିତ ହେଉଥିବା ଏସୀୟ ଭାରୋତ୍ତଳନ ଚାମ୍ପିୟନସିପରେ ଓଡ଼ିଆ କ୍ରୀଡ଼ାବିତ ଝିଲ୍ଲୀ ବେହେରା ଭାରତ ଲାଗି ରୌପ୍ୟ ପଦକ ହାସଲ କରିଥିବା ବେଳେ ଦୋହାରେ ଚାଲିଥିବା ୨୩ତମ ଏସୀୟ ଆଥଲେଟିକ୍ସ ଚାମ୍ପିୟନସିପରେ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଦୂତୀ ଚାନ୍ଦ ନୂଆ ଜାତୀୟ…

କ୍ରିକେଟ ବିଶ୍ୱକପ: ବିସିସିଆଇ ଦ୍ୱାରା ୧୫ ଜଣିଆ ଟିମ୍ ଘୋଷିତ

ମୁମ୍ବାଇ: ଆଗାମୀ ମେ ୩୦ ତାରିଖରେ ଇଂଲଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ କ୍ରିକେଟ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ (ବିସିସିଆଇ) ସୋମବାର ଦିନ ଏକ ୧୫ ଜଣିଆ ଦଳ ଘୋଷଣା କରିଛି ।ମୁମ୍ବାଇ: ଆଗାମୀ ମେ ୩୦ ତାରିଖରେ ଇଂଲଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ କ୍ରିକେଟ…

ଏପ୍ରିଲ୍ ୧୬ରୁ ଆରମ୍ଭ ହେବ ସୋଆ ପ୍ରିମିୟର ଲିଗ୍

ଭୁବନେଶ୍ୱର : ଚଳିତବର୍ଷର ସୋଆ ପ୍ରିମିୟର୍ ଲିଗ୍ କ୍ରିକେଟ ଚାମ୍ପିଅନସିପ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଥିବା ଏଥିରେ ୮ଟି ବିଶ୍ୱବିଦ୍ୟାଳୟ ଟିମ୍ ଭାଗ ନେବେ । ସୋଆ ଷ୍ଟାଡିୟମ୍ ଠାରେ ଏହି ପ୍ରିତଯୋଗିତା ଅନୁଷ୍ଠିତ ହେବ । ଆୟୋଜକ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ସମେତ…

ସ୍ମୃତି ମାନ୍ଧନା ଓ ବିରାଟ କୋହଲୀଙ୍କୁ ‘ୱିଜଡ଼େନ କ୍ରିକେଟର୍ ଅଫ ଦ ଇୟର’ ପୁରସ୍କାର

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ କ୍ରିକେଟ ସମ୍ମାନ କହିଲେ ଇଂଲଣ୍ଡର ୱିଜଡ଼େନ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାରକୁ ବୁଝାଇଥାଏ । ଭାରତୀୟ କ୍ରିକେଟ କପ୍ତାନ ବିରାଟ କୋହଲୀ ଲଗାତର ୩ୟ ଥର ଲାଗି ‘ୱିଜଡ଼େନ କ୍ରିକେଟର୍ ଅଫ ଦ ଇୟର’ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।…

ଓଡ଼ିଶା ରୋଲର୍ ସ୍କେଟିଂ ଟିମର ‘ଗିନିଜ୍ ୱାର୍ଲ୍ଡ ରେକର୍ଡ଼’ ପ୍ରବେଶ, ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଓଡ଼ିଶା ରୋଲର୍ ସ୍କେଟିଂ ଟିମ୍ ‘ଗିନିଜ୍ ୱାର୍ଲ୍ଡ ରେକର୍ଡ଼’ରେ ପ୍ରବେଶ କରିଥିବାରୁ ରାଜ୍ୟପାଳ ଶନିବାର ଦିନ ଏହି ୧୩ ଜଣିଆ ଦଳକୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ଟିମ୍ ନଭେମ୍ବର ୧୦ ତାରିଖ ୨୦୧୮ ରେ କର୍ଣ୍ଣାଟକର ବେଲଗାଭିଠାରେ ଦୀର୍ଘ ୪୮ ଘଣ୍ଟା ରୋଲର୍ ସ୍କେଟିଂ କରି…

ଓଡ଼ିଶାରେ ମେ’ରୁ ଆରମ୍ଭ ହେବ ଧୋନୀଙ୍କ ‘କ୍ରିକେଟ୍ କ୍ଲିନିକ୍’

କଟକ : କ୍ରିକେଟ ପ୍ରେମୀ ତଥା ଏମ୍ ଏସ୍ ଧୋନୀଙ୍କ ପ୍ରଶଂସକମାନଙ୍କ ଲାଗି ଖୁସି ଖବର । ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ୍ ଏକାଡେମୀ ପକ୍ଷରୁ ଆଗାମୀ ମାସରେ ଓଡିଶାରେ ‘କ୍ରିକେଟ୍ କ୍ଳିନିକ୍’ ଖୋଲିବ । ଏହି କ୍ରିକେଟ୍ କ୍ଲିନିକ୍ ମାଧ୍ୟମରେ ଏକାଡେମୀ ନବୋଦୟ କ୍ରିକେଟ୍ ଖେଳାଳୀଙ୍କୁ ଚୟନ କରିବେ…

ସୁଲତାନ୍ ଆଜଲାନ ଶାହ କପ ହକି: ଭାରତକୁ ପରାସ୍ତ କରି କୋରିଆ ଚମ୍ପିଆନ

ଇପୋ: ମାଲେସିଆର ଇପୋଠାରେ ୬ଟି ରାଷ୍ଟ୍ରକୁ ନେଇ ଅନୁଷ୍ଠିତ ହୋଇଥିବା ସମ୍ମାନଜନକ ସୁଲତାନ ଆଜଲାନ୍ ଶାହ କପ୍ ହକି ଟୁର୍ଣ୍ଣାମେଣ୍ଟରେ କୋରିଆ ଭାରତକୁ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଭାରତ ଓ କୋରିଆ ମଧ୍ୟରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚ ୧-୧ରେ ଡ୍ର ରହିବା…

ଆଜଲାନ୍ ଶାହ କପ୍: କାନାଡ଼ାକୁ ୭-୩ ଗୋଲରେ ପରାସ୍ତ କରି ଭାରତ ଫାଇନାଲରେ

ଇପୋ: ମାଲେସିଆର ଇପୋଠାରେ ଖେଳାଯାଉଥିବା ସୁଲତାନ ଆଜଲାନ୍ ଶାହ କପ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଫାଇନାଲରେ ପ୍ରବେଶ କରିଛି । ବୁଧବାର ରାତିରେ ଅନୁଷ୍ଠିତ ହୋଇଥିବା ଏକ ମ୍ୟାଚରେ ଭାରତ ଚମତ୍କାର ଖେଳ ପ୍ରଦର୍ଶନ କରି କାନାଡ଼ାକୁ ୭-୩ ଗୋଲରେ ପରାସ୍ତ କରିପାରିଛି । ଏହାଫଳରେ ଭାରତ ଫାଇନାଲ…

ମାଲେସିଆ ବିପକ୍ଷରେ ଭାରତ ୪-୨ ଗୋଲରେ ବିଜୟୀ, ବିରେନ୍ଦ୍ର ଲାକ୍ରାଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ୍’ ପୁରସ୍କାର

ଇପୋ: ସୁଲତାନ ଆଜଲାନ ଶାହ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଆୟୋଜକ ମାଲେସିଆକୁ ୪-୨ ଗୋଲରେ ପରାସ୍ତ କରିଛି । ମାଲେସିଆର ଇପୋଠାରେ ଖେଳାଯାଇଥିବା ଏହି ମ୍ୟାଚରେ ସୁନ୍ଦର ଅଦ୍ଭୁତପୂର୍ବ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିବାରୁ ଓଡ଼ିଆ ହକି ଖେଳାଳି ବିରେନ୍ଦ୍ର ଲାକ୍ରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍…