Latest Odisha News

BREAKING NEWS

Browsing Category

ଖେଳ

ପଞ୍ଚମ ଦିନିକିଆ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଧାର ବ୍ୟାଟିଂ, ଭାରତର ୨୫୨ ରନ

ୱେଲିଂଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେଉଥିବା ୫ମ ତଥା ଅନ୍ତିମ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୨ ରନରେ ଅଲଆଉଟ ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ୨୨ଟି ବଲରୁ ୫ଟି ବିଶାଳ ଛକା ସହିତ ୪୫ ରନ ଭାରତ ଏକ ଲଢୁଆ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଟସ…

୨୦୦ଟି ଦିନିକିଆ ଖେଳି ଇତିହାସ ରଚିଲେ ମହିଳା କ୍ରିକେଟର ମିତାଲି ରାଜ୍

ହାମିଲଟନ: ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ମିତାଲି ରାଜ୍ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱର ପ୍ରଥମ ଖେଳାଳି ଭାବେ ୨୦୦ଟି ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ ଖେଳିବାର ଗୌରବ ହାସଲ କରିଛନ୍ତି । ପୂର୍ବରୁ ସେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଆଇସିସି ଆୱାର୍ଡ଼ ମଧ୍ୟ ହାସଲ କରିପାରିଛନ୍ତି ।…

୪ର୍ଥ ଦିନିକିଆ: ନ୍ୟୁଜିଲାଣ୍ଡ ୮ ୱିକେଟରେ ବିଜୟୀ

ହାମିଲଟନ: ହାମିଲଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ୪ର୍ଥ ଦିନିକିଆରେ ଭାରତ ଶେଷରେ କିୱି ଦଳଠାରୁ ୮ ୱିକେଟରେ ପରାସ୍ତ ହୋଇଛି । ଆଜିର ଖେଳାଯାଇଥିବା ୪ର୍ଥ ଦିନିକିଆରେ ବିରାଟ କୋହଲୀ ବିଶ୍ରାମ ନେଇଥିବା ଯୋଗୁଁ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ବହନ କରିଥିଲେ ।…

୨ ଯୁବ ଓଡିଆଙ୍କ ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ

ଭୁବନେଶ୍ୱର : ଦକ୍ଷିଣ ଆଫ୍ରିକାର ତାଞ୍ଜାନିଆରେ ଥିବା ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ଆରୋହଣ କରିବାରେ ଓଡିଶାର ୨ ଜଣ ଯୁବ ପର୍ବତାରୋହୀ ସଫଳ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଓଡିଶାର ଏହି ୨ଜଣ ପର୍ବତାରୋହୀ ହେଲେ କୋରାପୁଟ ଜିଲ୍ଲାର କୁଶ ଆର୍ଳବ ଏବଂ ବରଗଡ଼ ଜିଲ୍ଲାର ଲିପିକା ସେଠ୍ ।…

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ମାତ୍ର ୯୨ ରନରେ ଅଲଆଉଟ

ହାମିଲଟନ: ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳୁଥିବା ୪ର୍ଥ ଦିନିକିଆରେ ବ୍ୟାଟିଂ ବିପର୍ଯ୍ୟୟ ଘଟି ୩୦.୫ ଓଭରରେ ମାତ୍ର ୯୨ ରନ କରି ଅଲଆଉଟ ହୋଇଯାଇଛି । ତେବେ ଭାରତ ପୂର୍ବରୁ ୩ଟି ମ୍ୟାଚ ଜିତି ୩-୦ରେ ଶୃଙ୍ଖଳା ହାତେଇ ସାରିଛି । ନ୍ୟୁଜିଲାଣ୍ଡ ଟସରେ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ…

ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରି ଭାରତ ସିରିଜ ବିଜୟୀ

ମାଉଣ୍ଟମଂଗନୁଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୩ୟ ଦିିନିକିଆ ମ୍ୟାଚରେ ବିରାଟ ବାହିନୀ କିୱି ଦଳକୁ ୭ ୱିକେଟରେ ପରାସ୍ତ କରି ୫ ଟିକିଆ ଶୃଙ୍ଖଳା ବିଜୟ ହାସଲ କରିପାରିଛି । ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତ ଖେଳ ପ୍ରଦର୍ଶନ କରି କିୱି ଦଳକୁ…

ସାଇନା ନେହେୱାଲ ଜିତିଲେ ‘ଇଣ୍ଡୋନେସିଆନ୍ ମାଷ୍ଟର୍ସ’ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଜାକର୍ତ୍ତା: ଭାରତୀୟ ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହୱାଲ୍ ରବିବାର ଦିନ ‘ଇଣ୍ଡୋନେସିଆନ୍ ମାଷ୍ଟର୍ସ’ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟଫାଇନାଲ ଜିତି ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ଫାଇନାଲରେ ସେ ବିଶ୍ୱର ୪ ନଂ ବ୍ୟାଡ଼ମିଣ୍ଟନ ଖେଳାଳି କାରୋଲିନା ମାରିନଙ୍କୁ ପରାସ୍ତ କରିଛନ୍ତି ।…

ନ୍ୟୁଜିଲାଣ୍ଡକୁ ୯୦ ରନରେ ପରାସ୍ତ କଲା ବିରାଟ ବାହିନୀ

ମାଉଣ୍ଟ ମେଂଗନୁଇ: ଘରୋଇ ନ୍ୟୁଜିଲାଣ୍ଡ ଦଳ ଭାରତଠୁଁ ୯୦ରେ ପରାସ୍ତ ହୋଇଛି । ଲଗାତର ୨ୟ ବିଜୟ ହାସଲ କରି ଭାରତ ଏହି ୫ ଟିକିଆ ଦିନିକିଆ ବିଶିଷ୍ଟ ଶୃଙ୍ଖଳାରେ ୨-୦ ବ୍ୟବଧାନରେ ଅଗ୍ରଣୀ ଲାଭ କରିପାରିଛି । ଭାରତୀୟ ସ୍କୋର ୩୨୪/୪ ରନର ପିଛା କରି କିୱି ଦଳ ୪୦.୨ ଓଭରରେ ୨୩୪ ରନ ସ୍କୋର କରି…

ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ ସହ ଭାରତର ବିଶାଳ ସ୍କୋର: ୩୨୪/୪

ମାଉଣ୍ଟ ମେଂଗନୁଇ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୪ଟି ୱିକେଟ ବିନିମୟରେ ବିଶାଳ ୩୨୪ ରନ ସ୍କୋର କରିଛି । ଭାରତୀୟ ଅଧିନାୟକ ବିରାଟ କୋହଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଶକ୍ତିଶାଳୀ ବ୍ୟାଟିଂ ଲାଇନଅପର ସୁଯୋଗ ନେଇ ଦୁଇ…

ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କଲା ଭାରତ

ନାପିଏର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ଟି ଟିକିଆ ଦିନିକିଆ ଶୃଙ୍ଖଳାରେ ବୁଧବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ବିରାଟ ବାହିନୀ ଘରୋଇ ଦଳକୁ ୮ ୱିକେଟରେ ପରାସ୍ତ କରିଛି । ନିର୍ଦ୍ଧାରିତ ୫୦ ଓଭର ମ୍ୟାଚରେ କିୱି ଦଳର ୧୫୭ ରନର ଲକ୍ଷ୍ୟକୁ ଖରାପ ପାଗ ବାଧାପ୍ରାପ୍ତ ଯୋଗୁଁ ଭାରତ ସାମ୍ନାରେ ୧୫୬…