Latest Odisha News

BREAKING NEWS

Browsing Category

ଖେଳ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଉସମାନ ଖୱାଜା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଉସମାନ ଖୱାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଖୱାଜା ସିଡନି କ୍ରିକେଟ୍ ଗ୍ରାଉଣ୍ଡରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ୩୯ ବର୍ଷୀୟ ଖୱାଜା ପାକିସ୍ତାନରେ…

Malaysia Open: ମାଲେସିଆ ଓପନ୍: ସେମିଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ମାଲେସିଆ ଓପନ୍-୨୦୨୬ରେ ପିଭି ସିନ୍ଧୁଙ୍କୁ ତାଙ୍କର କ୍ୱାର୍ଟରଫାଇନାଲ୍ ମ୍ୟାଚ୍ ଜିତିବା ପାଇଁ କୋର୍ଟରେ ମାତ୍ର ୧୧ ମିନିଟ୍ ଆବଶ୍ୟକ ଥିଲା। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତୃତୀୟ ମାନ୍ୟତା ଆକାନେ ୟାମାଗୁଚି ଆଘାତ ସହିତ ଅବସର ନେବା ପରେ ସେ ପ୍ରଥମ ଖେଳ ୨୧-୧୧ରେ ଜିତିଛନ୍ତି। ତିନି…

ଲିଷ୍ଟ ଏ କ୍ରିକେଟରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ରିତୁରାଜ

ନୂଆଦିଲ୍ଲୀ: ରିତୁରାଜ ଗାଏକ୍ୱାଡ ଲିଷ୍ଟ ଏ କ୍ରିକେଟରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ବିଜୟ ହଜାରେ ଟ୍ରଫିରେ ସେ ଗୋଆ ବିପକ୍ଷରେ ୧୩୪ ରନର ଇନିଂସ ଖେଳିଥିଲେ । ଲିଷ୍ଟ ଏ କ୍ରିକେଟରେ ଏହା ତାଙ୍କର ୨୦ତମ ଶତକ । ଲିଷ୍ଟ ଏ କ୍ରିକେଟରେ ୫୦ ଇନିଂସରୁ ଅଧିକ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ସେ…

କ୍ଷମା ମାଗିଲେ ଇଂଲଣ୍ଡ ଦଳର ଅଧିନାୟକ ହ୍ୟାରୀ ବ୍ରୁକ

ନୂଆଦିଲ୍ଲୀ: ଆଶେସ ସିରିଜରେ ଇଂଲଣ୍ଡର ପ୍ରଦର୍ଶନ ପ୍ରଶଂସକଙ୍କୁ ନିରାଶ କରିଛି । ଇଂଲଣ୍ଡ ୪-୧ରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଆଶେସ ସିରିଜ ଶେଷ ହେବା ପରେ ହଠାତ ଇଂଲଣ୍ଡ ଧଳା ବଲ କ୍ରିକେଟର ଅଧିନାୟକ ହ୍ୟାରୀ ବ୍ରୁକ କ୍ଷମା ମାଗିଛନ୍ତି । ଅବଶ୍ୟ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ…

ବିଜୟ ହଜାରେ ଟ୍ରଫି: କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । ଚମତ୍କାର ପ୍ରଦର୍ଶନ ସହ ଦିଲ୍ଲୀ, ସୌରାଷ୍ଟ୍ର, ପଞ୍ଜାବ, ମୁମ୍ବାଇ, ୟୁପି, ବିଦର୍ଭ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏହି ଟୁର୍ଣ୍ଣାମେଂଟରେ ୩୨ଟି ଟିମ ଅଂଶଗ୍ରହଣ…

ତିଳକ ବର୍ମାଙ୍କ ଟି୨୦ ବିଶ୍ୱକପ ଖେଳିବା ନେଇ ସନ୍ଦେହ, କିଏ ହେବେ ବଦଳ ଖେଳାଳି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ । ଟିମ ଇଣ୍ଡିଆର ପ୍ରସ୍ତୁତି ଠିକ ବାଟେ ଚାଲିଥିବା ବେଳେ ଦଳର ମ୍ୟାଚ ବିଜେତା ଖେଳାଳି ତିଳକ ବର୍ମା ହଠାତ ଅସୁସ୍ଥ ହୋଇ ପଡିଥିଲେ । ବିଜୟ ହଜାରେ ଟ୍ରଫି ଖେଳିବା ଅବସରରେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ପରେ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ

ସିଡନୀ: ଆଶେସ ସିରିଜରେ ଅଷ୍ଟ୍ରେଲିଆ ଜବରଦସ୍ତ ପ୍ରଦର୍ଶନ କରି ଇଂଲଣ୍ଡକୁ୪-୧ ହରାଇ ଦେଇଛି । ଏଥିସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଅଷ୍ଟ୍ରେଲିଆ ତାର ସ୍ଥିତି ମଜଭୁତ କରିଥିବା ବେଳେ ଭାରତ ଓ ଇଂଲଣ୍ଡ ଖରାପ ସ୍ଥିତିରେ ରହିଛନ୍ତି । ଅଷ୍ଟ୍ରେଲିଆ ୮ ମ୍ୟାଚରୁ ୭ରେ ବିଜୟ ହାସଲ କରିଛି । ୮୭.୫୦…

ଆଶେସ ସିରିଜ: ଇଂଲଣ୍ଡକୁ ୪-୧ରେ ହରାଇଲା ଅଷ୍ଟ୍ରେଲିଆ

ସିଡନୀ:ଏଠାରେ ଅନୁଷ୍ଠିତ ୫ମ ଟେଷ୍ଟରେ ଅଷ୍ଟ୍ରେଲିଆ ୫ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ୪-୧ରେ ଆଶେସ ସିରିଜ ହାତେଇଛି । ଇଂଲଣ୍ଡ ଅନ୍ତିମ ଦିବସରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଯାହାକୁ ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ହାସଲ କରି ନେଇଥିଲା । ମେଲବୋର୍ଣ୍ଣରେ କେବଳ ଇଂଲଣ୍ଡ…

ଏହି ଦିନ ବିବାହ କରିବେ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏବଂ ସାନିଆ ଚନ୍ଦୋକଙ୍କ ବିବାହ ତାରିଖ ସ୍ଥିର ହୋଇଛି । ଚଳିତ ବର୍ଷ ମାର୍ଚ୍ଚରେ ସେମାନଙ୍କ ବିବାହ ସ୍ଥିର ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ଏ ନେଇ ସଚିନଙ୍କ ପରିବାର ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ଗତ…

ଶ୍ରେୟାଶ ଫିଟ, ଖେଳିବେ ପ୍ରଥମ ଦିନିକିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଉପ ଅଧିନାୟକ ଶ୍ରେୟାଶ ଆୟାର ନ୍ୟୁଜିଲାଣ୍ଡ ବିପକ୍ଷ ଦିିନିକିଆ ସିରିଜ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇଛନ୍ତି । ବୁଧବାର ବିସିସିଆଇର ସେଂଟର ଅଫ ଏକ୍ସିଲେନ୍ସିରୁ ତାଙ୍କୁ ପଜିଟିଭ ରିପୋର୍ଟ ସହ ଛୁଟି ଦିଆଯାଇଛି । ସିଓଇର ମୂଖ୍ୟ ଭିଭିଏସ ଲକ୍ଷ୍ମଣ ଚୟନ…