Latest Odisha News

BREAKING NEWS

Browsing Category

ଖେଳ

କୋହଲିଙ୍କ ପ୍ରଶଂସାରେ ସଚିନ ଶତମୁଖ, ଜଣେ ଯୁବ ଖେଳାଳି ବହୁତ ଶୀଘ୍ର ବିରାଟ ହୋଇଗଲେ

ମୁମ୍ବାଇ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକକୁ ଭାଙ୍ଗି ବିରାଟ କୋହଲି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ଏ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସଚିନ ମଧ୍ୟ ନିଜେ ଏ ନେଇ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ସେ…

କୋହଲି, ଆୟାରଙ୍କ ଶତକ: ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୯୮ ରନର ବିଶାଳ ଲକ୍ଷ୍ୟ ରଖିଲା ଭାରତ

ମୁମ୍ବାଇ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲରେ ବିରାଟ କୋହଲି ଓ ଶ୍ରେୟାଶ ଆୟାରଙ୍କ ଚମତ୍କାର ଶତକ ବଳରେ ଭାରତ ୩୯୮ ରନର ବିଶାଳ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରଖିଛି ।  ବିଶ୍ୱକପ କ୍ରିକେଟର ନକଆଉଟ ପର୍ଯ୍ୟାୟରେ ଭାରତ ସର୍ବାଧିକ ସ୍କୋର କରିବା ଗୌରବ ଅର୍ଜନ କରିଛି ।…

ଦିନିକିଆ କ୍ରିକେଟରେ ସର୍ବାଧିକ ଶତକ ହାସଲରେ କୋହଲିଙ୍କ ବିଶ୍ୱରେକର୍ଡ, ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମୁମ୍ବାଇ: ଚଳିତ ଦିନିକିଆ ବିଶ୍ୱକପ ଭାରତୀୟ କ୍ରିକେଟ ଇତିହାସରେ ନୂତନ ଫର୍ଦ୍ଦ ଯୋଡିବାରେ ଲାଗିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ବିରାଟ କୋହଲି ସର୍ବାଧିକ ଶତକ ହାସଲ କରିବାରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ୫୦ ଶତକ ହାସଲ କରି ମାଷ୍ଟର ବ୍ଲାଷ୍ଟର ସଚିନ…

ବିଶ୍ବକପରେ ସର୍ବାଧିକ ଛକା ମାରି ରୋହିତ ଭାଙ୍ଗିଲେ ଗେଲଙ୍କ ରେକର୍ଡ, ୪୭ରେ ଆଉଟ୍

ମୁମ୍ବାଇ: ସେମିଫାଇନାଲ ମୁକାବିଲାରେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ଓପନର ତଥା ଅଧିନାୟକ ଛକା ମାରି ରେକର୍ଡ କରିଛନ୍ତି। ସେ ବିଶ୍ବକପରେ ସର୍ବାଧିକ ଛକା ମାରି ଓ୍ୱେଷ୍ଟଇଣ୍ଡିଜର କ୍ରିସ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ୮ ଓଭର ସୁଦ୍ଧା ଭାରତ ୭୦ ରନ କରିଥିବା ବେଳେ…

ଓ୍ବାଙ୍ଖଡେରେ ଭାରତକୁ ସୁହାଇଲା ଭଳି ପିଚରେ ମ୍ୟାଚ ହେଉଛି ଅଭିଯୋଗ, ଜବାବ ରଖିଲା ବିସିସିଆଇ

ମୁମ୍ବାଇ: ଚଳିତ ବିଶ୍ୱକପର ପ୍ରଥମେ ସେମିଫାଇନାଲ ମୁକାବିଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଉ କିଛି ସମୟ ପରେ ଖେଳାଯିବାକୁ ଥିବା ବେଳେ ପିଚକୁ ନେଇ ବିବାଦ ଦେଖାଦେଇଛି। ମୂଳ ଯୋଜନା ଥିଲା ପିଚ୍ ନମ୍ବର ୭। ଯାହାକି ଏକ ତାଜା ପିଚ୍। ଅର୍ଥାତ ଏହିଥିରେ ମ୍ୟାଚ ହୋଇନି। ତେଣୁ ସେମିଫାଇନାଲ୍…

ଐଶ୍ଚର୍ଯ୍ୟାଙ୍କ ପ୍ରତି ବିବାଦୀୟ ବୟାନ ଦେବା ପରେ କ୍ଷମା ମାଗିଲେ ରଜାକ

କରାଚୀ: ପୂର୍ବତନ ବିଶ୍ୱ ସୁନ୍ଦରୀ ତଥା ଭାରତର ଲୋକପ୍ରିୟ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟଙ୍କ ପ୍ରତି ଅଭଦ୍ର ଟିପ୍ପଣୀ ଦେବା ପାକିସ୍ତାନ କ୍ରିକେଟର ଅବଦୁଲ ରଜାକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ନିଜ ଦେଶରେ ମଧ୍ୟ ସମାଲୋଚିତ ହେବା ପରେ ଶେଷରେ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି । ସେ…

ଇଞ୍ଜାମାମ କହିଲେ ହରଭଜନ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାହୁଁଥିଲେ

ଚଣ୍ଡୀଗଡ: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକଙ୍କ ଏକ ବୟାନ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଭାରତର ଅଫ ସ୍ପିନର ହରଭଜନ ସିଂ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି ।…

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମୁକାବିଲା ପାଇଁ ଧୀମା ପିଚ

ମୁମ୍ବାଇ: ଚଳିତ ବିଶ୍ୱକପରେ ବୁଧବାର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ରିପୋର୍ଟ ମୁତାବକ ବିସିସିଆଇ ଧୀମା ଟ୍ରାକ ତିଆରି କରିବା ପାଇଁ ପିଚ କ୍ୟୁରେଟରଙ୍କୁ ନିର୍ଦ୍ଦେଶ ଦେଇଛି । ବଲ ଅଧିକ ଟର୍ଣ୍ଣ କରିବା ପରିବର୍ତେ ଧୀମା ରହିବ । ସେଥିପାଇଁ ପିଚରୁ ଘାସ କାଟି…

ପାକିସ୍ତାନ ଖେଳାଳିଙ୍କ ମୁଣ୍ଡ ଖରାପ ହୋଇଯାଇଛି, ଏଥର ଐଶ୍ଚର୍ଯ୍ୟାଙ୍କ ପ୍ରତି ଅଭଦ୍ର ଟିପ୍ପଣୀ

କରାଚୀ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟରୁ ପାକିସ୍ତାନ ବିଦା ହୋଇଯାଇଛି । ଏବେ ଏହା ସେମାନଙ୍କ ବତର୍ମାନ ଓ ପୂର୍ବତନ ଖେଳାଳିଙ୍କ ମୁଣ୍ଡ ଖରାପ କରି ଦେଇଛି । ପରାଜୟକୁ ଗ୍ରହଣ କରି ନ ପାରିବା ଯୋଗୁ ବିବାଦୀୟ ବୟାନ ଦେବାରେ ଲାଗିଛନ୍ତି । ଏବେ ଏକ କାର୍ଯ୍ୟକ୍ରମ ଅବସରରେ ପୂର୍ବତନ ଖେଳାଳି…

ସେମିଫାଇନାଲରେ କୋହଲିଙ୍କ ପ୍ରଦର୍ଶନ ଭାରତୀୟ ପ୍ରଶଂସକଙ୍କୁ ଡରାଉଛି

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମ୍ୟାଚ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ୧୦ ବର୍ଷ ଧରି ଆଇସିସି ଟ୍ରଫି ଜିତି ନ ଥିବା ଭାରତ ଏଥର ସୁଯୋଗ ହାତଛଡା କରିବା ଲକ୍ଷ୍ୟରେ ନାହିଁ । ସେମିଫାଇନାଲରେ ପରାଜିତ ହେବା, ନ୍ୟୁଜିଲାଣ୍ଡ ବିପକ୍ଷରେ ଖରାପ ରେକର୍ଡ…