Latest Odisha News

BREAKING NEWS

Browsing Category

ଖେଳ

ପୂନର୍ବାର ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୧୫୬ରେ ଅଲଆଉଟ

ପୁଣେ: ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡଠାରୁ ହାରିବା ସତ୍ୱେ ଭାରତୀୟ କ୍ରିକେଟ ଟିମ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ୨୫୯ ରନ ଜବାବରେ ଟିମ ଇଣ୍ଡିଆ ୧୫୬ ରନ କରି ଅଲଆଉଟ ହୋଇଯାଇଛି । ଘରୋଇ ଦଳ ଏବେ ଭ୍ରମଣକାରୀ…

ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ବଡ ସ୍କୋର କଲା ଜିମ୍ବାୱେ

ଦୁବାଇ: ଜିମ୍ବାୱେ କ୍ରିକେଟ ଟିମ ଟି୨୦ ଆନ୍ତର୍ଜାତୀୟ ମ୍ୟାଚରେ ସବୁଠାରୁ ବଡ ସ୍କୋର କରିବାର ଗୌରବ ଅର୍ଜନ କରିଛି । ଆଇସିସି ପୁରୁଷ ଟି୨୦ ବିଶ୍ୱକପ ରିଜିଓନାଲ ଆଫ୍ରିକା କ୍ୱାଲିଫାୟର ଗ୍ରୁପ ବିରେ ଗାମ୍ବିଆ ବିପକ୍ଷରେ ଜିମ୍ବାୱେ ୩୪୪ ରନ ସଂଗ୍ରହ କରିଥିଲା । ଅଧିନାୟକ ସିକନ୍ଦର ରାଜା ୪୩ ବଲରେ…

ଚୂଡାନ୍ତ ଏକାଦଶ ଚୟନ ନେଇ ଦ୍ୱନ୍ଦ୍ୱରେ ଟିମ ଇଣ୍ଡିଆ

ପୁଣେ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପୁଣେରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳାଯିବ । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ଟିମ ଇଣ୍ଡିଆ ଏହି ମ୍ୟାଚରେ ବିଜୟ ହାସଲ କରି ସିରିଜ ବରାବର କରିବା ଲକ୍ଷ୍ୟରେ ରହିବ । ତେବେ ଏହି ମ୍ୟାଚ ପାଇଁ ଚୂଡାନ୍ତ ଏକାଦଶ ଚୟନ ନେଇ ଟିମ ଇଣ୍ଡିଆ ଦ୍ୱନ୍ଦ୍ୱରେ ରହିଛି…

ଆସନ୍ତୁ ଜାଣିବା ବବିତା ଫୋଗଟ କାହାକୁ କହିଲେ ଦିଦି ତୁମେ କଣ ପାଇଲ ?

ନୂଆଦିଲ୍ଲୀ: ରେସଲର ସାକ୍ଷୀ ମଲିକ ତାଙ୍କ ଆତ୍ମକଥା ୱିଟନେସ ମାଧ୍ୟମରେ ପୂନର୍ବାର ଚର୍ଚ୍ଚାକୁ ଆସିଛନ୍ତି । ସାକ୍ଷୀ ଏବେ ଅନେକ ରହସ୍ୟ ଉଜାଗର କରିଛନ୍ତି । ଅବଶ୍ୟ ଏହା ସତ କି ମଛ ତାହା ପ୍ରମାଣିତ ହୋଇନି । ପୂର୍ବତନ ରେସଲର ତଥା ବିଜେପି ନେତ୍ରୀ ବବିତା ଫୋଗଟ ଏବେ ସାକ୍ଷୀଙ୍କୁ କଡା ସମାଲୋଚନା…

ରାହୁଲଙ୍କୁ ସମର୍ଥନ ଦେଲେ କୋଚ ଗୌତମ ଗମ୍ଭୀର

ପୁଣେ: ଭାରତୀୟ କ୍ରିକେଟ ଟିମର ମୂଖ୍ୟ କୋଚ ଗୌତମ ଗମ୍ଭୀର ଖରାପ ଫର୍ମରେ ଥିବା କେଏଲ ରାହୁଲଙ୍କୁ ସମର୍ଥନ ଦେଇଛନ୍ତି । ସୋସିଆଲ ମିଡିଆରେ ଆଲୋଚନା କରିବା ଅପେକ୍ଷା ଟିମ ମ୍ୟାନେଜମେଂଟର ନିଷ୍ପତି ଗୁରୁତ୍ୱ ବହନ କରିଥାଏ । ବେଙ୍ଗାଲୁରରେ ଖେଳା ଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ…

ରାଜ୍ୟରେ କ୍ରୀଡାର ବିକାଶ ପାଇଁ କ୍ରୀଡାନୀତି ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି: କ୍ରୀଡାମନ୍ତ୍ରୀ

ଭୁବନେଶ୍ୱର: କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଆଜି କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଟେନିସ୍‌ ସେଣ୍ଟର ଅଡ଼ିଟୋରିୟମ୍ ଠାରେ ଓଡ଼ିଶା କ୍ରୀଡାନୀତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି…

ଅବସର ନିଷ୍ପତିରୁ ଓହରିବେ କି ୱାର୍ଣ୍ଣର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଅବସର ନିଷ୍ପତିରୁ ଓହରିବା ନେଇ ସୂଚନା ଦେଇଛନ୍ତି । ଏପରିକି ଯଦି ସମ୍ଭବ ହୁଏ ତେବେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବା ନେଇ ଆଶା ବ୍ୟକ୍ତ କରିଛନ୍ତି । ଚଳିତ ବର୍ଷ ଜାନୁୟାରୀରେ ସେ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା…

ଆସନ୍ତୁ ଜାଣିବା ରୋହିତ କାହିଁକି ସଞ୍ଜୁ ସାମସନଙ୍କୁ କହିଲେ ତୁମେ ମୋତେ ମନେ ମନେ ଗାଳି ଦେଉଛ

ବେଙ୍ଗାଲୁର: ନିକଟରେ ଏକ ସାକ୍ଷାତକାରରେ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଟି୨୦ ବିଶ୍ୱକପ ଫାଇନାଲରେ ସେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇ ଯାଇଥିଲା । ଏପରିକି ତାଙ୍କୁ ପ୍ରସ୍ତୁତ ରହିବା ପାଇଁ ମଧ୍ୟ କୁହାଯାଇଥିଲା । ତେବେ ଶେଷ…

ଦ୍ୱିତୀୟ ଟେଷ୍ଟ ପାଇଁ ଉପଲବ୍ଧ ହେବେ ପନ୍ତ, ଗିଲ

ପୁଣେ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୁଣେରେ ଖେଳାଯିବ । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ଟିମ ଇଣ୍ଡିଆ ଏହି ମ୍ୟାଚକୁ ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରିବ । ଷ୍ଟାର ୱିକେଟକିପର ରିଷଭ ପନ୍ତ ଓ ଶୁଭମନ ଗିଲ ଆଘାତ ସମସ୍ୟାରେ ପଡିଥିବାରୁ ସେମାନଙ୍କ ଖେଳିବା ନେଇ ସଂଶୟ…

ବ୍ରିଜ ଭୂଷଣଙ୍କୁ ହଟାଇବା ପାଇଁ ବବିତା ଫୋଗଟ କରିଥିଲେ ଷଡଯନ୍ତ୍ର: ସାକ୍ଷୀ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ସାକ୍ଷୀ ମଲିକ ପୂର୍ବତନ କ୍ରୀଡାବିତ୍ ତଥା ଭାରତୀୟ ଜନତା ପାର୍ଟି ନେତା ବବିତା ଫୋଗଟଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର କୁସ୍ତି ଖେଳାଳିଙ୍କୁ ନେଇ ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ସଭାପତି…