Latest Odisha News

BREAKING NEWS

Browsing Category

ଖେଳ

ଓଡିଶା ସନ୍ତରଣକାରୀ ଜିତିଲେ ପ୍ରଥମ ଜାତୀୟ ସ୍ୱର୍ଣ୍ଣ

ଭୁବନେଶ୍ୱର: ମାଙ୍ଗାଲୋରରେ ଅନୁଷ୍ଠିତ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଓଡିଶାର ମହିଳା ଟିମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ସନ୍ତରଣରେ ଓଡିଶାର ଏହା ପ୍ରଥମ ଜାତୀୟସ୍ତରର ସ୍ୱର୍ଣ୍ଣ ପଦକ । ୪ ଗୁଣନ ୧୦୦ ରିଲେରେ ପ୍ରତ୍ୟୁଷା ରାୟ, ମନ୍ନତ ମିଶ୍ର, ସୃଷ୍ଟି ଉପାଧ୍ୟାୟ ଓ ସୋନିଆ ପଟେଲକୁ…

ଭନଙ୍କୁ ଗାଭାସ୍କରଙ୍କ କଡା ସମାଲୋଚନା: ସଚିନଙ୍କ ନାମରେ ରେକର୍ଡ ରହିବା କଣ ଭୁଲ କଥା

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ସୁନୀଲ ଗାଭାସ୍କର ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ଏକ ବୟାନ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କିଛି ଦିନ ତଳେ ଭନ କହିଥିଲେ ଜୋ ରୁଟ ସହଜରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ । ଏହା ନିଶ୍ଚିତ ଭାବେ ଟେଷ୍ଟ କ୍ରିକେଟକୁ ନୂଆ ଦିଗ…

ଚାମ୍ପିୟନ୍ସ ଟ୍ରଫି ହକି: ଭାରତର କ୍ରମାଗତ ଚତୁର୍ଥ ବିଜୟ

ବେଜିଂ:ଚଳିତ ଚାମ୍ପିୟନ୍ସ ଟ୍ରଫି ହକିରେ ଗୁରୁବାର ଭାରତ ୩-୧ ଗୋଲରେ କୋରିଆକୁ ପରାସ୍ତ କରି ବିଜୟ ଅଭିଯାନ ଜାରୀ ରଖିଛି । ଏହା ପୂର୍ବରୁ ଟିମ ଇଣ୍ଡିଆ ଚୀନକୁ ୩-୦ରେ, ଜାପାନକୁ ୫-୦ରେ ଓ ମାଲେସିଆକୁ ୮-୨ରେ ହରାଇଥିଲା । ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ଏବେ ଶେଷ ଲିଗ ମ୍ୟାଚରେ…

ଆସନ୍ତୁ ଜାଣିବା କିଏ ହେଉଛନ୍ତି ଟିମ ଇଣ୍ଡିଆର ଅଭାଗ୍ୟଶାଳୀ କ୍ରିକେଟର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ବିରାଟ କୋହଲିଙ୍କୁ ସବୁଠାରୁ ଅଭାଗ୍ୟଶାଳୀ କ୍ରିକେଟର ଭାବେ ବିବେଚନା କରାଯାଇଥାଏ । ୨୦୦୮ରୁ ୨୦୨୪ ପର୍ଯ୍ୟନ୍ତ ସେ ୧୭ ସିଜନ ଖେଳିଥିଲେ ମଧ୍ୟ ତାଙ୍କ ଦଳ ଚାମ୍ପିୟନ ହୋଇପାରି ନାହିଁ । ଏପରିକି ୨୦୧୩ ପରଠାରୁ ମଧ୍ୟ ଭାରତୀୟ ଟିମର ନିୟମିତ ସଦସ୍ୟ ଥିଲେ…

ସାଫ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶାର ଲକ୍ଷ୍ମୀଙ୍କୁ ରୌପ୍ୟ, ଜୟରାମଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର: ମାଡ୍ରାସରେ ଅନୁଷ୍ଠିତ ୪ର୍ଥ ଦକ୍ଷୀଣ ଏସୀୟ ଆଥଲେଟିକ ଫେଡେରେଶନ ଜୁନିୟର ଚାମ୍ପିୟନଶିପରେ ବୁଧବାର ଓଡିଶାର ପ୍ରତିଯୋଗୀ ୨ଟି ପଦକ ଜିତିଛନ୍ତି । ମହିଳା ୮୦୦ ମିଟର ବିଭାଗରେ ଲକ୍ଷ୍ମୀପ୍ରିୟା କିଶାନ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୨:୧୦.୮୭ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ…

ସଚିନଙ୍କ ଏହି ରେକର୍ଡ ଭଙ୍ଗ କରିବାକୁ କୋହଲିଙ୍କୁ ଆବଶ୍ୟକ ୫୮ ରନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ପରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବାକୁ ଯାଉଛନ୍ତି । ଏହି ସିରିଜ ୧୯ ଡିସେମ୍ବରରୁ ଆରମ୍ଭ ହେବ । କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ୨୭୦୦୦ ରନ ପୂର୍ଣ୍ଣ କରିବାଠାରୁ ଆଉ ୫୮ ରନ ଦୂରରେ…

ବିଶ୍ୱକପ ୨୦୨୩: ଭାରତୀୟ ଅର୍ଥବ୍ୟବସ୍ଥାରେ ୧୧ ହଜାର ୬୩୭ କୋଟିର ଯୋଗଦାନ

ନୂଆଦିଲ୍ଲୀ: ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆୟୋଜନ କରିବା ଭାରତକୁ ଫାଇଦାରେ ରଖିଛି । ଆର୍ଥୀକ ରୂପରେ ଏହି ଦିିନକିଆ ବିଶ୍ୱକପ କ୍ରିକେଟର ସବୁଠାରୁ ବଡ ଆୟୋଜନ ଭାବେ ସାବ୍ୟସ୍ତ ହୋଇଛି । ଏହି ବିଶ୍ୱକପ ଭାରତକୁ ୧୧ ହଜାର ୬୩୭ କୋଟି ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛି । ଗତ ବର୍ଷ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସେମିରେ ଭାରତ

ନୂଆଦିଲ୍ଲୀ: ମିଡଫିଲ୍ଡର ରାଜକୁମାର ପାଲଙ୍କ ହ୍ୟାଟ୍ରିକ ଗୋଲ ସହାୟତାରେ ଚୀନରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ୮-୧ ଗୋଲରେ ମାଲେସିଆକୁ ପରାସ୍ତ କରିଛି । ଏଥିସହ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । ସମ୍ପୂର୍ଣ୍ଣ ଏକତରଫା ମୁକାବିଲାରେ ରାଜକୁମାର…

ଡାଇମଣ୍ଡ ଲିଗ: ନୀରଜ, ଅବିନାଶଙ୍କ ଉପରେ ରହିବ ନଜର

ବ୍ରୁସେଲ୍ସ: ଏଠାରେ ହେବାକୁ ଥିବା ଡାଇମଣ୍ଡ ଲିଗ ଫାଇନାଲରେ ଭାରତର ୨ ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଓ ଅବିନାଶ ସାବଲେ ଅଂଶଗ୍ରହଣ କରିବେ । ଜାଭେଲିନ ଥ୍ରୋରେ ନୀରଜ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଥିବା ବେଳେ ୨୯ ବର୍ଷୀୟ ସାବଲେ ପ୍ରଥମ ଥର ପାଇଁ ଏଥିରେ ଅଂଶଗ୍ରହଣ କରୁଛନ୍ତି । ସାବଲେ ୩୦୦୦ ମିଟର…

ପୂମସି ଇଭେଣ୍ଟରେ ଓଡିଶା ଟାଏକୋଣ୍ଡୋ ଟିମ ଚାମ୍ପିୟନ

ଭୁବନେଶ୍ୱର: ଉତ୍ତର ପ୍ରଦେଶ ଆଗ୍ରା ଠାରେ ସେପ୍ଟେମ୍ବର ମାସ ୮ ରୁ ୧୦ ତାରିଖ ପର‌୍ୟନ୍ତ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ୪୧ତମ ଜୁନିଅର ଓ ୩୮ତମ ସବ ଜୁନିଅର ଜାତୀୟ କିରୋଗୀ ଓ ୧୪ତମ ଜୁନିଅର ଓ ୧୨ତମ ସବ ଜୁନିଅର ପୁମସି ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି…