Latest Odisha News

BREAKING NEWS

Browsing Category

ଖେଳ

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ତଥା ପୂର୍ବତନ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଛି ହତ୍ୟା ଧମକ । 'ଆଇଏସଆଇଏସ କାଶ୍ମୀର' ସଂଗଠନ ପକ୍ଷରୁ ଏହି ହତ୍ୟା ଧମକ ମିଳିଥିବା ନେଇ ବୁଧବାର ଗମ୍ଭୀରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏନେଇ ମୁମ୍ବାଇ ପୋଲିସରେ…

ତରବରିଆ ଭାବେ ନିଷ୍ପତି ନେଇଗଲେ କି କିଶାନ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ଈଶାନ କିଶାନ ତରବରିଆ ଭାବେ ଏକ ବଡ ନିଷ୍ପତି ନେଇ ଯାଇଛନ୍ତି । ଦୀପକ ଚହରଙ୍କ ବଲକୁ ଲେଗ ସାଇଡ ବାହାର ବଲକୁ ଈଶାନ ଠିକ ଭାବେ ଖେଳି ପାରି ନ ଥିଲେ । ୱିକେଟକିପର ଓ ବୋଲର ଅପିଲ ନ କରିବା…

ନୀରଜଙ୍କ ଅନୁରୋଧ ରଖିଲେନି ପାକିସ୍ତାନର ଜାଭେଲିନ ଥ୍ରୋୟର

ନୂଆଦିଲ୍ଲୀ: ବେଙ୍ଗାଲୁରର କାନ୍ତିରାୱା ଷ୍ଟାଡିୟମରେ ମେ ୨୪ରେ କ୍ଲାସିକ ଜାଭେଲିନ ଥ୍ରୋ ପ୍ରତିଯୋଗିତା ଆୟୋଜିତ ହେବ । ୨ ଥର ଅଲିମ୍ପିକ ପଦକ ବିଜେତା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ପାକିସ୍ତାନର ଅର୍ଶାଦ ନଦୀମଙ୍କୁ ଏଥିପାଇଁ ଆମନ୍ତ୍ରଣ କରିଥିଲେ । ଅର୍ଶାଦ ଏଥର ଅଲିମ୍ପିକ୍ସରେ…

ପହଲଗାମ ଆତଙ୍କବାଦୀ ଆକ୍ରମଣ; କଳା ବ୍ୟାଜ ପିନ୍ଧି ମଇଦାନକୁ ଓହ୍ଲାଇବେ ଆଇପିଏଲ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ମଧ୍ୟରେ ସମଗ୍ର ଭାରତ ଶୋକରେ ବୁଡ଼ି ରହିଛି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଯାହା ସମସ୍ତଙ୍କୁ ମର୍ମାହତ କରିଛି। କ୍ରିକେଟ ଖେଳାଳୀ ମଧ୍ୟ ଶୋକ ପାଳନ କରୁଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସର…

ଆଇପିଏଲରେ ୧୦୦୦ ରନ ପୂର୍ଣ୍ଣ କରିବା ପାଇଁ ଏହି ବ୍ୟାଟ୍ସମ୍ୟାନଙ୍କୁ ଲାଗିଲା ୧୬ ବର୍ଷ

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର ଜ୍ୟାଂଟସର ଓପନର ମିଚେଲ ମାର୍ଶ ଆଇପିଏଲରେ ଏକ ଅଲୋଡା ରେକର୍ଡ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ଅବସରରେ ସେ ୪୫ ରନର ଇନିଂସ ଖେଳିବା ଅବସରରେ ସେ ୧୦୦୦ ରନ ପୂର୍ଣ୍ଣ କରିଛନ୍ତି । ଏଥିପାଇଁ ତାଙ୍କଚୁ ପାଖାପାଖି ୧୬ ବର୍ଷ ସମୟ ଲାଗିଛି । ଯାହାକି ଏକ…

ଇଂଲଣ୍ଡ ଗସ୍ତରେ ରୋହିତ ଅଧିନାୟକ ହେବା ନିଶ୍ଚିତ: ରିପୋର୍ଟ

ନୂଆଦିଲ୍ଲୀ: ଜୁନରେ ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତରେ ଯିବ । ଏହି ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ପିଟିଆଇ ରିପୋର୍ଟ ଅନୁସାରେ ରୋହିତ ଫିଟ ଅଛନ୍ତି ଏବଂ ସେ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ…

ଚେନ୍ନାଇ ପ୍ରଦର୍ଶନକୁ ସମାଲୋଚନା କଲେ ରାଇନା

ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ବିଭିନ୍ନ ମହଲରେ ଏ ନେଇ ମହେନ୍ଦ୍ର ସିଂ ଧୋନୀ ଏବଂ ଚେନ୍ନାଇ ମ୍ୟାନେଜମେଂଟକୁ ସମାଲୋଚନା କରାଯାଉଛି । ଚେନ୍ନାଇର ପୂର୍ବତନ ଷ୍ଟାର ଖେଳାଳି ସୁରେଶ ରାଇନା ମଧ୍ୟ ଦଳର ପ୍ରଦର୍ଶନକୁ କଡା ସମାଲୋଚନା…

ସାମାନ୍ୟ ସଫଳତାରେ ବିଗିଡି ଯାଇଥିଲେ ଅଭିଷେକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଅଭିଷେକ ଶର୍ମା ଏବଂ ଖୁବ କମ ଦିନରେ ଟି୨୦ ଷ୍ଟାର ସାଜିଛନ୍ତି । ଯୁବରାଜ ସିଂଙ୍କ ଶିଷ୍ୟ ଭାବେ ମଧ୍ୟ ତାଙ୍କର ଏକ ପରିଚୟ ସୃଷ୍ଟି ହୋଇଛି । କ୍ରିକେଟରେ ସାମାନ୍ୟ ସଫଳତା ହାସଲ କରିବା ପରେ ଅଭିଷେକ ବିଗିଡି ଯାଇଥିଲେ । ସେ ପାର୍ଟି ବୟ ସାଜିଥିଲେ । ରାତି ରାତି…

ରାଜସ୍ଥାନ-ଲକ୍ଷ୍ନୌ ମ୍ୟାଚ ଫିକ୍ସ ହୋଇଛି ବୋଲି ଅଭିଯୋଗ ଆଣିଲେ ଜୟଦୀପ

ଜୟପୁର: ଆଇପିଏଲ ୨୦୨୫ରେ ଏବେ ପ୍ଲେ ଅଫ ପ୍ରବେଶ ପାଇଁ ସମସ୍ତ ଟିମ ଜୋରସୋରରେ ଉଦ୍ୟମ ଜାରୀ ରଖିଛନ୍ତି । ଏହା ମଧ୍ୟରେ ଏପ୍ରିଲ ୧୯ରେ ଜୟପୁରର ଏସଏମଏସ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ରାଜସ୍ଥାନ ପରାଜିତ ହୋଇଥିଲା…

ଗମ୍ଭୀରଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ରୋହିତ

ମୁମ୍ବାଇ: ଆଇପିଏଲ ୨୦୨୫ରେ ରୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ କରି ମୁମ୍ବାଇ ଇଣ୍ଡିଆନ୍ସ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ମ୍ୟାଚ ପରେ ରୋହିତ ପରୋକ୍ଷରେ ଟିମ ଇଣ୍ଡିଆ କୋଚ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରିଛନ୍ତି ।…