Latest Odisha News

BREAKING NEWS

Browsing Category

ଖେଳ

ଟି୨୦: ଶିବମଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଆଫଗାନିସ୍ତାନକୁ ହରାଇଲା ଭାରତ

ମୋହାଲୀ: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୬ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ…

ଖୋ ଖୋ: ସେମିରୁ ବିଦା ହେଲା ଓଡିଶା

କଟକ: ସ୍ଥାନୀୟ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍ଟିମେଟ ଖୋ ଖୋରେ ଓଡିଶାର ଅଭିଯାନ ସେମିଫାଇନାଲରେ ଶେଷ ହୋଇଛି । ଏହା ଖୋ ଖୋ ପ୍ରେମୀଙ୍କୁ ନିରାଶ କରିଛି । ଗତ ସଂସ୍କରଣର ଚାମ୍ପିୟନ ଓଡିଶା ଲିଗ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିରେ ଗୁଜରାଟ ଜ୍ୟାଂଟସ…

ଇଂଲଣ୍ଡ ବିପକ୍ଷ ସିରିଜରେ ରାହୁଲ କରିବେନି ୱିକେଟ କିପିଂ

ନୂଆଦିଲ୍ଲୀ: ଆଘାତ ସମସ୍ୟାରୁ ମୁକୁଳିବା ପରେ କେଏଲ ରାହୁଲଙ୍କ ୱିକେଟ କିପିଂ ଦକ୍ଷତା ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଏହା ବ୍ୟତୀତ ତାଙ୍କ ବ୍ୟାଟିଂ ପ୍ରଦର୍ଶନରେ ସୁଧାର ହେବାରେ ଲାଗିଛି । ୱିକେଟକିପର ଓ ବ୍ୟାଟ୍ସମ୍ୟାନ ଦାୟିତ୍ୱ ସେ ସୁଚାରୁରୂପେ ତୁଲାଇ ଆସିଛନ୍ତି । ରିପୋର୍ଟ ମୁତାବକ…

ଦକ୍ଷିଣ ଆଫ୍ରିକା ହକି ଟୁର୍ଣ୍ଣାମେଣ୍ଟ: ଭାରତୀୟ ଟିମରେ ସ୍ଥାନ ପାଇଲେ ଓଡ଼ିଶାର ଅମିତ ରୋହିଦାସ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ପୁରୁଷ ହକି ଦଳରେ ଓଡ଼ିଶାର ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଦଳରେ ସେ ସ୍ଥାନ ପାଇଛନ୍ତି। ଜାନୁଆରି ୨୨ରୁ ଆରମ୍ଭ ହେବ ମ୍ୟାଚ। ଦକ୍ଷିଣ ଆଫ୍ରିକାର କେପଟାଉନରେ ହେବାକୁ ଥିବା ଏହି ମ୍ଯାଚରେ ୪ଟି…

ଇଂଲଣ୍ଡ ଲାୟନ୍ସର ବ୍ୟାଟିଂ ପରାମର୍ଶଦାତା ହେଲେ କାର୍ତିକ

ନୂଆଦିଲ୍ଲୀ: ଦୀନେଶ କାର୍ତିକ ଏବେ ଦୀର୍ଘ ଦିନ ହେବ ଭାରତୀୟ ଦଳରୁ ବାହାରେ ଅଛନ୍ତି । ଇତି ମଧ୍ୟରେ ଏହି ଅନୁଭବୀ ୱିକେଟକିପର ବ୍ୟାଟ୍ସମ୍ୟାନଙ୍କୁ ଏକ ଗୁରୁଦାୟିତ୍ୱ ମିଳିଛି । କାର୍ତିକ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି । ଇଣ୍ଡିଆ ଏ ବିପକ୍ଷ…

ଖୋ ଖୋ: ସେମିରେ ଓଡିଶା

କଟକ: ଉଦଘାଟନୀ ସଂସ୍କରଣରେ ଚାମ୍ପିୟନ ହୋଇଥିବା ଓଡିଶା ଚଳିତ ଅଲ୍ଟିମେଟ ଖୋ ଖୋ ଲିଗର ସେମିଫାଇନାଲରେ ପ୍ରବେଶ କରିଛି । ଟାଇଟଲ ବଜାୟ ରଖିବା ପାଇଁ ଓଡିଶାକୁ ଆଉ ୨ଟି ମ୍ୟାଚରେ ବିଜୟ ଆବଶ୍ୟକ କରୁଛି । ୧୦ଟି ମ୍ୟାଚରୁ ୨୩ ପଂଏଟ ହାସଲ କରି ଓଡିଶା ସେମିକୁ ଉନ୍ନୀତ ହୋଇଛି । ଜବରଦସ୍ତ ଫର୍ମରେ…

ଦୁଷ୍କର୍ମ ଅଭିଯୋଗରେ ନେପାଳ କ୍ରିକେଟରଙ୍କୁ ୮ ବର୍ଷ ଜେଲଦଣ୍ଡ

କାଠମାଣ୍ଡୁ: ନେପାଳ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେ ଦୁଷ୍କର୍ମ ଅଭିଯୋଗରେ ବୁଧବାର ଦଣ୍ଡ ପାଇଛନ୍ତି । କାଠମାଣ୍ଡୁ ଡିଷ୍ଟ୍ରିକ୍ଟ କୋର୍ଟ ତାଙ୍କୁ ୮ ବର୍ଷ ଜେଲଦଣ୍ଡ ଓ ୩ ଲକ୍ଷ ଟଙ୍କାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ପୀଡିତା ୧୮ ବର୍ଷରୁ କମ ହୋଇ ନ ଥିବାରୁ…

ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ରେ ଖେଳିବେନି କୋହଲି

ମୋହାଲୀ: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଖେଳିବେ ନାହିଁ । ବ୍ୟକ୍ତିଗତ କାରଣରୁ କୋହଲି ଓହରି ଯାଇଥିବା କୋଚ ରାହୁଲ ଡ୍ରାଭିଡ ସୂଚନା ଦେଇଛନ୍ତି । ତେବେ ସେ ଦ୍ୱିତୀୟ ଏବଂ ତୃତୀୟ ଟି୨୦ରେ ଉପଲବ୍ଧ ରହିବେ ବୋଲି କୋଚ ସ୍ପଷ୍ଟ କରିଛନ୍ତି । କୋହଲିଙ୍କ…

ଟି-୨୦ ଟୁର୍ଣ୍ଣାମେଣ୍ଟ: କାନ ପଛପଟେ ବଲ୍ ବାଜି କ୍ରିକେଟରଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ସମୟରେ ଅଘଟଣ । କାନ ପଛପଟେ ବଲ ମାଡ ହେବା କାରଣରୁ ଜଣେ କ୍ରିଟେରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ୫୨ ବର୍ଷୀୟ ଜୟେଶ ସାଭଲା । ଏହି ମ୍ୟାଚ୍ ରେ ଜୟେଶ ଫିଲ୍ଡିଂ କରୁଥିବା ସମୟରେ ତାଙ୍କ କାନ ପଛପଟରେ ବଲ୍ ଟି ଜୋରେ ମାଡହୋଇଥିଲା । ପରେ…

ଆଇପିଏଲ ୨୦୨୪ ଭାରତରେ ହେବା ନେଇ ସୃଷ୍ଟି ହେଲା ସନ୍ଦେହ

ନୂଆଦିଲ୍ଲୀ: ଆଇପିଏଲର ୧୭ତମ ସଂସ୍କରଣ ଭାରତରେ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହି ଲିଗ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିଲେ ମଧ୍ୟ କାର୍ଯ୍ୟସୁଚୀର ଘୋଷଣା କରାଯାଇ ନାହିଁ । ୨୦୨୪ରେ ଭାରତରେ ଲୋକସଭା ନିର୍ବାଚନ ହେବ । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି । ଆଇପିଏଲ ଓ…