Latest Odisha News

BREAKING NEWS

Browsing Category

ଖେଳ

ଓଡିଶାରେ ସଫଳତାର ସହ ଅନୁଷ୍ଠିତ ହେଲା ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ନୂତନ ଭାବେ ନିର୍ମାଣ ହୋଇଥିବା ଜିମ୍ନାଷ୍ଟିକ୍ସ ସେଂଟରରେ ଜାତୀୟ ଜୁନିୟର ଆର୍ଟିଷ୍ଟିକ ଚାମ୍ପିୟନଶିପ ସଫଳତାର ସହ ଶେଷ ହୋଇଛି । ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଯୋଗୀ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ଓଡିଶା କ୍ରୀଡା ଓ ଯୁବ ବ୍ୟାପାର ବିଭାଗର…

ଏଏଫସି ଏସିଆନ କପ ଫୁଟବଲ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: କାତାରରେ ଖେଳାଯିବାକୁ ଥିବା ଏଏଫସି ଏସିଆନ କପ ଫୁଟବଲ ଟୁର୍ଣ୍ଣାମେଂଟ ପାଇଁ ଶନିବାର ୨୬ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ମୂଖ୍ୟ କୋଚ ଇଗୋର ଷ୍ଟିମାକ ଏହାକୁ ଘୋଷଣା କରିଥିଲେ । ଏଏଫସି ଏସିଆନ କପରେ ଭାରତ ଗ୍ରୁପ ବିରେ ସ୍ଥାନ ପାଇଛି । ଏହି ଦଳରେ ଅଷ୍ଟ୍ରେଲିଆ, ଉଜବେକିସ୍ତାନ…

ରେସଲର ଭିନେଶ କର୍ତବ୍ୟ ପଥରେ ଛାଡି ଆସିଲେ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ରେସଲର ଭିନେଶ ଫୋଗଟ ଶନିବାର କର୍ତବ୍ୟ ପଥରେ ତାଙ୍କୁ ମିଳିଥିବା ଅର୍ଜୁନ ପୁରସ୍କାରକୁ ଛାଡି ପଳାଇ ଆସିଛନ୍ତି । ସେ ଏହାକୁ ଫେରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଉଥିଲେ ମଧ୍ୟ ସେଠାରେ ତାଙ୍କୁ ପୋଲିସ ଅଟକାଇଥିଲେ । ଫଳରେ ସେ ତାଙ୍କ ପୁରସ୍କାର…

ଟେନିସ ମ୍ୟାଚ ଅବସରରେ କୋର୍ଟରେ ପଶିଲା ସାପ

ବ୍ରିସବେନ: ଏଠାରେ ଅନୁଷ୍ଠିତ ବ୍ରିସବେନ ଆନ୍ତର୍ଜାତୀୟ ଟେନିସ ଟୁର୍ଣ୍ଣାମେଂଟ ଅବସରରେ କୋର୍ଟ ମଧ୍ୟକୁ ବିଷାକ୍ତ ସାପ ପଶି ଆସିଥିଲା । ଡୋମିନିକ ଥିଏମ ଓ ଜେମ୍ସ ମ୍ୟାକକବେଙ୍କ ମଧ୍ୟରେ ମ୍ୟାଚ ଖେଳା ଯାଉଥିଲା । ଦର୍ଶକଙ୍କ ମଧ୍ୟରୁ ଜଣେ ପ୍ରଥମେ ଏହି ସାପକୁ ଦେଖିଥିଲେ । ସେ ପାଟି କରି କହିବା…

ନେପାଳ କ୍ରିକେଟର ସନ୍ଦୀପ ଲାମିଛେନ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ

କାଠମାଣ୍ଡୁ: ନେପାଳର କ୍ରିକେଟର ସନ୍ଦୀପ ଲାମିଛେନ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପରବର୍ତୀ ଶୁଣାଣୀରେ କୋର୍ଟ ତାଙ୍କୁ ଦଣ୍ଡ ପ୍ରଦାନ କରିବ । ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଦୁଷ୍କର୍ମ ସମୟରେ ଝିଅ ନାବାଳିକ ନ ଥିଲେ । ଜାନୁୟାରୀ ୧୨ରେ ପାଟନା ହାଇକୋର୍ଟ ଜାମିନ…

ବ୍ରିଜଭୂଷଣଙ୍କ ଘରୁ କାର୍ଯ୍ୟାଳୟ ଉଠାଇନେଲା ଡବ୍ଲ୍ୟୁଏଫଆଇ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ତାର କାର୍ଯ୍ୟାଳୟକୁ ପୂର୍ବ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ଘରୁ ଉଠାଇ ନେଇଛି । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ କଡା ଆପତି ଦର୍ଶାଯାଇଥିଲା । ନୂଆଦିଲ୍ଲୀର ହରିନଗରରେ ସଂଘର ନୂତନ କାର୍ଯ୍ୟାଳୟରେ ଏଥର ସମସ୍ତ କାର୍ଯ୍ୟ ହେବ ।…

ଧିମା ବୋଲିଂ ହାର ଯୋଗୁ ଭାରତ ହରାଇଲା ଡବ୍ଲୁଟିସିର ୨ ପଂଏଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ପରାଜିତ ହେବା ଟିମ ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ମ୍ୟାଚରେ ଧିମା ବୋଲିଂ ହାର ଯୋଗୁ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୨ ପଂଏଟ କାଟି ଦିଆଯାଇଛି । ଭାରତ ଆବଶ୍ୟକଠାରୁ ୨ ଓଭର ପଛରେ ରହି ଯାଇଥିଲା । ପଂଏଟ…

କୋହଲିଙ୍କ ନାମରେ ଆଉ ଏକ ବିଶ୍ୱ ରେକର୍ଡ

ସେଂଚୁରିଆନ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ଅବସରରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । କୋହଲି ଦ୍ୱିତୀୟ ଇନିଂସରେ ୭୬ ରନର ଇନିଂସ ଖେଳିବା ସହ ୨୦୨୩ କ୍ୟାଲେଣ୍ଡରରେ ୨୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଏଥିସହ ସେ…

ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ନିକଟରୁ ଭାରତର ଇନିଂସ ପରାଜୟ

ସେଂଚୁରିଆନ: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ଏକ ଇନିଂସ ଓ ୩୨ ରନରେ ଶୋଚନୀୟ ଭାବେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଛି । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୭୬ ଓ ଶୁଭମନ ଗିଲ ୨୬ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ…

ୱାଇଏସଆରସିପିରେ ଯୋଗ ଦେଲେ ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ

ହାଇଦ୍ରାବାଦ: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ଅମ୍ବାତି ରାୟୁଡୁ ଏବେ ରାଜନୀତିରେ ପାଦ ଥାପିଛନ୍ତି । ବିଜୟୱାଡା ମୂଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଯୁବଜନ ଶ୍ରମିକ ରାୟଥୁ କଂଗ୍ରେସ ପାର୍ଟି(ୱାଇଏସଆରସିପି)ରେ ଯୋଗ ଦେଇଛନ୍ତି । ଅନ୍ୟ ବରିଷ୍ଠ…