Latest Odisha News

BREAKING NEWS

Browsing Category

ଖେଳ

ରଣଜୀ ଟ୍ରଫି: ଆୟାରଙ୍କ ଶତକ, ମୁମ୍ବାଇ ୩୮୫/୩

ମୁମ୍ବାଇ: ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏର ଏକ ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ବିନିମୟରେ ୩୮୫ ରନ ସଂଗ୍ରହ କରିନେଇଛି । ଓଡିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାର ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଶ୍ରେୟାଶ ଆୟାର…

ଇଂଲଣ୍ଡର ପୂର୍ବତନ ଅଧିନାୟକ କହିଲେ ଅଷ୍ଟ୍ରେଲିଆରେ ମଧ୍ୟ କୋହଲି, ରୋହିତ କିଛି କରି ପାରିବେନି

ନୂଆଦିଲ୍ଲୀ: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବେଳା ଭଲ ନାହିଁ । ଦୁଇଜଣଙ୍କ ବ୍ୟାଟ ଏବେ ନୀରବ ହୋଇ ପଡିଛି । ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଏମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏହି ଦୁଇ ମହାନ…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ଶ୍ରେଷ୍ଠ ୨୦ରୁ ଖସିଲେ କୋହଲି

ଦୁବାଇ: ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶୀର୍ଷ ୨୦ରୁ ବାଦ ପଡିଛନ୍ତି । କୋହଲି ୮ଟି ସ୍ଥାନ ତଳକୁ ଖସି ୨୨ ନମ୍ବର ସ୍ଥାନରେ ରହିଛନ୍ତି । ଅପରପକ୍ଷରେ ରିଷଭ ପନ୍ତ ୫ଟି ସ୍ଥାନ ଉନ୍ନୀତ ହୋଇ ଷଷ୍ଠ ସ୍ଥାନ ହାସଲ କରିଛନ୍ତି । ଶୁଭମନ ଗିଲ ୧୬ତମ…

ଆଇପିଏଲ ମେଗା ନିଲାମ: ପନ୍ତ, ରାହୁଲ, ଷ୍ଟାର୍କ ସର୍ବୋଚ୍ଚ ବେସ ପ୍ରାଇସରେ ସାମିଲ

ଜେଦାହ: ସାଉଦିଆରବର ଜେଦାହରେ ଆଇପିଏଲ ୨୦୨୫ର ମେଗା ନିଲାମ ୨୪ ଓ ୨୫ ନଭେମ୍ବରରେ ଆୟୋଜିତ ହେବ । ୧୫୭୪ ଖେଳାଳିଙ୍କ ନାମ ପଂଜୀକରଣ କରାଯାଇଛି । ରିଷଭ ପନ୍ତ, କେଏଲ ରାହୁଲ ଓ ମିଚେଲ ଷ୍ଟାର୍କଙ୍କ ପରି ଖେଳାଳିଙ୍କ ସର୍ବୋଚ୍ଚ ବେସ ପ୍ରାଇସରେ ସାମିଲ କରାଯାଇଛି । ରବିଚନ୍ଦ୍ରନ ଅଶ୍ୱୀନ, ମହମ୍ମଦ…

ଆଇପିଏଲ ମେଗା ନିଲାମ: ଘୋଷଣା ହେଲା ସ୍ଥାନ ଏବଂ ତାରିଖ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ମେଗା ନିଲାମ ପାଇଁ ବିସିସିଆଇ ସ୍ଥାନ ଏବଂ ତାରିଖ ଘୋଷଣା କରିଛି । ଏହା ସାଉଦି ଆରବରେ ହେବ ବୋଲି ପ୍ରାୟତଃ ଚୂଡାନ୍ତ ହୋଇଥିଲା । ମଙ୍ଗଳବାର ଏହା ସ୍ପଷ୍ଟ କରାଯାଇଛି ଯେ, ଜେଦାହରେ ନଭେମ୍ବର ୨୪ ଓ ୨୫ରେ ଏହି ମେଗା ନିଲାମ ଆୟୋଜିତ ହେବ । ଏହି…

ଅଲିମ୍ପିକ୍ସରେ ପଦକ ଜିତିଥିବା ମହିଳା ବକ୍ସର ଇମାନେ ପୁରୁଷ !

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବିବାଦୀୟ ମହିଳା ବକ୍ସର ଇମାନେ ଖେଲିଫ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ସମୟରେ ଇମାନେ ପୁରୁଷ ବୋଲି ଦାବୀ ହୋଇଥିଲା । ତେବେ ଏହାର ପ୍ରଭାବ କିଛି ପଡି ନ ଥିଲା ଏବଂ ସେ ସ୍ୱର୍ଣ୍ଣ ଜିତିଥିଲେ । ଏବେ ତାଙ୍କର ଏକ ଡାକ୍ତରୀ ରିପୋର୍ଟ କ୍ରୀଡା ଦୁନିଆକୁ…

ଟି୨୦: ବିଶ୍ୱ ଚାମ୍ପିୟନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କାହାର ପଲା ରହିବ ଭାରୀ

ଡର୍ବାନ: ଟି୨୦ ବିଶ୍ୱଚାମ୍ପିୟନ ଭାରତୀୟ କ୍ରିକେଟ ଦଳ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ଏହି ଗସ୍ତରେ ଭାରତ ୩ଟି ଟି୨୦ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚ ନଭେମ୍ବର ୮ରେ ଡର୍ବାନରେ ଖେଳାଯିବ । ଦକ୍ଷିଣ ଆଫ୍ରିକା ଘରୋଇ ପରିବେଶରେ ଟି୨୦ ବିଶ୍ୱକପ ଫାଇନାଲ ପରାଜୟର ମଧୂର ପ୍ରତିଶୋଧ ନେବାକୁ…

ଜାତୀୟ ପୁରୁଷ ହକି ଚାମ୍ପିୟନଶିପ: ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ଜାତୀୟ ପୁରୁଷ ହକି ଚାମ୍ପିୟନଶିପ ତାମିଲନାଡୁରେ ଆୟୋଜିତ ହେବ । ଏହା ନଭେମ୍ବର ୪ରୁ ୧୬ ପର୍ଯ୍ୟନ୍ତ ଖେଳାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ଏଥିନେଇ ଓଡିଶା ତାର ୧୮ଜଣିକିଆ ଦଳ ଘୋଷଣା କରିଛି । ରାଜସ୍ଥାନ, ଅରୁଣାଚଳ ଓ ପୁଡୁଚେରୀ ସହ ଓଡିଶା ଖେଳିବ । ନଭେମ୍ବର…

୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ନିଜ ଆଡୁ ଚିଠି ଲେଖିଲା ଭାରତ

ନୂଆଦିଲ୍ଲୀ: ଦେଶକୁ କ୍ରୀଡା କ୍ଷେତ୍ରରେ ମହାଶକ୍ତି କରିବା ଦିଗରେ ବଡ ପଦକ୍ଷେପ ନେଇଛି ଭାରତ । ଅକ୍ଟୋବର ୧ରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ ଆନୁଷ୍ଠାନିକ ଭାବେ ୨୦୩୬ ମସିହାରେ ଅଲିମ୍ପିକ୍ ଏବଂ ପାରାଲିମ୍ପିକ୍ ଗେମ୍ସ ଆୟୋଜନ କରିବା ପାଇଁ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟିକୁ ଏକ ଚିଠି…

କୋଚିଂ ନେଇ ଗୌତମଙ୍କୁ ଗମ୍ଭୀର ହେବାକୁ ପଡିବ

ଗୌତମ ଗମ୍ଭୀରଙ୍କୁ ଭାରତୀୟ ଦଳର କୋଚ କରାଯିବା ପୂର୍ବରୁ ଅନେକ ନାଟକୀୟ ପରିସ୍ଥିତି ଦେଖିବାକୁ ପଡିଥିଲା । ବିସିସିଆଇ ଅନଭିଜ୍ଞ ଗମ୍ଭୀରଙ୍କୁ ବଡ ଦାୟିତ୍ୱ ପ୍ରଦାନ କରିଥିଲା । ତେବେ ତାଙ୍କର ସମସ୍ତ କଥା ମାନିନେବା ଏବେ ସମସ୍ୟା ସୃଷ୍ଟି କରିଛି । ଟି୨୦ ବିଶ୍ୱକପ ଜିତିବା ପରେ ରାହୁଲ…