Latest Odisha News
Browsing Category

ଖେଳ

ଭାରତର ମିଶନ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ଭାରତୀୟ ଦଳ ଦୁବାଇ ଗସ୍ତରେ ଯାଇଛି । ଅନ୍ୟ ଅର୍ଥରେ ଟିମ ଇଣ୍ଡିଆର ମିଶନ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ବିସିସିଆଇ ଖେଳାଳିମାନଙ୍କ ପାଇଁ କେତେକ ନିୟମାବଳୀ ଜାରୀ କରିଛି । ଏହା ଖେଳାଳିମାନଙ୍କ ମାନସିକତା ଉପରେ କେତେ…

ଶେଷ ହୋଇଗଲା କି ରୋହିତଙ୍କ ଟେଷ୍ଟ କ୍ୟାରିୟର

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର ଏକପ୍ରକାର ଶେଷ ହୋଇ ଯାଇଥିବା ଅନୁମାନ କରାଯାଉଛି । ଏବେ ଚାମ୍ପିୟନ୍ସ ଟ୍ରଫି ପରେ ରୋହିତଙ୍କ ଦିିନିକିଆ କ୍ୟାରିୟରର ଭାଗ୍ୟ ନିର୍ଭର କରୁଛି । ଯଦି ସେ ଭାରତକୁ ଚାମ୍ପିୟନ କରାଇବେ ତାହାହେଲେ ବେଶ କିଛି ଦିନ ଏହି…

୨୦୩୪ ଫିଫା ବିଶ୍ୱକପରେ ମଦ ବ୍ୟାନ

ନୂଆଦିଲ୍ଲୀ:ସାଉଦି ଆରବରେ ଅନୁଷ୍ଠିତ ହେବାକୁ ଥିବା ୨୦୩୪ ଫିଫା ବିଶ୍ୱକପରେ ମଦ୍ୟପାନକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯିବ । ବ୍ରିଟେନରେ ସାଉଦି ଆରବର ରାଷ୍ଟ୍ରଦୂତ ପ୍ରିନ୍ସ ଖାଲିଦ ବିନ ବନ୍ଦର ଅଲ ସାଉଦ ଏହି ସୂଚନା ଦେଇଛନ୍ତି । ପ୍ରଥମ ଥର ଫିଫା ଟୁର୍ଣ୍ଣାମେଣ୍ଟ ସମୟରେ ପ୍ରଶଂସକମାନେ…

WPL2025: ଉଦଘାଟନୀ ମ୍ୟାଚରେ ଆରସିବିର ରେକର୍ଡ ବର୍ଷା

ଗୁଜୁରାଟ: ‘ଡବ୍‌ଲ୍ୟୁପିଏଲ୍‌’ର ତୃତୀୟ ସଂସ୍କରଣ ଗତକାଲି (୧୪ ଫେବୃଆରୀ)ରୁ ଆରମ୍ଭ ହୋଇଛି । ତେବେ ଏହି ମହିଳା ପ୍ରିମିୟର ଲିଗ୍ (WPL-2025)ର ପ୍ରଥମ ମ୍ୟାଚର ବେଶ୍ ରୋମାଞ୍ଚକର ଥିଲା । ଏଥିସହ ଏହି ମୁକାବିଲାରେ ଅନେକ ରେକର୍ଡ କରିଛନ୍ତି ଖେଳାଳୀ । ଆରସିବି ଟିମ୍ ଗୁଜରାଟ ଜାଏଣ୍ଟ୍ସକୁ ଛଅ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ:ଦୁବାଇରେ ରୋହିତଙ୍କ ବ୍ୟାଟ କରେ ରନବର୍ଷା

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଚାମ୍ପିୟନ ହେବା ପାଇଁ ଭାରତ ଜୋରଦାର ପ୍ରସ୍ତୁତି ଜାରି ରଖିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି୨୦ ବିଶ୍ୱକପ ଜିିତିବା ପରେ ଏବେ ସମସ୍ତଙ୍କ ନଜର ଏହା ଉପରେ ରହିଛି । ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେଉଥିଲେ ମଧ୍ୟ ଭାରତ ସୁରକ୍ଷା…

ଆଜିଠୁ କଳିଙ୍ଗରେ ହକି ଫାଇଟ୍; ଆଗାମୀ ବିଶ୍ବକପ୍‌ ଟିକେଟ୍‌ ଉପରେ ହର୍ମନପ୍ରୀତଙ୍କ ନଜର

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଆଜି ଠାରୁ ହକି ପର୍ବ ଆରମ୍ଭ। ଦର୍ଶକ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ମ୍ୟାଚର ମଜା ଉଠାଇପାରିବେ । ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୪-୨୫ ସିଜନରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଆଜିଠାରୁ ଘରୋଇ ଗ୍ରାଉଣ୍ଡରେ ନିଜର ଅଭିଯାନ ଆରମ୍ଭ କରିବେ। ଆଜି…

୩୮ତମ ନ୍ୟାସନାଲ ଗେମ୍ସ; ଓଡ଼ିଶା ଖାତାକୁ ଆସିଲା ୪୬ଟି ପଦକ

ଭୁବନେଶ୍ୱର: ଉତ୍ତରାଖଣ୍ଡରେ ଆୟୋଜିତ ହୋଇଥିବା ୩୮ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶାକୁ ମିଳିଛି ୪୬ଟି ପଦକ । ଏଥିମଧ୍ୟରୁ ୧୪ଟି ସ୍ବର୍ଣ୍ଣ ପଦକ, ୧୫ଟି ରୌପ୍ୟ ପଦକ ଏବଂ ୧୭ଟି କାଂସ୍ୟ ପଦକ ରହିଛି। ନ୍ୟାସନାଲ ଗେମ୍ସରେ ସର୍ବ ଭାରତୀୟ ସ୍ତରରେ ଓଡ଼ିଶା ୧୨ତମ ସ୍ଥାନ ହାସଲ କରିଛି । ଏଥିସହ ଓଡ଼ିଶା…

ପୂନର୍ବାର ପ୍ରେମରେ ପଡିଲେ ଲଳିତ ମୋଦି

ନୂଆଦିଲ୍ଲୀ: ଆଇପିଏଲର ଫାଉଣ୍ଡର ଲଳିତ ମୋଦି ପୂନର୍ବାର ପ୍ରେମରେ ପଡିଛନ୍ତି । ଭାଲେନଟାଇନ ଡେ ଅବସରରେ ସେ ନିଜ ପ୍ରେମ ସମ୍ପର୍କରେ ଖୁଲାସା କରିଛନ୍ତି । ସେ ତାଙ୍କଠାରୁ ୨୫ ବର୍ଷ ସାନ ନୂଆ ପ୍ରେମିକା ସହ ଏକ ରୋମାଂଟିକ ଭିଡିଓ ମଧ୍ୟ ଶେୟାର କରିଛନ୍ତି । ମୋଦି ଏହି ଭିଡିଓ ଶେୟାର କରିବା ପରେ…

ଚାମ୍ପିୟନ୍ସ ଟ୍ରଫି ଦଳରେ ସାମିଲ ନ ହେବା ପରେ ମୁହଁ ଖୋଲିଲେ କରୁଣ ନାୟାର

ନୂଆଦିଲ୍ଲୀ: ଫେବୃୟାରୀ ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଏହି ଦଳରେ କରୁଣ ନାୟାରଙ୍କୁ ସାମିଲ କରା ନ ଯିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ଘରୋଇ କ୍ରିକେଟରେ କରୁଣ ଆକର୍ଷଣୀୟ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ…

ଚାମ୍ପିଅନ୍ସ ଟ୍ରଫି ୨୦୨୫: ବିଜେତାଙ୍କୁ କୋଟିଏ ଓ ହାରିଲେ ବି କୋଟିଏ

ନୂଆଦିଲ୍ଲୀ: ଖେଳାଳି ହେବେ ମାଲାମାଲ୍ । ଆଇସିସି(ICC) ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ୨୦୧୭ରେ ଅନୁଷ୍ଠିତ ହୋଇଥିବା ଚାମ୍ପିଅନ୍ସ ଟ୍ରଫିର ପୁରସ୍କାର ରାଶି ତୁଳନାରେ ଚଳିତ ବର୍ଷ ୫୩ ପ୍ରତିଶତ ଅଧିକ ପୁରସ୍କାର ରାଶି ଘୋଷଣା କରିଛି ଆଇସିସି । ଆଇସିସି ଏହି…