Latest Odisha News

BREAKING NEWS

Browsing Category

ଖେଳ

ଭାରତୀୟ କ୍ରିକେଟରଙ୍କ ପାଇଁ ନୂଆ ନିୟମ, ଏଣିକି ସାଙ୍ଗରେ ପତ୍ନୀଙ୍କୁ ନେଇପାରିବେନି! 

ମୁମ୍ବାଇ: ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ବିସିସିଆଇ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ମୁମ୍ବାଇରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ…

ଇଂଲଣ୍ଡ ବିପକ୍ଷ ସିରିଜରେ ଏହି ଉପଲବ୍ଧି ହାସଲ କରିପାରନ୍ତି କୋହଲି

ନୂଆଦିଲ୍ଲୀ: ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷରେ ଭାରତ କ୍ରିକେଟ ଦଳ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ଟି୨୦ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା ହୋଇ ସାରିଛି । ଦିିନିକିଆ ସିରିଜ ପାଇଁ ଖୁବ ଶୀଘ୍ର ଦଳ ଘୋଷଣା କରାଯିବ । ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ…

ଆଇପିଏଲ ୨୦୨୫: ଅଧିନାୟକଙ୍କ ନାମ ଘୋଷଣା କଲା ପଞ୍ଜାବ କିଙ୍ଗସ

ଚଣ୍ଡୀଗଡ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣ ପାଇଁ ପଞ୍ଜାବ କିଙ୍ଗସ ଅଧିନାୟକ ନାମ ଘୋଷଣା କରିଛି । ସୋମବାର ଶ୍ରେୟାଶ ଆୟାରଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଟିଭି ଶୋ ବିଗ ବସ ମାଧ୍ୟମରେ ପଞ୍ଜାବ ଏହାର ଅଧିନାୟକଙ୍କ ନାମ ନିଆରା ଢ଼ଙ୍ଗରେ ଘୋଷଣା କରିଛି । ଏହି ଶୋରେ ସଲମାନ…

ଦିଲ୍ଲୀ ଏୟାରପୋର୍ଟରେ ହଟହଟା କ୍ରିକେଟର ଅଭିଷେକ ଶର୍ମା

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଟିମ୍ ଇଣ୍ଡିଆର ଉଦୀୟମାନ ତାରକା ଅଭିଷେକ ଶର୍ମାଙ୍କ ସହ ଅସଦାଚରଣ ହୋଇଥିବା ଜଣାପଡିଛି। ଅଭିଷେକ ଶର୍ମା ଏନେଇ ସୋମବାର ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ସୂଚନା ଦେଇଛନ୍ତି। କଡ଼ା ଭାବେ ନିନ୍ଦା କରିବା ସହ ସେ କହିଛନ୍ତି ଯେ ଦିଲ୍ଲୀ ବିମାନବନ୍ଦରରେ ଜଣେ…

ରୋନାଲ୍ଡୋଙ୍କ ଜେଟର ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପାଂଚ ଥର ବ୍ୟାଲେନ ଡି ଅର ପୁରସ୍କାର ଜିତିଥିବା ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ଏବେ ସାଉଦି ପ୍ରିମିୟର ଲିଗରେ ଖେଳୁଛନ୍ତି । ଅଲ ନସର କ୍ଲବ ସହ ଚୁକ୍ତିବଦ୍ଧ ହେବା ପରେ ରୋନାଲ୍ଡୋଙ୍କ ଆର୍ଥୀକ ସ୍ଥିତି ଆହୁରି ମଜଭୁତ ହେବାରେ ଲାଗିଛି । ରିପୋର୍ଟ ମୁତାବକ ୩୯ ବର୍ଷୀୟ ରୋନାଲ୍ଡୋ…

ଦୁବାଇ ୨୪ଏଚ୍ ରେସରେ ଜିତିଲେ ଅଭିନେତା ଅଜିତ୍ କୁମାର

ଦୁବାଇ: ସାଉଥ ସୁପରଷ୍ଟାର ଅଜିତ କୁମାର ପୁଣିଥରେ ରେସକୁ ଫେରିଛନ୍ତି। ଅଭିନେତା ଜଣକ ୨୪ଏଚ୍ ଦୁବାଇ ୨୦୨୫ ଏଣ୍ଡ୍ୟୁରାନ୍ସ ରେସରେ ଅଂଶଗ୍ରହଣ କରିଥିଲେ। ବିଜୟୀ ହେବା ପରେ ସେ ଭାରତୀୟ ପତାକା ହଲାଇ ସେଲିବ୍ରେସନ କରିଥିଲେ। ତାଙ୍କ ଟିମ୍ ପକ୍ଷରୁ 'ଏକ୍ସ'ରେ ଏନେଇ ସୂଚନା ଦିଆଯାଇଛି। କ୍ୟାପସନରେ…

କୋହଲି, ସ୍ମୃତି ୧୮ ନମ୍ବର ଜର୍ସିରେ କରୁଛନ୍ତି କମାଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ବିରାଟ କୋହଲି, ସ୍ମୃତି ମାନ୍ଧନାଙ୍କ ପ୍ରଦର୍ଶନକୁ କିଏ ବା ଭୁଲି ପାରିବ । ସବୁଠାରୁ ମଜା କଥା ଏହି ଦୁଇ ଖେଳାଳି ୧୮ ନମ୍ବର ଜର୍ସି ପିନ୍ଧନ୍ତି । ପୁରୁଷ କ୍ରିକେଟରେ କୋହଲି ଓ ମହିଳାରେ ସ୍ମୃତିଙ୍କ ପ୍ରଦର୍ଶନକୁ ତୁଳନା କଲେ ଆଉ ଏକ…

ତ୍ରିଶତକ ମାରି ଚର୍ଚ୍ଚାରେ ଥିଲେ, ୭ ବର୍ଷ ପରେ ପୂନର୍ବାର ଫେରିବେ କି ଦଳକୁ

ନୂଆଦିଲ୍ଲୀ: ୨୦୧୬ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ଯୁବ ବ୍ୟାଟ୍ସମ୍ୟାନ କରୁଣ ନାୟାର ତ୍ରିଶତକ ମାରି ଚର୍ଚ୍ଚାରେ ଥିଲେ । ଏହା ପରେ ସେ ୩ଟି ଟେଷ୍ଟରେ ୫୪ ରନ କରିବା ଯୋଗୁ ଦଳରୁ ବାଦ ପଡିଥିଲେ । ସେବେଠାରୁ ସେ ଆଉ ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି । ଚଳିତ ବିଜୟ ହଜାରେ ଟ୍ରଫିରେ କରୁଣ…

ବୁମରାହ ହୋଇପାରିବେ କି ନିୟମିତ ଅଧିନାୟକ

ମୁମ୍ବାଇ: ରୋହିତ ଶର୍ମାଙ୍କ ସ୍ଥାନରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ କିଏ ହେବ ସେ ନେଇ ବିସିସିଆଇ ବିଚାର ବିମର୍ଶ ଆରମ୍ଭ କରିଦେଇଛି । ଯଶପ୍ରୀତ ବୁମରାହ ଏହି ଦୌଡରେ ଆଗରେ ରହିଛନ୍ତି । ତେବେ ତାଙ୍କ ଆଘାତ ସମସ୍ୟା ବିସିସିଆଇକୁ ଚିନ୍ତାରେ ପକାଇଛି । ଏବେ ସେ ଅନଫିଟ ରହିବା ଯୋଗୁ ଚାମ୍ପିୟନ୍ସ…

ମହିଳା କ୍ରିକେଟ: ସ୍ମୃତି ମାନ୍ଧନାଙ୍କ ରେକର୍ଡ ଭାଙ୍ଗିଲେ ଈରା

ମୁମ୍ବାଇ:ମୁମ୍ବାଇର ୧୪ ବର୍ଷୀୟା ଓପନର ଈରା ଯାଦବ ୧୯ ବର୍ଷରୁ କମ ଘରୋଇ କ୍ରିକେଟରେ ରେକର୍ଡ କରିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ଭାରତ ପକ୍ଷରୁ ୧୯ ବର୍ଷରୁ କମ କ୍ରିକେଟରେ ତ୍ରିଶତକ ହାସଲ କରିଛନ୍ତି । ମୁମ୍ବାଇର ଏହି ପ୍ରତିଭାବାନ ଖେଳାଳି ଚମତ୍କାର ପ୍ରଦର୍ଶନ କରି ସ୍ମୃତି ମାନ୍ଧାନାଙ୍କ…