Latest Odisha News

BREAKING NEWS

Browsing Category

ଖେଳ

ଏହି ମହାନ ବ୍ୟାଟ୍ସମ୍ୟାନ କହିଲେ, ଆରସିବି ଫାଇନାଲକୁ ଗଲେ ମୁଁ ଆସିବି

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଭଲ ପ୍ରଦର୍ଶନ କରି ପ୍ଲେ ଅଫ ପ୍ରବେଶ ଆଶା ମଜଭୁତ କରିଛି । ଦଳ ନିକଟରେ ପ୍ରଥମ ଥର ପାଇଁ ଟ୍ରଫି ଜିତିବା ସୁଯୋଗ ମଧ୍ୟ ଉପନୀତ ହୋଇଛି । ଆରସିବିର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି ଏବି ଡିଭିଲର୍ସ…

ରୋହିତଙ୍କ ଷ୍ଟାଣ୍ଡକୁ ଛକା ମାରିବେ ଯଶସ୍ୱୀ

ମୁମ୍ବାଇ: ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା ଭାରତର ଷ୍ଟାର ଖେଳାଳି ରୋହିତ ଶର୍ମାଙ୍କ ନାମରେ ୱାଙ୍ଖେଡ ଷ୍ଟାଡିୟମରେ ଏକ ଷ୍ଟାଣ୍ଡ ନାମିତ କରାଯାଇଛି । ଏହି ଷ୍ଟାଣ୍ଡକୁ ତାଙ୍କ ବାପା ମାଆଙ୍କ ହାତରେ ଉନ୍ମୋଚନ କରାଯାଇଛି । ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଓପନ ଯଶସ୍ୱୀ ଜୈସୱାଲ…

ଇତିହାସ ରଚିଲେ ନୀରଜ ଚୋପ୍ରା, ଦୋହା ଡାଇମଣ୍ଡ ଲିଗ୍‌ରେ ଜାଭେଲିନ ଫିଙ୍ଗି କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ: ଇତିହାସ ରଚିଲେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା। ଦୋହା ଡାଇମଣ୍ଡ ଲିଗ୍‌ରେ ଜାଭେଲିନ ଫିଙ୍ଗି କଲେ ନୂଆ ରେକର୍ଡ। ନୀରଜ ଚୋପ୍ରା ତୃତୀୟ ପ୍ରୟାସରେ ୯୦.୨୩ ମିଟର ଦୂରକୁ ଜାଭେଲିନ ଫିଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଲିଗ୍‌ର ଜାଭେଲିନ୍ ଇଭେଣ୍ଟରେ ନୀରଜ ନିଜର ତୃତୀୟ…

ଅଭିମନ୍ୟୁଙ୍କ ନେତୃତ୍ୱରେ ଇଂଲଣ୍ଡ ଗସ୍ତ ପାଇଁ ଭାରତ ଏ ଦଳ ଘୋଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଭାରତ ଏ ଦଳ କ୍ୟାଟେଂରୀବରି ଓ ନର୍ଥଥାମ୍ପଟନ ବିପକ୍ଷରେ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବ । ଏଥିପାଇଁ ଅଭିମନ୍ୟୁ ଈଶ୍ୱରନଙ୍କ ନେତୃତ୍ୱରେ ଭାରତ ଏ ଦଳର ଘୋଷଣା କରାଯାଇଛି । ଦୀର୍ଘ ସମୟ ଧରି ଦଳକୁ ଫେରିବା ପାଇଁ ଅପେକ୍ଷା…

ଏହି ଅଧିନାୟକଙ୍କ ରାଗିଲେ ସମସ୍ତେ ହୋଇ ଯାଉଥିଲେ ଚୁପ

ନୂଆଦିଲ୍ଲୀ: ବିଶ୍ୱରେ ଏପରି କେତେକ କ୍ରିକେଟର ଅଛନ୍ତି ଯାହାଙ୍କ ନାମ ସର୍ବଦା ସମ୍ମାନର ସହିତ ନିଆ ଯାଇଥାଏ । ସେମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ ସାମିଲ । କ୍ରିକେଟରୁ ଅବସର ନେଇ ସାରିଥିଲେ ମଧ୍ୟ ଏବେ ବି ପ୍ରଶଂସକମାନେ ତାଙ୍କୁ ମନେ ପକାଇଛନ୍ତି ।…

ଭାରତର ଏହି ମହାନ ଖେଳାଳିଙ୍କୁ ମିଳିଲାନି ବିଦାୟୀ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ନିକଟରେ ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ରୋହିତ ଓ କୋହଲିଙ୍କ ସମେତ ଭାରତର ଆଉ କେତେଜଣ ମହାନ ବ୍ୟାଟ୍ସମ୍ୟାନଙ୍କୁ ପଡିଆରେ ଉପଯୁକ୍ତ ବିଦାୟୀ କାଳୀନ ସମ୍ବର୍ଦ୍ଧନା ମିଳି ନାହିଁ । ଅନୀଲ…

ରୋହିତ କହିଲେ କଣ ପାଇଁ ଖେଳି ନ ଥିଲେ ସିଡନୀ ଟେଷ୍ଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ସିଡନୀ ଟେଷ୍ଟ କାହିଁକି ଖେଳି ନ ଥିଲେ ତାହା ପ୍ରକାଶ କରିଛନ୍ତି । ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କୁ ସେ ଆଇପିଏଲରେ ଖେଳିବା ଅବସରରେ ପ୍ରକୃତ କାରଣ କହିଥିଲେ । ସୂଚନାଯୋଗ୍ୟ, ଏହି ସିରିଜ ପରେ ରୋହିତ…

ଇତିହାସ ରଚିବାଠାରୁ ଗୋଟିଏ ପାଦ ଦୂରରେ ଯଶସ୍ୱୀ

ନୂଆଦିଲ୍ଲୀ: ଜୁନ ୨୦ରୁ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ହାଇ ପ୍ରୋଫାଇଲ ଟେଷ୍ଟ ସିରିଜ ଖେଳାଯିବ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ଘୋଷଣା ପରେ ଏହି ସିରିଜ ଉପରେ କ୍ରିକେଟପ୍ରେମୀ ଓ ସମୀକ୍ଷକଙ୍କ ନଜର ରହିବ । ଭାରତର ବିସ୍ଫୋଟକ ଓପନର ଯଶସ୍ୱୀ ଜୈସୱାଲ ଏହି ସିରିଜରେ ଇତିହାସ…

ନୀରଜ କହିଲେ ନଦୀମଙ୍କ ସହ ମୋର ନ ଥିଲା ବନ୍ଧୁତା

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ତାଙ୍କ ପାକିସ୍ତାନ ବନ୍ଧୁ ଅର୍ଶାଦ ନଦୀମଙ୍କ ସହ କିପରି ସମ୍ପର୍କ ରହିଛି ତାର ଖୁଲାସା କରିଛନ୍ତି । ବର୍ତମାନ ଭାରତ ଓ ପାକିସ୍ତାନ ବିବାଦ ଯୋଗୁ ସ୍ଥିତି ପୂର୍ବଭଳି ରହି ନାହିଁ । ନୀରଜ କହିଛନ୍ତି ନଦୀମଙ୍କ ସହ ମୋର ବନ୍ଧୁତା ଏତେ…

ଡବ୍ଲ୍ୟୁଟିସି ଫାଇନାଲ: ବିଜେତା ଦଳକୁ ମିଳିବ ୩୧ କୋଟି

ଲଣ୍ଡନ: ଜୁନ ୧୧ରୁ ଲର୍ଡସରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏଥିପାଇଁ ଆଇସିସି ଚେୟାରମ୍ୟାନ ଜୟ ଶାହ ପୁରସ୍କାର ରାଶିର ଘୋଷଣା କରିଛି । ବିଜେତା ଟିମକୁ ୩୧ କୋଟି ଟଙ୍କା ମିଳିବ । ସେହିପରି ଉପ ବିଜେତାଙ୍କୁ ୧୮ କୋଟି ଟଙ୍କା…