Latest Odisha News

BREAKING NEWS

Browsing Category

ଖେଳ

ଗୋଲଡେନ୍ ବଏ ନୀରଜଙ୍କୁ ମିଳିଲା ଟେରିଟୋରିଆଲ୍ ଆର୍ମିରେ ଏହି ଦାୟିତ୍ୱ…

ନୂଆଦିଲ୍ଲୀ:ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଭାରତୀୟ ସେନା ପକ୍ଷରୁ ଏକ ବଡ଼ ସମ୍ମାନ ପାଇଛନ୍ତି। ତାଙ୍କୁ ଟେରିଟୋରିଆଲ୍ ଆର୍ମିରେ 'ଟଲେଫ୍ଟନାଣ୍ଟ କର୍ଣ୍ଣେଲ'ର ସମ୍ମାନଜନକ ଉପାଧି ଦିଆଯାଇଛି। ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ନୀରଜଙ୍କ ନିଯୁକ୍ତି ୧୬ ଏପ୍ରିଲ ୨୦୨୫ ରୁ…

ରାଜ୍ୟ ୭ବର୍ଷରୁ କମ୍ ଚେସ ପ୍ରତିଯୋଗିତା: ମେ୧୭ରୁ ଆରମ୍ଭ

ଭୁବନେଶ୍ୱର: ଚଳିତ ମାସ ମେ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ୭ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତା ଆୟୋଜିତ ହେବ । ମାଷ୍ଟର ଚେସ ଫାଉଣ୍ଡେସନ ଓ ଅଲ ଓଡ଼ିଶା ଚେସ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଏହା କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୭ ବର୍ଷ ରୁ କମ୍…

ଟେଷ୍ଟରୁ ଅବସର ନେବା ସତ୍ୱେ ରୋହିତ, କୋହଲିଙ୍କ କଂଟ୍ରାକ୍ଟ ବଜାୟ ରହିବ

ନୂଆଦିଲ୍ଲୀ: ଭାରତର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅବସର ନେବା ପରେ ସେମାନଙ୍କ ସେଂଟ୍ରାଲ କଂଟ୍ରାକ୍ଟ ବଳବତର ରହିବ କି ନାହିଁ ସେ ନେଇ ସଂଶୟ ରହିଥିଲା । ତେବେ ବିସିସିଆଇ ସ୍ପଷ୍ଟ କରିଛି ଯେ, ଏହି ଦୁଇ ସିନିୟର ଖେଳାଳି…

ଆଇପିଏଲରେ ଲାଗୁ ହେଲା ଟେମ୍ପରାରୀ ରିପ୍ଲେସମେଂଟ ନିୟମ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଅନ୍ତିମ ଚରଣ ପାଇଁ ଆୟୋଜକ ଟେମ୍ପରାରୀ ରିପ୍ଲେସମେଂଟ ନିୟମ ଲାଗୁ କରିଛି । ଫ୍ରାଂଚାଇଜ ଏବେ ଅସ୍ଥାୟୀ ଭାବେ ଖେଳାଳି ସାଇନ କରିପାରିବେ । ମେ ୧୭ରୁ ଆଇପିଏଲ ପୂନର୍ବାର ଆରମ୍ଭ ହେବ । ଭାରତ-ପାକିସ୍ତାନ ମଧ୍ୟରେ ଉପୁଜିଥିବା ଉତେଜନା କାରଣରୁ ଏହାକୁ ସାମୟିକ ଭାବେ…

ଆଇସିସି ର‌୍ୟାଙ୍କିଙ୍ଗରେ ଇତିହାସ ରଚିଲେ ଜାଡେଜା

ନୂଆଦିଲ୍ଲୀ: ଆଇସିସି ର‌୍ୟାଙ୍କିଙ୍ଗରେ ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇତିହାସ ରଚିଛନ୍ତି । ସେ କ୍ରମାଗତ ସର୍ବାଧିକ ଦିନ ଅଲରାଉଣ୍ଡର ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ରହି ଆସିଛନ୍ତି । ଜାଡେଜା ଟେଷ୍ଟ କ୍ରିକେଟରେ ୧୧୫୧ ଦିନ ଓ ୩୮ ମାସ ଶୀର୍ଷରେ ରହିଛନ୍ତି । ଗତ ବର୍ଷ ସେ…

ଏବେ କିଏ ଭାଙ୍ଗିବେ ସଚିନଙ୍କ ୧୦୦ ଶତକ ରେକର୍ଡ

ନୂଆଦିଲ୍ଲୀ: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଶତକ ରେକର୍ଡ ଅତୁଟ ରହିପାରେ । କୋହଲି ୮୨ ଶତକ ସହ ତାଙ୍କ ପାଖାପାଖି ହୋଇଛନ୍ତି । ୨୦୧୨ରେ ଏକ କାର୍ଯ୍ୟକ୍ରମ ଅବସରରେ ସଚିନ କହିଥିଲେ ତାଙ୍କ ରେକର୍ଡ ରୋହିତ ଶର୍ମା କିମ୍ବା…

କୋହଲିଙ୍କ ପରେ ଶେଷ ହୋଇଗଲା କି ଟିମ ଇଣ୍ଡିଆର ଷ୍ଟାର କଲଚର ଯୁଗ

ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଟିମର କୋଚ ହେବା ପରେ କିଛି ବଡ ଧରଣର ପରିବର୍ତନ ହେବ ବୋଲି ଆଶା କରାଯାଉଥିଲା । ଗମ୍ଭୀର ବ୍ୟକ୍ତିଗତ ଭାବେ ଷ୍ଟାର କଲଚରକୁ ପସନ୍ଦ କରୁ ନ ଥିଲେ । ଭାରତୀୟ କ୍ରିକେଟରେ ସର୍ବଦା କୋଚଙ୍କ ଉପରେ ଖେଳାଳିଙ୍କ ପ୍ରାଧାନ୍ୟ ରହିଥାଏ । ରୋହିତ ଶର୍ମା ଓ ବିରାଟ କୋହଲି…

କୋହଲିଙ୍କ ମନରେ ରହିବ ଏହି ୫ କଥା

ନୂଆଦିଲ୍ଲୀ: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଭାରତୀୟ କ୍ରିକେଟପ୍ରେମୀ ନିରାଶ ହୋଇ ପଡିଛନ୍ତି । କୋହଲି ଅବସର ନେବା ପରେ ତାଙ୍କ ମନରେ ଏହି ୫ଟି କଥା ରହିଯିବ । ୧୦ ହଜାର ରନ: କୋହଲି ଆଉ ୭୭୦ ରନ ସଂଗ୍ରହ କରିଥିଲେ ଟେଷ୍ଟ କ୍ରିକେଟରେ ୧୦୦୦୦ ରନ ପୂର୍ଣ୍ଣ…

ଟେଷ୍ଟରୁ ବିଦାୟ ନେବା ପରେ ବୃନ୍ଦାବନ ଗଲେ ବିରାଟ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ତଥା ଷ୍ଟାର କ୍ରିକେଟର ବିରାଟ କୋହଲି ସୋମବାର ଟେଷ୍ଟ ଫର୍ମାଟରୁ ଅବସର ନେଇଛନ୍ତି  । ଆଉ ଅବସର ନେବାର ଠିକ୍ ପରେ ଅର୍ଥାତ୍ ଆଜି, ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସେ ବୃନ୍ଦାବନ ଧାମ ଯାତ୍ରା କରି । ସେଠି ​ସେମାନଙ୍କର ଆଧ୍ୟାତ୍ମିକ…

କୋହଲିଙ୍କୁ ବହୁତ ଥର ଭେଟିଛନ୍ତି କହିଲେ ପୁଅରୁ ଝିଅ ହୋଇଥିବା ଅନାୟା ବାଙ୍ଗର

ନୂଆଦିଲ୍ଲୀ: ବିରାଟ କୋହଲି ଟେଷ୍ଟରୁ ଅବସର ନେବା ବିଶ୍ୱ କ୍ରିକେଟକୁ ଚକିତ କରି ଦେଇଛି । କୋହଲିଙ୍କ ସହ ସମ୍ପର୍କକୁ ନେଇ ଅନେକ ଖେଳାଳି ସ୍ମତିଚାରଣ କରୁଛନ୍ତି । ଏହା ମଧ୍ୟରେ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା କହିଛନ୍ତି, ସେ ଅନେକ ଥର କୋହଲିଙ୍କୁ ଭେଟିଛନ୍ତି । ବାଙ୍ଗରଙ୍ଗ ସହ କୋହଲି…