Latest Odisha News

BREAKING NEWS

Browsing Category

ଖେଳ

କୋଲକତାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବେଳେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର: କୋଲକାତାର ସାଇ ଖେଳ ପଡ଼ିଆରେ ଶନିବାର ଦିନ ଫୁଟବଲ୍ ଖେଳୁଥିବା ବେଳେ ଓଡ଼ିଶାର ୨୩ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଯୁବକ ଜଣକ ଭୁବନେଶ୍ୱର ବାସିନ୍ଦା ତଥା କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର (ଏନଏଲୟୁଓ) ଛାତ୍ର ରିତ୍ୱିକ ଦାସ ବୋଲି ଜଣା ପଡ଼ିଛି । ସେ ଆଇଆରଏସ…

ଚତୁଃରାଷ୍ଟ୍ରୀୟ ମହିଳା ଗୋଲ୍ଡ୍ କପ: ଇରାନ ବିପକ୍ଷରେ ଭାରତ ୧-୦ ରେ ବିଜୟୀ

ଭୁବନେଶ୍ୱର: ଭାରତୀୟ ସ୍ପୋର୍ଟସ କ୍ୟାପିଟାଲ ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ କଳିଙ୍ଗ ଷ୍ଟାଡ଼ିୟମରେ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ହିରୋ ଚତୁଃରାଷ୍ଟ୍ରୀୟ ମହିଳା ଗୋଲ୍ଡ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଆଜି ଆୟୋଜଜକ ଭାରତ ଇରାନ ଦଳକୁ ୧-୦ ଗୋଲରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିପାରିଛି…

ଭାରତର ଦମଦାର୍ ବିଜୟ, ଶୃଙ୍ଖଳା ୧-୧ରେ ବରାବର୍

ଅକଲାଣ୍ଡ: ଘରୋଇ ପଡ଼ିଆରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କରି ୧-୧ରେ ଟି-୨୦ ଶୃଙ୍ଖଳାକୁ ବରାବର ସ୍ଥିତିରେ ରଖିପାରିଛି ଭାରତ । ନ୍ୟୁଜିଲାଣ୍ଡର ୧୫୮/୮ ଜବାବରେ ଭାରତ ୩ଟି ୱିକେଟ ହରାଇ ୧୬୨ ରନ କରି ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡର ୧୫୮/୮ ରନ ପିଛା କରି ଭାରତ ଉନ୍ନତ ବ୍ୟାଟିଂ…

ଜବରଦସ୍ତ ଟି-୨୦ ଟକ୍କର, ନ୍ୟୁଜିଲାଣ୍ଡକୁ ଭାରତ ୧୫୮ ରନରେ ଅଟକାଇଲା

ଅକଲାଣ୍ଡ: ଭାରତୀୟ ବୋଲର ଅକଲାଣ୍ଡଠାରେ ଅନୁଷ୍ଠିତ ହେଉଥିବା ୨ୟ ଟି-୨୦ ମ୍ୟାଚରେ କିୱି ଦଳକୁ ୧୫୮ ରନରେ ଅଟକାଇଛନ୍ତି । ଭାରତୀୟ ଦଳ ଏହି କର ବା ମର ମ୍ୟାଚରେ ଉଭୟ ବୋଲିଂ ଓ ଫିଲ୍ଡିଂ ବିଭାଗରେ ଭଲ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ଦଳକୁ ୨୦୦ ରନ କରିବାକୁ ନଦେଇ ବିଜୟ ହାସଲ କରିବାକୁ ଚେଷ୍ଟା ଜାରି…

ପ୍ରଥମ ଟି-୨୦ରେ ଭାରତ ୮୦ ରନରେ ପରାସ୍ତ

ୱେଲିଂଟନ: ଟି-୨୦ ଶୃଙ୍ଖଳାର ୧ମ ମ୍ୟାଚରେ ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ ୮୦ ରନରେ ପରାସ୍ତ ହୋଇଛି । କିୱି ଦଳର ୨୧୯ ରନର ଜବାବରେ ଭାରତ ୧୯.୨ ଓଭର ଖେଳି ମାତ୍ର ୧୩୯ ରନ କରିପାରିଛି । ଏହି ତିନିଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ୧-୦ ରେ ଅଗ୍ରଣୀ ଲାଭ କରିଛି ।…

ଭାରତ ସମ୍ମୁଖରେ ବିଜୟ ଲକ୍ଷ୍ୟ ୨୨୦

ୱେଲିଂଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ୱେଲିଂଟନଠାରେ ଆରମ୍ଭ ହୋଇଛି ୧ମ ଟି-୨୦ ମ୍ୟାଚ୍ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ ନିର୍ଦ୍ଦାରିତ ୨୦ ଓଭରରେ ୨୧୯ ରନ କରିଛି । ଏବେ ସୁଦ୍ଧା ଭାରତ ୫ ଓଭର ଖେଳ ଶେଷ ସୁଦ୍ଧା ୨ଟି ୱିକେଟ ହରାଇ କରିଛି ୫୧ ରନ । ଶିଖର ଧାୱନ ୧୮ ଟି…

ବିରାଟ ଓ ଅନୁଷ୍କା ଜଙ୍ଗଲରେ ବୁଲିଲେ, ଟ୍ୱିଟ୍ଟ୍ କରି ଫଟୋ ସେୟାର୍ କଲେ

ୱେଲିଂଟନ: ଏବେ ବେଶ୍ ଚର୍ଚ୍ଚାରେ ଥିବା ସେଲିବ୍ରିଟି ଦମ୍ପତ୍ତି ହ୍ୟାଣ୍ଡସମ୍ ଇଣ୍ଡିଆନ୍ କ୍ରିକେଟର୍ ବିରାଟ କୋହଲି ଓ ବଲିଉଡ୍ ସେନସେସନ୍ ଅନୁଷ୍କା ଶର୍ମା ନ୍ୟୁଜିଲାଣ୍ଡରେ ଥିବା ଏକ ଜଙ୍ଗଲରେ ଦିନ ତମାମ ବୁଲାବୁଲି କରିଛନ୍ତି । ଏନେଇ ଦୁଇଜଣ ବେଶ୍ ଖୁସି ଥିବା ବେଳେ ଉଭୟ ସେଲିବ୍ରିଟି ନିଜ ନିଜର…

ଆଜିଠୁ ନ୍ୟୁଜିଲାଣ୍ଡ-ଭାରତ ଟି-୨୦ ଟକ୍କର୍: ଏକାଠି ଖେଳିବେ ପାଣ୍ଡ୍ୟା ବ୍ରଦର୍ସ

ୱେଲିଂଟନ: ଭାରତୀୟ କ୍ରିିକେଟ ଦଳ କେବଳ ଟେଷ୍ଟ କି ଦିନିକିଆ ନୁହେଁ ବରଂ ଟି-୨୦ ମ୍ୟାଚରେ ମଧ୍ୟ ବିଶ୍ୱ କ୍ରିକେଟରେ ଶ୍ରେଷ୍ଠତ୍ୱ ବଜାୟ ରଖିପାରିଛି । ନିକଟରେ ଅଷ୍ଟ୍ରେଲିଆକୁ ଉଭୟ ଟେଷ୍ଟ ଏବଂ ଦିନିକିଆ ଶୃଙ୍ଖଳାରେ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡକୁ ନିଜ ମାଟିରେ ଧୁଳି ଚଟାଇ ସିରିଜ୍…

ଆରମ୍ଭ ହେଲା ‘ଏସବିଆଇ’ର ୨ୟ ସଂସ୍କରଣ ଗ୍ରୀନ ମାରାଥନ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ ନିରନ୍ତର ଜୀବିକା ପ୍ରୋତ୍ସହନ ନିମନ୍ତେ ଏହାର ବାର୍ଷିକ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ‘ଏସବିଆଇ ଗ୍ରୀନ ମାରାଥନ’ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମକୁ ଏସ୍ବିଆଇ ଭୁବନେଶ୍ୱର ମଣ୍ଡଳ ସିଜିଏମ ପ୍ରବୀଣ କାଲା ଓ ଏସ୍ବିଆଇ ଜେନରାଲ…

ନ୍ୟୁଜିଲାଣ୍ଡକୁ ୩୫ ରନରେ ପରାସ୍ତ କରି ଭାରତର ୪-୧ ରେ ସିରିଜ ବିଜୟ

ୱେଲିଂଟନ: ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରିବା ପରେ ଏବେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୪-୧ ବ୍ୟବଧାନରେ ଦିନିକିଆ ସିରିଜ ବିଜୟ ହାସଲ କରି ବିଶ୍ୱ କ୍ରିକେଟରେ ଶ୍ରେଷ୍ଠତ୍ୱ ବଜାୟ ରଖିପାରିଛି । Looks like the "JOSH" in the squad is "HIGH SIR" ?️ ? 'HOWS THE JOSH'…