Latest Odisha News

BREAKING NEWS

Browsing Category

ଖେଳ

ଭାରତ ସମ୍ମୁଖରେ ୨୪୨ ରନର ଲକ୍ଷ୍ୟ ରଖିଲା ପାକିସ୍ତାନ

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ରବିବାର ଖେଳାଯାଉଥିବା ମହା ମୁକାବିଲାରେ ପାକିସ୍ତାନ ୨୪୨ ରନର ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ କରି ଅଲଆଉଟ ହୋଇ ଯାଇଥିଲା । ପିଚ ଧୀମା ଏବଂ ବଲ ଟର୍ଣ୍ଣ କରୁଥିବାରୁ ପାକିସ୍ତାନ…

ଟିମ ଇଣ୍ଡିଆର ଅଲୋଡା ରେକର୍ଡ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯାଇଛି । ଏହି ମ୍ୟାଚ ଅବସରରେ ଭାରତ ଏକ ଅଲୋଡା ରେକର୍ଡ କରିଛି । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ ହାରିଥିଲେ । ପାକିସ୍ତାନର ନେତୃତ୍ୱ ନେଉଥିବା ମହମ୍ମଦ ରିଜୱାନ ପ୍ରଥମେ…

ହାଇଭୋଲଟେଜ ଫାଇଟ : ଟସ୍ ଜିତିଲା ପାକ୍, ଭାରତ କରୁଛି ବୋଲିଂ

ଦୁବାଇ: ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ମହା ମୁକାବିଲା । ମ୍ୟାଚରେ ଟସ୍‌ ଜିତି ପାକିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ବାଂଲାଦେଶ ବିପକ୍ଷରେ ଭାରତର ଅନ୍ତିମ ଏକାଦଶ ଯାହା ଥିଲା ଆଜି…

ନ୍ୟାସନାଲ ଗେମ୍ସର ଓଡ଼ିଶାର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା; ସ୍ବର୍ଣ୍ଣ ପଦକଧାରୀଙ୍କୁ ୬ ଲକ୍ଷ ରାଶି ପ୍ରଦାନ

ଭୁବନେଶ୍ୱର: ୩୮ତମ ନ୍ୟାସନାଲ ଗେମ୍ସରେ ବିଜୟ ହାସଲ କରିଥିବା ଓଡ଼ିଶାର ସମସ୍ତ ପଦକ ବିଜେତାମାନଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ଠାରେ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ। ଏଥିରେ…

ଇଂଲଣ୍ଡକୁ ହରାଇଲା ଇଂଲିଶଙ୍କ ଶତକ

କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଶନିବାର ଖେଳା ଯାଇଥିବା ଏକ ରୋମାଂଚକର ମୁକାବିଲାରେ ଜୋଶ ଇଂଲିଶଙ୍କ ଆକର୍ଷଣୀୟ ଶତକ ବଳରେ ଅଷ୍ଟ୍ରେଲିଆ ୫ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୫୦ ଓଭରରେ ୮ ୱିକେଟ ବିନିମୟରେ ୩୫୧ ରନ କରିଥିଲା । ବେନ ଡକେଟ ଚାମ୍ପିୟନ୍ସ…

୩୧ ବର୍ଷ ପରେ ଏହି ରେକର୍ଡ ଭାଙ୍ଗିବେ କୋହଲି

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଅବସରରେ ଭାରତର ବିରାଟ କୋହଲିଙ୍କ ନିକଟରେ ୩୧ ବର୍ଷ ତଳର ରେକର୍ଡ ଭାଙ୍ଗିବା ସୁଯୋଗ ଉପନୀତ ହୋଇଛି । ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ମହମ୍ମଦ ଆଝାରୁଦ୍ଦିନଙ୍କ ନାମରେ ଏବେ ବି ସର୍ବାଧିକ କ୍ୟାଚ ନେବା ରେକର୍ଡ ରହିଛି । କୋହଲି ୧୫୬ କ୍ୟାଚ ନେଇ ତାଙ୍କ…

କୋହଲିଙ୍କୁ ଗୁରୁମନ୍ତ୍ର ଦେଲେ ଗାଭାସ୍କର

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପୂର୍ବତନ ମହାନ ଖେଳାଳି ସୁନୀଲ ଗାଭାସ୍କର ଗୁରୁମନ୍ତ୍ର ଦେଇଛନ୍ତି । କୋହଲି ବାରମ୍ବାର ଅଫ ସାଇଡ ବଲ ଖେଳିବାକୁ ଚେଷ୍ଟା କରି ଆଉଟ ହୋଇଛନ୍ତି । ଗାଭାସ୍କର ପରାମର୍ଶ…

ମହାମୁକାବିଲା ପୂର୍ବରୁ ପନ୍ତ ଅସୁସ୍ଥ

ଦୁୂବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ହାଇ ଭୋଲଟେଜ ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ଅସୁସ୍ଥ ହୋଇ ପଡିଛନ୍ତି । ଏବେ ଦଳ ନିକଟରେ କେଏଲ ରାହୁଲ ଏକମାତ୍ର ବିକଳ୍ପ ରହିଛନ୍ତି । ତେବେ ତାଙ୍କ…

ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚରେ ତ୍ରୁଟି; ଭୁଲରେ ଭାରତର ଜାତୀୟ ସଙ୍ଗୀତ ବଜାଇଲା ପାକ୍

ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଲାହୋରରେ ଖେଳାଯାଉ ବେଳେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏହି ଗ୍ରାଉଣ୍ଡରେ ଏକ ମଜାଦାର ଘଟଣା ଘଟିଛି। ଯାହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି। ଗଦ୍ଦାଫି ଷ୍ଟାଡିୟମରେ ଭାରତୀୟ ଜାତୀୟ…

ଆନ୍ତର୍ଜାତୀୟ ମାଷ୍ଟର୍ସ ଲିଗ୍ ୨୦୨୫: ଶ୍ରୀଲଙ୍କା ବିପକ୍ଷରେ ଗ୍ରାଉଣ୍ଡକୁ ଓହ୍ଲାଇବେ ସଚିନଙ୍କ ଇଣ୍ଡିଆ ଟିମ୍

ମୁମ୍ବାଇ:ଆଜି ଗ୍ରାଉଣ୍ଡକୁ ଓହ୍ଲାଇବେ ଲିଜେଣ୍ଡ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର, କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂ, ସୁରେଶ ରୈନା ଏବଂ ପଠାନ ବ୍ରଦର୍ସଙ୍କ ଭଳି ମହାନ୍ ଖେଳାଳି । ଦର୍ଶକ ଦେଖିବେ ଏହି ମହାନ କ୍ରିକେଟରଙ୍କ ଛକା ଚୌକା । କେବଳ ସେତିକି ନୁହେଁ ଇଣ୍ଡିଆ ମାଷ୍ଟର୍ସ ଟିମ୍ ର…