Latest Odisha News

BREAKING NEWS

Browsing Category

ଖେଳ

ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ: ରୋହିତଙ୍କୁ ପଛରେ ପକାଇଲେ କୋହଲି

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭଲ ପ୍ରଦର୍ଶନ କରିବା ଯୋଗୁ ଭାରତର କେତେଜଣ ଖେଳାଳିଙ୍କ ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ଉନ୍ନତି ହୋଇଛି । ଶୁଭମନ ଗିଲ ୭୯୧ ପଂଏଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛି । ବାବର ଆଜମ ଦ୍ୱିତୀୟ ଏବଂ ହେନେରୀ କ୍ଲାସେନ ତୃତୀୟ ସ୍ଥାନରେ ରହିଛନ୍ତି ।…

ଏନଟିପିସି ର‌୍ୟାଙ୍କିଙ୍ଗ ତୀରନ୍ଦାଜ: ସବ ଜୁନିୟର କମ୍ପାଉଣ୍ଡ ନକଆଉଟରେ ପାୟଲ

ପୁରୀ: ସ୍ଥାନୀୟ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଏନଟିପିସି ତୃତୀୟ ତୀରନ୍ଦାଜ ର‌୍ୟାଙ୍କିଙ୍କ ଟୁର୍ଣ୍ଣାମେଂଟରେ ବୁଧବାର ଓଡିଶାର ସବ ଜୁନିୟର ପ୍ରତିଯୋଗୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ପାରା ଆର୍ଚ୍ଚେରୀରେ ଦୃଷ୍ଟି ଆକର୍ଷଣ କରିଥିବା ଓଡିଶାର ପାୟଲ ନାଗ କମ୍ପାଉଣ୍ଡ ବିଭାଗରେ ୧୦ମ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଇତିହାସର ସର୍ବୋଚ୍ଚ ସ୍କୋର କଲା ନ୍ୟୁଜିଲାଣ୍ଡ

ଲାହୋର: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଇତିହାସ ରଚିଛି ନ୍ୟୁଜିଲାଣ୍ଡ । ଏଠାରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୩୬୩ ରନର ବିଜୟ ଲକ୍ଷ୍ୟ ରଖିଛି । ଏହି ମ୍ୟାଚର ବିଜେତା ଫାଇନାଲରେ ଭାରତକୁ ଭେଟିବ ।…

ଦିନିକିଆରୁ ଅବସର ନେଲେ ସ୍ମିଥ

ଦୁବାଇ: ଅଷ୍ଟ୍ରେଲିଆକୁ ସେମିଫାଇନାଲରେ ପରାସ୍ତ କରି ଭାରତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆର ଅଧିନାୟକ ତଥା ସିନିୟର ଖେଳାଳି ଷ୍ଟିଭ ସ୍ମିଥ ଏହି ପରାଜୟ ପରେ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପ୍ୟାଟ କମିନ୍ସଙ୍କ ବଦଳରେ ସ୍ମିଥ ଦଳର…

‘କଙ୍ଗାରୁ’ଙ୍କୁ ଏମିତି ଶିକାର କଲେ ରୋହିତ ବାହିନୀ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଭାବଶାଳୀ ସେମିଫାଇନାଲ ବିଜୟ ପରେ ଭାରତ ଲଗାତାର ତୃତୀୟ ଥର ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପହଞ୍ଚିଛି। ମଙ୍ଗଳବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ପରାସ୍ତ କରି ଭାରତ…

କୋହଲିଙ୍କ ଅର୍ଦ୍ଧଶତକ: ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ

ଦୁବାଇ: ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ରୋମାଂଚପୂର୍ଣ୍ଣ ପ୍ରଥମ ସେମିଫାଇନାଲରେ ଭାରତ ବିରାଟ କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ୪ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଟିମଇଣ୍ଡିଆ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ…

ଆଇପିଏଲ ୨୦୨୫ ପାଇଁ ବିସିସିଆଇ ଲାଗୁ କଲା ନୂଆ ନିୟମ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପାଇଁ ବିସିସିଆଇ କେତେକ ନୂତନ ନିୟମ ଲାଗୁ କରିଛି । ମାର୍ଚ୍ଚ ୨୨ରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ଉଦଘାଟନୀ ମୁକାବିଲା ଖେଳାଯିବ । ଆସନ୍ତୁ ନଜର ପକାଇବା ବିସିସିଆଇର ନୂତନ ନିୟମ ଉପରେ.. । ଅଭ୍ୟାସ ପାଇଁ ୨ଟି ନେଟ ଓ ରେଂଜ…

IND vs AUS: ଆଉ ଟିକେ ଭିତରକୁ… KLଙ୍କ ଭିତରେ ପଶିଲା ଧୋନୀଙ୍କ ଆତ୍ମା, କହିବା ମାତ୍ରେ ଜାଡ୍ଡୁ ନେଲେ ୱିକେଟ

ନୂଆଦିଲ୍ଲୀ: ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଷ୍ଟମ୍ପ ପଛରେ ହିଁ ଖେଳ କରିଥାନ୍ତି। ଖେଳର ମୋଡ଼ ବଦଳାଇବାରେ ଧୋନୀଙ୍କ ନିକଟରେ ଅଦ୍ଭୁତ କଳା ରହିଛି। ବିଶେଷକରି କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ରବିନ୍ଦ୍ର ଜାଡେଜାଙ୍କ ପରି ସ୍ପିନରଙ୍କଠାରୁ କିପରି ଶତପ୍ରତିଶତ ଏଫର୍ଟ…

ଅଲମ୍ପିକ ପଦକ ବିଜେତା ସୁଶିଲ କୁମାରଙ୍କୁ ଜାମିନ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କୁ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨୦୨୧ ମସିହା ମେ ମାସରେ ସୁଶୀଲ ତାଙ୍କର ରେସଲର ସାଥି ସାଗର ଧନଖରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହା ପୂର୍ବରୁ ଜୁଲାଇ ୨୦୨୩ରେ ଆଣ୍ଠୁର ଅସ୍ତ୍ରୋପଚାର…

ଭାଗ୍ୟବାନ ସ୍ମିଥଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆ ୨୬୪ରେ ଅଲଆଉଟ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୨୬୫ ରନର ଲକ୍ଷ୍ୟ ରଖିଛି । ଷ୍ଟିଭନେ ସ୍ମିଥ ଓ ଆଲେକ୍ସ କ୍ୟାରୀ ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆ ବଡ ସ୍କୋର କରିପାରି ନ ଥିଲା । ୩୬…