Latest Odisha News

BREAKING NEWS

Browsing Category

ଖେଳ

ବୟସକୁ ନେଇ ଭାଇରାଲ ହେଉଛି ବୈଭବଙ୍କ ପୁରୁଣା ବୟାନ, ମୁହଁ ଖୋଲିଲେ ବାପା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ମେଗା ନିଲାମରେ ରାଜସ୍ଥାନ ରୟାଲ୍ସ ୧କୋଟି ୧୦ ଲକ୍ଷ ଟଙ୍କାରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ନେଇଛି । ୧୩ ବର୍ଷୀୟ ବୈଭବ ଏବେ ରାତାରାତି ଷ୍ଟାର ପାଲଟି ଯାଇଛି । ତେବେ ତାଙ୍କ ବୟସକୁ ନେଇ ସୋସିଆଲ ମିଡିଆରେ ବିବାଦ ସୃଷ୍ଟି ହୋଇଛି । ଏପରିକି ତାଙ୍କ…

ଆଇପିଏଲ ମେଗା ନିଲାମ ପରେ କେଉଁ ଟିମ ହେଲା ମଜଭୁତ

ଆଇପିଏଲ ୨୦୨୫ ମେଗା ନିଲାମ ପରେ ସମ୍ପୂର୍ଣ୍ଣ ଟିମ ନୂଆ ରୂପରେ ପ୍ରସ୍ତୁତ ଅଛି । ଫ୍ରାଂଚାଇଜରମାନେ ଦଳକୁ ମଜଭୁତ କରିବା ପାଇଁ ସମସ୍ତ କୌଶଳ ଆପଣାଇଛନ୍ତି । ନିଲାମରେ ୫୭୭ ଖେଳାଳି ସାମିଲ ହୋଇଥିଲେ । ୬୨ ବିଦେଶୀ ସହ ଓଭରାଲ ୧୮୨ ଖେଳାଳି ବିକ୍ରି ହୋଇଛନ୍ତି । ଆସନ୍ତୁ ନଜର ପକାଇବା ଏବେ କେଉଁ…

ଆଇପିଏଲ ନିଲାମ: ୧୩ ବର୍ଷରେ କୋଟିପତି ହେଲେ ବୈଭବ

ଜେଦାହ:ଆଇପିଏଲ ୨୦୨୫ ମେଗା ନିଲାମରେ ୧୩ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ କୋଟିପତି ହୋଇଛନ୍ତି । ତାଙ୍କୁ ରାଜସ୍ଥାନ ରୟାଲ୍ସ ୧ କୋଟି ୧୦ ଲକ୍ଷ ଟଙ୍କାରେ ଦଳରେ ନେଇଛି । ବିହାରର ବୈଭବ ବାମହାତୀ ବ୍ୟାଟ୍ସମ୍ୟାନ । ବୟସ କମ ହେଲେ ମଧ୍ୟ ତାଙ୍କ ନିକଟରେ କ୍ରିକେଟ ଦକ୍ଷତା ଭରି ରହିଛି । ସେ…

୧୮ ବର୍ଷୀୟ ଆଫଗାନୀ ସ୍ପିନରଙ୍କୁ ୪.୮୦ କୋଟିରେ ନେଲା ମୁମ୍ବାଇ

ମୁମ୍ବାଇ: ଆଇପିଏଲ ୨୦୨୫ ମେଗା ନିଲାମରେ ଆଫଗାନିସ୍ତାନର ଯୁବ ଲେଗ ସ୍ପିନର ଆଲା ଗଜନାଫରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୪.୮୦ କୋଟିରେ ଦଳରେ ନେଇଛି । ଏହି ୧୮ ବର୍ଷୀୟ ସ୍ପିନରଙ୍କୁ ନେବା ପାଇଁ କୋଲକାତା ନାଇଟ ରାଇଡର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ମୁମ୍ବାଇ ମଧ୍ୟରେ କଡା ମୁକାବିଲା…

ଆଇପିଏଲ ମେଗା ନିଲାମ: ଚର୍ଚ୍ଚାରେ ଅଂଶୁଲ କମ୍ବୋଜ

ଜେଦାହ: ଆଇପିଏଲ ୨୦୨୫ ପାଇଁ ମେଗା ନିଲାମ ଚାଲିଛି । ଷ୍ଟାର ଖେଳାଳିଙ୍କ ପରେ ଏବେ ଫ୍ରାଂଚାଇଜର ମାନେ ଯୁବ ଖେଳାଳିମାନଙ୍କୁ ଦଳରେ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଦ୍ୱିତୀୟ ଦିବସରେ ଯୁବ ଖେଳାଳି ଅଂଶୁଲ କମ୍ବୋଜ ଚର୍ଚ୍ଚାର କାରଣ ସାଜିଛନ୍ତି । ହରିୟାଣାର ଏହି ଯୁବ ବୋଲର ରଣଜୀରେ…

ଏହି ୫ କାରଣ ଯୋଗୁ ଭାରତ ଜିତିଲା ପର୍ଥ ଟେଷ୍ଟ

ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ପ୍ରଥମ ଟେଷ୍ଟକୁ ବୃହତ ବ୍ୟବଧାନରେ ଜିତିଛି । ଯଶସ୍ୱୀ ଜୈସୱାଲ ଓ ଅଧିନାୟକ ଯଶପ୍ରୀତ ବୁମରାହ ପ୍ରଦର୍ଶନ ଭାରତ ବିଜୟରେ ମୂଖ୍ୟ କାରଣ ସାଜିଥିଲା । ଆସନ୍ତୁ ନଜର ପକାଇବା କେଉଁ କାରଣ ଯୋଗୁ ଭାରତ ଏହି ମ୍ୟାଚକୁ ଜିତିଥିଲା । ପ୍ରଥମେ…

ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡି଼, ୪ ଆହତ

ବ୍ରହ୍ମପୁର: ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ନେଇ ଯାଉଥିବା ଗାଡି ସୋମବାର ଖୋର୍ଦ୍ଧା ଜିଲ୍ଲାର ବଡପୋଖରିଆ ଅଞ୍ଚଳରେ ଏକ ଅଟୋରିକ୍ସାକୁ ଧକ୍କା ଦେଇଛି। ଫଳରେ ୪ ଜଣ ଆହତ ହୋଇଛନ୍ତି। ସୂଚନାନୁସାରେ, ୧୬ ନଂ ଜାତୀୟ ରାଜପଥର ବଡପୋଖରିଆ ଛକ ନିକଟରେ ଏସୟୁଭି ଅଟୋରିକ୍ସାକୁ ଧକ୍କା ଦେଇଥିଲେ…

ବିରାଟଙ୍କ ଛକାରେ ଫାଟିଲା ସିକ୍ୟୁରିଟି ଗାର୍ଡଙ୍କ ମୁଣ୍ଡ

ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ଦଳ ଜବରଦସ୍ତ ବ୍ୟାଟିଂ କରିଥିଲେ। ଓପନର୍ ୟଶସ୍ୱୀ ଜୈସୱାଲ ଏବଂ କେ. ଏଲ୍ ରାହୁଲ ୨୦୧ ରନ୍ ଯୋଡିଥିଲେ। ୟଶସ୍ୱୀ ୧୬୧ ରନ ଏବଂ ରାହୁଲ ୭୭ ରନ ବନାଇଥିଲେ। ତାଙ୍କ ପରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ।…

ଐତିହାସିକ ବିଜୟ: ପର୍ଥରେ ଅଷ୍ଟ୍ରେଲିଆଠୁ ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ: ପର୍ଥ ଟେଷ୍ଟରେ ପ୍ରତିଶୋଧ ନେଲା ଭାରତ । ୨୯୫ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଐତିହାସିକ ବିଜୟର ସ୍ବାଦ ଚଖାଇଲେ ଟିମ୍ ଇଣ୍ଡିଆ । ତେବେ ପର୍ଥରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଭାରତ ଅଷ୍ଟ୍ରେଲିଆଠାରୁ ୧-୦ରେ ଆଗୁଆ ରହି ୫ ଟେଷ୍ଟ ସିରିଜ ବିଶିଷ୍ଟ ଟେଷ୍ଟ ସିରିଜର…

ଭେଙ୍କେଟେଶଙ୍କୁ ୨୩.୭୫ରେ ନେଲା କେକେଆର

କୋଲକାତା: ଆଇପିଏଲ ୨୦୨୫ ମେଗା ନିଲାମରେ ଭାରତୀୟ ଖେଳାଳିଙ୍କ ଉପରେ ଫ୍ରାଂଚାଇଜମାନେ ସମ୍ପୂର୍ଣ୍ଣ ବିଶ୍ୱାସ ପ୍ରକଟ କରିଛନ୍ତି । ଷ୍ଟାର ଅଲରାଉଣ୍ଡର ଭେଙ୍କେଟେଶ ଆୟାରଙ୍କୁ କୋଲକାତା ନାଇଟ ରାଇଡର୍ସ ୨୩.୭୫ କୋଟିରେ ନେଇଛି । କେକେଆର ଏହି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ୨କୋଟି…