Latest Odisha News

BREAKING NEWS

Browsing Category

ଖେଳ

ଚାମ୍ପିୟନ୍ସ ଟ୍ରଫି: ସୁଯୋଗ ପାଇଲେନି ଏହି ୫ ଖେଳାଳି

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ଓ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ତେବେ ଚାମ୍ପିୟନ୍ସ ଟ୍ରଫିରେ ଖେଳିବା ଆଶା ରଖିଥିବା ଏହି ୫ ଖେଳାଳିଙ୍କୁ ନିରାଶ ହେବାକୁ ପଡିଛି । ଏମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାର…

ବିସିସିଆଇର କେତେକ ନିଷ୍ପତି ନେଇ ଖେଳାଳି ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ଏବଂ ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ତେବେ ନିକଟରେ ବିସିସିଆଇ କେତେକ କଠୋର ନିୟମ ଲାଗୁ କରିଛି । ଏହା ମଧ୍ୟରେ ପରିବାର ସଦସ୍ୟଙ୍କୁ ନେବା ଉପରେ ବିସିସିଆଇର ଲଗାଇଥିବା କଟକଣା…

ଚାମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ ଶର୍ମା ଅଧିନାୟକ

ନୂଆଦିଲ୍ଲୀ: ଚାମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା। ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ। ସେହିପରି ଉପ ଅଧିନାୟକ ହେଲେ ଶୁଭମନ ଗିଲ୍। ଟିମକୁ ଫେରିଲେ ଦ୍ରୃତ ବୋଲର ମହମ୍ମଦ ସାମି। ଚାମ୍ପିଆନ୍ସ ଟ୍ରଫି ଫେବ୍ରୁଆରୀ ୧୯ରୁ ପାକିସ୍ତାନ ଓ ଦୁବାଇରେ ଖେଳାଯିବ। ଏହି ମେଗା ଟୁର୍ଣ୍ଣାମେଣ୍ଟ…

ଭାରତୀୟ କ୍ରିକେଟରଙ୍କ ଅଟୋଗ୍ରାଫ ଥିବା ବ୍ୟାଟକୁ ଦାନ କଲେ ନାଥନ ଲିଅନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଅଫ୍ ସ୍ପିନର ନାଥନ ଲିଅନ; ବିରାଟ କୋହଲି, ଜସପ୍ରିତ ବୁମ୍‌ରା ଏବଂ ରବିଚନ୍ଦ୍ରନ୍ ଅଶ୍ବିନଙ୍କ ଅଟୋଗ୍ରାଫ୍ ଥିବା ବ୍ୟାଟ୍ ଦାନ କରିଦେଇଛନ୍ତି । ଲିଅନଙ୍କ ଏହି କାର୍ଯ୍ୟ ପାଇଁ  ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହେବା ସହ ପ୍ରଶଂସା କରୁଛନ୍ତି । ନାଥନ ଲିଅନ ଏହି ବ୍ୟାଟକୁ…

କୋହଲି, ରାହୁଲ ରଣଜୀ ଟ୍ରଫି ଖେଳିବେନି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ କେଏଲ ରାହୁଲ ରଣଜୀ ଟ୍ରଫି ନ ଖେଳିବା ପାଇଁ ନିଷ୍ପତି ନେଇଛନ୍ତି । ଆଘାତ ସମସ୍ୟା ଯୋଗୁ ସେମାନେ ଏହି ନିଷ୍ପତି ନେଇଥିବା ଜଣାପଡିଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିସିସିଆଇ ଟିମ…

ଇଣ୍ଡିଆନ ଓପନ ବ୍ୟାଡମିଂଟନ: ସାଇରାଜ-ଚିରାଗ ସେମିରେ, ସିନ୍ଧୁ ବିଦା

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ଓପନ ବ୍ୟାଡମିଂଟନରେ ଭାରତର ପୁରୁଷ ଡବଲ୍ସ ଯୋଡି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ପ୍ରଭାବୀ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ମହିଳା ସିଙ୍ଗଲ୍ସରେ ୨ ଥର ଅଲିମ୍ପିକ ପଦକ ଜିିତିଥିବା ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲରୁ…

ସଞ୍ଜୁ ସାମସନଙ୍କ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଜାନୁୟାରୀ ୧୯ରେ ଭାରତୀୟ ଦଳ ଚୟନ କରାଯିବ । ଏହି ଦଳରେ ସଞ୍ଜୁଙ୍କୁ ସ୍ଥାନ ମିଳି ନ ପାରେ । ଏପରିକି ତାଙ୍କ ବିରୋଧରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଅନୁମାନ କରାଯାଉଛି । କେରଳ କ୍ରିକେଟ ସଂଘ ସହ ସଞ୍ଜୁଙ୍କ ବିବାଦ ଏହାର ମୂଳ…

ବିସିସିଆଇର ୧୦ କଡା ନିୟମ

ନୂଆଦିଲ୍ଲୀ: କ୍ରମାଗତ ଖରାପ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏବେ ଆକ୍ସନ ମୁଡରେ ରହିଛି । ଏବେ ବିସିସିଆଇ ଖେଳାଳିମାନଙ୍କୁ ଶୃଙ୍ଖଳିତ ରଖିବା ପାଇଁ ଏବଂ କ୍ରୀଡା ମନୋନିବେଶ ନିମନ୍ତେ ୧୦ କଠୋର ନିୟମ ଲାଗୁ କରିଛି । ଆସନ୍ତୁ ନଜର ପକାଇବା ଏହି ନିୟମଗୁଡିକ ଉପରେ.. । ୧.ଘରୋଇ…

ସାଂସଦ ପ୍ରିୟା ସରୋଜଙ୍କ ସହ କ୍ରିକେଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ! 

ଜୌନପୁର: ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ସହ କ୍ରିକେଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଉତ୍ତରପ୍ରଦେଶର ମଛଲିଶହରରୁ ସମାଜବାଦୀ ପାର୍ଟି ଟିକେଟରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ପ୍ରିୟା। ପ୍ରିୟା ସରୋଜ ସମାଜବାଦୀ ପାର୍ଟି…

ଚାମ୍ପିୟନ୍ସ ଟ୍ରଫି ପାଇଁ ଦଳ ଘୋଷଣା କରିବେ ଅଗରକର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆର ଘୋଷଣା ଜାନୁୟାରୀ ୧୮ରେ କରିବ । ଚୟନକମିଟି ମୂଖ୍ୟ ଅଜିତ ଅଗରକର ଏହା ବିଧିବଦ୍ଧ ଭାବେ ଘୋଷଣା କରିବେ ବୋଲି ସ୍ପଷ୍ଟ ହୋଇଛି । ଏହି ଅବସରରେ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ…