Latest Odisha News

BREAKING NEWS

Browsing Category

ଖେଳ

ଛୋଟ ବୟସରେ ବଡ଼ ଧମାକା, ଶତକ ମାରି ସାରା ଦୁନିଆରେ ଚହଳ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ଭୁବନେଶ୍ୱର: ବୈଭବ ସୂର୍ଯ୍ୟବଂଶୀ... ଏହି ନାକୁ ଏବେ ବୋଧହୁଏ ଦୁନିଆ ଭୁଲି ପାରିବ ନାହିଁ। ମାତ୍ର ୧୪ ବର୍ଷ ବୟସରେ ଏହି ବାଳକ ଆଇପିଏଲ ୨୦୨୫ରେ ଏପରି କାରନାମା କରିଛନ୍ତି ଯାହା ଉପରେ ବିଶ୍ୱାସ କରିବା କଷ୍ଟକର। ଗୁଜରାଟ ଟାଇଟନ୍ସ ବିପକ୍ଷରେ ବୈଭବ ମାତ୍ର ୩୫ ବଲରେ ଶତକ ହାସଲ କରି ଇତିହାସ…

ଆଫ୍ରିଦୀଙ୍କୁ ଧାୱନ କହିଲେ ଆଉ କେତେ ତଳକୁ ଖସିବ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଶେଷ ସୀମାରେ ପଂହଚି ଯାଇଛି । ପାକିସ୍ତାନୀ କ୍ରିକେଟର ଶାହୀଦ ଆଫ୍ରିଦୀ ଏ ନେଇ ଅଯଥା ବୟାନ ଦେବାରେ ଲାଗିଛନ୍ତି । ଯାହାକୁ ନେଇ ଭାରତର ଶିଖର ଧାୱନ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସେ…

ଆହୁରି ବୃଦ୍ଧି ପାଇବ ଆଇପିଏଲ ମ୍ୟାଚ ସଂଖ୍ୟା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର କଳେବର ଆହୁରି ବୃଦ୍ଧି ପାଇବ । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ୨୦୨୮ରୁ ଆଇପିଏଲରେ ଓଭରାଲ ୯୪ ମ୍ୟାଚ ଖେଳାଯିବ । ଆଇପିଏଲ ଚେୟାରମ୍ୟାନ ଅରୁଣ ଧୂମାଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ବିସିସିଆଇର ଆଗାମୀ ମିଡିଆ ରାଇଟ୍ସ ଚକ୍ର ୨୦୨୮ରୁ ଆରମ୍ଭ…

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଟିମ ଇଣ୍ଡିଆର ଏହି ୩ ପେସରେ ରହିଛନ୍ତି ଆଗରେ

ଦୁବାଇ: ଭାରତୀୟ କ୍ରିକେଟ ଟିମର ପୂର୍ବତନ କୋଚ ରବି ଶାସ୍ତ୍ରୀ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦେବା ପାଇଁ କହିଛନ୍ତି । ଜୁନ ୨୦ରୁ ଏହି ସିରିଜ ଆରମ୍ଭ ହେବ । ୨୦୨୫ରୁ୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଚକ୍ର ଏଥିସହ ଆରମ୍ଭ ହେବ ।…

କଳିଙ୍ଗ ସୁପର କପ ଫୁଟବଲ: ସେମିରେ ମୁମ୍ବାଇ ସିଟି

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର କଳିଙ୍ଗ ସୁପର କପ ଫୁଟବଲର ଏକ ରୋମାଂଚକ ମୁକାବିଲାରେ ମୁମ୍ବାଇ ସିଟି ୧-୦ଗୋଲରେ ଇଂଟର କାଶୀକୁ ପରାସ୍ତ କରିଛି । ଏଥିସହ ମୁମ୍ବାଇ ଟିମ ସେମି ଫାଇନାଲରେ ପ୍ରବେଶ କରିଛି । ନର୍ଥଇଷ୍ଟ ୟୁନାଇଟେଡ ଏଫସି ଓ ଜାମସେଦପୁର ଏଫସି ମଧ୍ୟରେ ହେବାକୁ…

ମୁମ୍ବାଇର କ୍ରମାଗତ ୫ମ ବିଜୟ

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ୫ମ ବିଜୟ ହାସଲ କରି ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବିତ କରିଛି । ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ମୁମ୍ବାଇ ୫୪ ରନରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୨୧୫ ରନ…

ଆସନ୍ତୁ ଜାଣିବା କିଏ କହିଲେ ବୋଧହୁଏ ମୁଁ ସାରାଙ୍କୁ ଡେଟ କରୁଥିଲି

ମୁମ୍ବାଇ: କ୍ରିକେଟର ଶୁଭମନ ଗିଲ ନିକଟରେ ଏକ ସାକ୍ଷାତକାରରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମୁଁ ଏବେ କାହାକୁ ଡେଟ କରୁ ନାହିଁ । ୩ ବର୍ଷ ହେବ ମୁଁ ଏକୁଟିଆ ଅଛି । ମୋର ଯେଉଁମାନଙ୍କ ସହିତ ନାମ ଯୋଡାଯାଉଛି ସେଥିରେ ମୋର କିଛି ଭୂମିକା ନାହିଁ । ଏହି ସାକ୍ଷାତକାରରେ ଗିଲ କିନ୍ତୁ ଧୀର ସ୍ୱରରେ…

କୋହଲି, ରୋହିତଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୂମାର

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଆଇପିଏଲରେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ସେ ଆଇପିଏଲ ଇତିହାସରେ ଦ୍ରୁତ ୪୦୦୦ ରନ କରିଛନ୍ତି । ସେ ୨୭୧୪ ବଲ ଖେଳି ଏହି ସଫଳତା ହାସଲ କରିଛନ୍ତି । ସେ ଭାରତର ରୋହିତ…

କେଉଁ କାରଣ ପାଇଁ କୋହଲି-ଅନୁଷ୍କା ଲଣ୍ଡନରେ ରହୁଛନ୍ତି?

ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଯୋଡିକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥାନ୍ତି । ଏବେ ଏହି ଲୋକପ୍ରିୟ ଯୋଡି ଲଣ୍ଡନରେ ରହୁଛନ୍ତି । ଭାରତରେ ଅଧିକ ସମୟ ରହିବା ଅପେକ୍ଷା ସେମାନେ କାହିଁକି ଲଣ୍ଡନରେ ରହିଲେ ତାର ଖୁଲାସା ମାଧୂରୀ…

ଜାଡେଜାଙ୍କ ଉପରେ ରାଗିଗଲେ ସେହ୍ୱାଗ

ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପ୍ରାୟତଃ ପ୍ଲେ ଅଫ ଦୌଡରୁ ବାଦ ପଡିସାରିଛି । ଦଳର କୋଚ ଷ୍ଟିଫେନ ଫ୍ଲେମିଂ ଏବେ ସ୍ୱୀକାର କରିଛନ୍ତି ଯେ, ମେଗା ନିଲାମରେ ଖେଳାଳି ଚୟନରେ ଆମେ ମସ୍ତବଡ ଭୁଲ କରିଛୁ । ୫ଥର ଚାମ୍ପିୟନ ଚେନ୍ନାଇର ରଣନୀତି ପ୍ରଶଂସକଙ୍କୁ ନିରାଶ କରିଛି ।…