Latest Odisha News

BREAKING NEWS

Browsing Category

ଖେଳ

ମହିଳା କ୍ରିକେଟ: ୪ ବର୍ଷରେ ୧୧ଟିମ ଖେଳିବ ୪୦୦ ମ୍ୟାଚ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ୨୦୨୫ରୁ ୨୦୨୯ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ୪ ବର୍ଷ ମଧ୍ୟରେ ୧୧ଟି ମହିଳା ଟିମ ୪୦୦ରୁ ଊର୍ଦ୍ଧ୍ୱ ମ୍ୟାଚ ଖେଳିବେ । ମହିଳା କ୍ରିକେଟରେ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରାଯିବ ବୋଲି ଏହି କାର୍ଯ୍ୟସୂଚୀରେ ଘୋଷଣା କରାଯାଇଛି । ପ୍ରତ୍ୟେକ…

ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ସାଜିଛନ୍ତି ରାହାଣେ, ପୂଜାରା

ନୂଆଦିଲ୍ଲୀ:ନ୍ୟୁଜିଲାଣ୍ଡ ନିକଟରୁ ଶୋଚନୀୟ ଭାବେ ସିରିଜ ପରାଜୟବରଣ କରିବା ପରେ ଏବେ ବିଭିନ୍ନ ମହଲରେ ଟିମ ଇଣ୍ଡିଆ ସମାଲୋଚିତ ହେଉଛି । ଏପରିକି ସୋସିଆଲ ମିଡିଆରେ ମଧ୍ୟ ଏହି ଟିମକୁ ଟ୍ରୋଲ କରାଯାଉଛି । ବ୍ରିଙ୍ଗ ବ୍ୟାକ ପୂଜାରା ଓ ବ୍ରିଙ୍ଗ ବ୍ୟାକ ରାହାନେ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ…

ଅବସର ଘୋଷଣା କଲେ ରିଦ୍ଧିମାନ ଶାହ

କୋଲକାତା: ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଚଳିତ ରଣଜୀ ସିଜନ ପରେ ସେ କ୍ରିକେଟକୁ ଅଲବିଦା କହିବେ । ୪୦ ବର୍ଷୀୟ ରିଦ୍ଧିମାନ ଭାରତ ପକ୍ଷରୁ ୪୦ ଟେଷ୍ଟ ଖେଳିଛନ୍ତି । ସେ ୩ଶତକ ସହ ୧୩୫୩ ରନ ସଂଗ୍ରହ କରିଛନ୍ତି ।…

କେଉଁଠି ଓ କେବେ ହେବ ଆଇପିଏଲ୍ ୨୦୨୫ର ମେଗା ନିଲାମ…

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମ ନଭେମ୍ବର ଶେଷ ସପ୍ତାହ ବେଳକୁ ସାଉଦିଆରବର ରିୟାଦରେ ହୋଇପାରେ। ଏହି ମେଗା ନିଲାମ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ନିଜ ନିଜ ରିଟେନ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି। ମେଗା ନିଲାମ ପୂର୍ବରୁ ମୋଟ ୪୬ ଖେଳାଳିଙ୍କୁ ରିଟେନ ରଖାଯାଇଛି |…

କୁଚବେହାର ଟ୍ରଫି: ଓଡିଶାର ନେତୃତ୍ୱ ନେବେ ଶ୍ରେୟାଂଶ

ଭୁବନେଶ୍ୱର: ୧୯ ବର୍ଷରୁ କମ କୁଚ ବେହାର ଟ୍ରଫି କ୍ରିକେଟ ପାଇଁ ଓଡିଶା ଦଳର ଘୋଷଣା କରାଯାଇଛି । ଘୋଷିତ ୧୮ ଜଣିଆର ଦଳର ନେତୃତ୍ୱ ଶ୍ରେୟାଂଶ ଭରଦ୍ୱାଜ ନେବେ । ଓସିଏ ଚୟନ କମିଟି ଏବଂ ମୂଖ୍ୟ କୋଚ ପ୍ରଭଞ୍ଜନ ମଲିକ ରବିବାର ଦଳ ଘୋଷଣା କରିଥିଲେ । ଓଡିଶା ତାର ପ୍ରଥମ ମ୍ୟାଚ ଦିଲ୍ଲୀରେ ନଭେମ୍ବର…

ଆକାଶଦୀପଙ୍କ ନାମରେ ଅଲୋଡା ବିଶ୍ୱରେକର୍ଡ

ମୁମ୍ବାଇ: ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ନିକଟରୁ ଭାରତୀୟ କ୍ରିକେଟ ଟିମ ୦-୩ରେ ସିରିଜ ପରାଜୟବରଣ କରିଛି । ଏଠାରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ଭାରତ ୨୫ ରନରେ ପରାଜିତ ହୋଇଛି । ଏହି ମ୍ୟାଚରେ ଭାରତର ବୋଲର ଆକାଶଦୀପଙ୍କ ନାମରେ ଏକ ଅଲୋଡା ବିଶ୍ୱରେକର୍ଡ ସ୍ଥାପନ ହୋଇଛି । ଗୋଟିଏ ମ୍ୟାଚରେ…

ଇଂଲଣ୍ଡ ବିପକ୍ଷ ବାରବାଟୀ ଦିନିକିଆ ପାଇଁ ଘୋଷଣା ହେଲା ଟିକେଟ ଦର

କଟକ: ଆସନ୍ତା ବର୍ଷ ଫେବୃୟାରୀ ୯ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଡେନାଇଟ ମ୍ୟାଚ ଖେଳାଯିବ । ଓଡିଶା କ୍ରିକେଟ ଆସୋସିଏଶନ ଏ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ରବିବାର ଓସିଏ ପକ୍ଷରୁ ଏହି ମ୍ୟାଚ ପାଇଁ ଟିକେଟ ଦର ଘୋଷଣା କରାଯାଇଛି । ଏଥର…

୪ ସିନିୟରଙ୍କ ଉପରେ ଝୁଲିଲା ଖଣ୍ଡା

ମୁମ୍ବାଇ: ନ୍ୟୁଜିଲାଣ୍ଡ ନିକଟରୁ ଶୋଚନୀୟ ଭାବେ ଟେଷ୍ଟ ସିରିଜ ପରାଜୟବରଣ କରିବା ଏବେ ଭାରତୀୟ କ୍ରିକେଟ ଦଳର କେତେକ ସିନିୟର ଖେଳାଳିଙ୍କୁ ହରଡଘଣାରେ ପକାଇ ଦେଇଛି । ବିସିସିଆଇ କଠୋର ପନ୍ଥା ଆପଣାଇବା ପାଇଁ ବିଚାର କରୁଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏପରିକି ଭାରତରେ ଏହି ସିନିୟର…

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତଙ୍କ ଖେଳିବା ନେଇ ସନ୍ଦେହ

ମୁମ୍ବାଇ: ନ୍ୟୁଜିଲାଣ୍ଡ ନିକଟରୁ ଶୋଚନୀୟ ଭାବେ ପରାଜିତ ହେବା ପରେ ଭାରତୀୟ କ୍ରିକେଟ ଟିମ ଏବଂ ଅଧିନାୟକ ରୋହିତ ଶର୍ମା ସମାଲୋଚିତ ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲାରେ ରୋହିତ ଖେଳିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି…

ଗମ୍ଭୀର ସମସ୍ୟା: ୨୪ ବର୍ଷ ପରେ ଘରେ ଟିମ ଇଣ୍ଡିଆର ଲଜ୍ଜ୍ୱାଜନକ ହ୍ୱାଇଟୱାଶ

ମୁମ୍ବାଇ: ୱାଙ୍ଖେଡରେ ଭାରତକୁ ୨୫ ରନରେ ପରାସ୍ତ କରି ନ୍ୟୁଜିଲାଣ୍ଡ ୩ ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିନ ସୁଇପ କରିଛି । ଏଥିସହ ପ୍ରଥମ ଥର ପାଇଁ ଘରୋଇ ପରିବେଶରେ ଭାରତ ୩ କିମ୍ବା ଅଧିକ ମ୍ୟାଚରେ ହ୍ୱାଇଟୱାଶ ହୋଇଛି । ୨୦୦୦ରେ ଦକ୍ଷିଣ ଆଫ୍ରିକା ୨-୦ରେ ଭାରତକୁ ପରାସ୍ତ କରିଥିଲା ।…