Latest Odisha News

BREAKING NEWS

Browsing Category

ଖେଳ

ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ରୋହିତ ଓ ବିରାଟଙ୍କ ସହ ଏହି ଖେଳାଳି ସାମିଲ 

ନୂଆଦିଲ୍ଲୀ: ବିସିସିଆଇ ଏପ୍ରିଲ ୨୧ରେ ନୂତନ ସେଣ୍ଟ୍ରାଲ କଣ୍ଟ୍ରାକ୍ଟର ତାଲିକା ପ୍ରକାଶ କରିଛି। ଯେଉଁଥିରେ ମୋଟ ୩୪ ଜଣ ଖେଳାଳି ସାମିଲ ରହିଛନ୍ତି। ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ ବୁମରା ଚୁକ୍ତିନାମାର ଏ+ ଗ୍ରେଡରେ ରହିଛନ୍ତି। ସେହିପରି ମୋଟ ୬ ଜଣ ଖେଳାଳିଙ୍କୁ ଏ…

କଳିଙ୍ଗ ସୁପର କପ୍ ୨୦୨୫; ଷ୍ଟାଡିୟମ୍ ଭିତରକୁ ନେଇପାରିବେନି ଏସବୁ ଜିନିଷ

ଭୁବନେଶ୍ୱର: କଳିଙ୍ଗ ସୁପର କପ୍ ୨୦୨୫ରେ ଦେଶର ଶ୍ରେଷ୍ଠ କ୍ଲବଗୁଡ଼ିକୁ ଦେଖିବା ପାଇଁ ପ୍ରଶଂସକମାନେ ପ୍ରସ୍ତୁତ ହେଉଛନ୍ତି। ଆଉ କିଛି ଘଣ୍ଟା ପରେ, ଡିଫେଣ୍ଡିଂ ଚାମ୍ପିଅନ୍ ଇଷ୍ଟ ବେଙ୍ଗଲ୍ ବିପକ୍ଷରେ କେରଳ ବ୍ଲାଷ୍ଟର୍ସ ପ୍ରି-କ୍ୱାର୍ଟରଫାଇନାଲ ମୁକାବିଲା ସହ କଳିଙ୍ଗ ଷ୍ଟାଡିୟମରେ ନକଆଉଟ୍…

ରାଜ୍ୟ କ୍ରୀଡାକୁ ନେଇ ବଡ ଘୋଷଣା; ସମସ୍ତ ଜିଲ୍ଲାରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର

ଭୁବନେଶ୍ବର: ୩୦ ଜିଲ୍ଲାର ସ୍କୁଲରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର। ଯେଉଁଠି ସେଣ୍ଟର ହୋଇଛି ପୂର୍ବରୁ ସେଠାରେ ଭିତ୍ତିଭୂମି ରହିଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଖେଲୋ ଇଣ୍ଡିଆ ଯୋଜନାରେ…

ରାତି ପାହିଲେ କଳିଙ୍ଗ ସୁପର କପ୍ ; ଟୁର୍ଣ୍ଣାମେଣ୍ଟରୁ ଓହରିଲା ଚର୍ଚ୍ଚିଲ ବ୍ରଦର୍ସ

ଭୁବନେଶ୍ବର:ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି ଠାରୁ ଅର୍ଥାତ୍ ୨୦ଏପ୍ରିଲରୁ କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଆଇଏଫଏଫ , ଓଡିଶା ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଓ ଫୁଟବଲ ଆସୋସିଏସନ ଅଫ ଓଡିଶାର ମିଳିତ ସହଯୋଗରେ କଳିଙ୍ଗ ସୁପର କପ୍ ଫୁଟବଲ…

ଆଇପିଏଲରେ ଇତିହାସ ରଚିଲେ ବୈଭବ

ଜୟପୁର: ଆଇପିଏଲରେ ଇତିହାସ ରଚିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ସେ ସର୍ବ କନିଷ୍ଠ ଖେଳାଳି ଭାବେ ଏହି ମେଗା ଲିଗରେ ଖେଳିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ୩୬ତମ ମ୍ୟାଚରେ ବୈଭବ ମାତ୍ର ୧୪ ବର୍ଷ ୨୩ ଦିନ ବୟସରେ ମ୍ୟାଚ ଖେଳିଛନ୍ତି । ରାଜସ୍ଥାନ…

ଗୁଜରାଟକୁ ଏକାକୀ ଜିତାଇଲେ ବଟଲର

ଅହମ୍ମଦାବାଦ: ଆଇପିଏଲର ୩୫ତମ ମ୍ୟାଚରେ ଜୋସ ବଟଲରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟ ବିନିମୟରେ ୨୦୩ ରନ କରିଥିଲା । ପ୍ରସିଦ୍ଧ କ୍ରିଷ୍ଣା ୪ଟି ୱିକେଟ ନେଇଥିଲେ ।…

ନାୟାରଙ୍କ ହାତ ଧରିଲା କେକେଆର

କୋଲକାତା: ଏକ ନାଟକୀୟ ଢ଼ଙ୍ଗରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଭିଷେକ ନାୟାରଙ୍କୁ ସହକାରୀ କୋଚ ପଦରୁ ହଟେଇ ଦେଇଛି । ନିରାଶ ହୋଇ ପଡିଥିବା ନାୟାରଙ୍କ ହାତ ପୂନର୍ବାର କୋଲକାତା ନାଇଟ ରାଇଡର୍ସ ଧରିଛି । ଆଇପିଏଲର ଫ୍ରାଂଚାଇଜ କେକେଆର ବିଧିବଦ୍ଧ ଭାବେ ନାୟାର ପ୍ରତ୍ୟାବର୍ତନ କରିଥିବା…

କୋହଲି, ଧୋନୀଙ୍କୁ ପଛରେ ପକାଇଲେ ରାହୁଲ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଚଳିତ ଆଇପିଏଲରେ ଭଲ ଫର୍ମରେ ଅଛନ୍ତି । ସେ ୬ଟି ଇନିଂସରେ ୨୬୬ ରନ ସଂଗ୍ରହ କରି ନେଇଛନ୍ତି । ୨୦୦ ଛକା ପୂରଣ ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ସେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଆଇପିଏଲରେ ସବୁଠାରୁ କମ…

ଆଇପିଏଲ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ କି ପ୍ୟାଟ କୁମିନ୍ସ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ଷ୍ଟାର ଖେଳାଳି ପ୍ୟାଟ କୁମିନ୍ସ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ ବୋଲି ଖବର ପ୍ରକାଶ ପାଇଛି । ଅବଶ୍ୟ କୁମିନ୍ସ କିମ୍ବା ହାଇଦ୍ରାବାଦ ଫ୍ରାଂଚାଇଜ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । କୁମିନ୍ସଙ୍କ ପତ୍ନୀ ବେକୀ…

କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର। ଓଡ଼ିଶା ସରକାର ଆଗାମୀ ପାଞ୍ଚ ବର୍ଷରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୪,୧୨୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର କେନ୍ଦୁଝରର…