Latest Odisha News

BREAKING NEWS

Browsing Category

ଖେଳ

ଅବସର ଘୋଷଣା କଲେ ଇଂଲଣ୍ଡ ପେସର ଡେଭିଡ ୱିଲୀ

ଲଣ୍ଡନ: ଇଂଲଣ୍ଡ ପେସ ବୋଲର ଡେଭିଡ ୱିଲୀ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବିଶ୍ୱକପ ୨୦୨୩ରେ ଇଂଲଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ଏହି ନିଷ୍ପତି ନେଇଛନ୍ତି । ମୁଁ କେବେ ବି ଅବସର କଥା ଚିନ୍ତା କରି ନ ଥିଲି । ଇଂଲଣ୍ଡ ପକ୍ଷରୁ ଖେଳିବା ସର୍ବଦା ମୋ ପାଇଁ ସ୍ୱପ୍ନ ଥିଲା…

ବାୟୁ ପ୍ରଦୂଷଣକୁ ନେଇ ବିସିସିଆଇର ବଡ ପଦକ୍ଷେପ : ଦିଲ୍ଲୀ , ମୁମ୍ବାଇ ମ୍ୟାଚରେ ଫୁଟିବନି ବାଣ

ମୁମ୍ବାଇ : ଦିଲ୍ଲୀ , ମୁମ୍ବାଇ ମ୍ୟାଚରେ ଫୁଟିବନି ବାଣ  । ବାୟୁ ପ୍ରଦୂଷଣକୁ ଆଖି ଆଗରେ ରଖି ବିସିସିଆଇ ଏହି ପଦକ୍ଷେପ ନେଇଛି । ମୁମ୍ବାଇ ଓ ଦିଲ୍ଲୀ ମ୍ୟାଚରେ ବାଣ ନ ଫୁଟାଇବାକୁ ନିଷ୍ପତ୍ତି ହୋଇଛି । ଏ ନେଇ ଆଇସିସିକୁ ଅବଗତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜୟ ଶାହା । ଆସନ୍ତା କାଲି…

ବାଂଲାଦେଶକୁ ୭ ୱିକେଟରେ ହରାଇଲା ପାକିସ୍ତାନ

କୋଲକାତା: ଚଳିତ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ପାକିସ୍ତାନ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ୨୦୫ ରନର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୩୨.୩ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଦୁଇ ଓପନର ଅବଦୁଲ୍ଲ ଶଫିକ ଓ ଫକର ଜମାନ ପ୍ରଥମ ୱିକେଟରେ ୧୨୮ ରନ ଯୋଗ କରି ଦଳକୁ ସୁବିଧାଜନକ…

ଆସନ୍ତୁ ଜାଣିବା ରୋହିତ କାହିଁକି ସୋସିଆଲ ମିଡିଆରେ ଲେଖିଲେ ମୁମ୍ବାଇ ୟେ କ୍ୟା ହୋ ଗୟା..

ମୁମ୍ବାଇ: ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ପରବର୍ତୀ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ । ଏଥିପାଇଁ ଟିମ ଇଣ୍ଡିଆ ମୁମ୍ବାଇରେ ପଂହଚିଛନ୍ତି । ଅଧିନାୟକ ରୋହିତ ଶର୍ମା ବିମାନରେ ଆସୁଥିବା ବେଳେ ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ସେ ମୁମ୍ବାଇର ବାୟୁ ପ୍ରଦୂଷଣ ନେଇ ଚିନ୍ତା ବ୍ୟକ୍ତ…

ପାକିସ୍ତାନ ବୋଲରଙ୍କ ଚମତ୍କାର ବୋଲିଂ, ବାଂଲାଦେଶ ୨୦୪ରେ ଅଲଆଉଟ

କୋଲକାତା: ଚଳିତ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ପାକିସ୍ତାନ ବୋଲରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ବାଂଲାଦେଶ ୪୫.୧ ଓଭରରେ ୨୦୪ ରନରେ ଅଲଆଉଟ ହୋଇଯାଇଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିୟମିତ ବ୍ୟବଧାନରେ ୱିକେଟମାନ ହରାଇଥିଲା । ମହମ୍ମୁଦାଲ୍ଲା ରିୟାଦ ୫୬, ଲିଟ୍ଟନ ଦାସ ୪୫ ଓ…

ମେନ୍ୟୁରେ ବିରିୟାନୀ ନ ଥିବାରୁ ଖାଇବାକୁ ମନା କଲେ ପାକିସ୍ତାନ ଟିମ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟର ଚଳିତ ସଂସ୍କରଣରେ ପାକିସ୍ତାନର ପ୍ରଦର୍ଶନ ଏ ପର୍ଯ୍ୟନ୍ତ ସନ୍ତୋଷଜନକ ରହି ନାହିଁ । ପାକିସ୍ତାନ ୪ ପଂଏଟ ସହ ଏବେ ପଂଏଟ ଟେବୁଲରେ ୭ମ ସ୍ଥାନରେ ରହିଛି । ଏହା ସତ୍ୱେ ଖେଳ ଅପେକ୍ଷା ଅନ୍ୟ ଦିଗ ପ୍ରତି ପାକିସ୍ତାନ ଖେଳାଳିଙ୍କ ବିଶେଷ ଧ୍ୟାନ ରହୁଛି ।…

ବିଶ୍ୱକପ ଟାଇଟଲ: ବୁମ୍ରା ଓ ସାମି ଦେଖାଉଛନ୍ତି ଟିମ୍ ଇଣ୍ଡିଆ ପାଇଁ ରାହା!

ଲକ୍ଷ୍ନୌ: ରବିବାର ରାତିରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛନ୍ତି। ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସାମି ଚମତ୍କାର ବୋଲିଂ କରି ସାତ ଓ୍ୱିକେଟ୍ ଅକ୍ତିଆର କରିଥିଲେ। ଚଳିତ ବିଶ୍ବକପରେ ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା।…

ଶୃଙ୍ଖଳିତ ବ୍ୟାଟିଂ ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ହରାଇଲା ଆଫଗାନିସ୍ତାନ

ପୁଣେ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ଉଭୟ ଶୃଙ୍ଖଳିତ ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ କରି ଆଫଗାନିସ୍ତାନ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ୨୪୨ ରନର ଲକ୍ଷ୍ୟକୁ ଆଫଗାନିସ୍ତାନ ୪୫.୨ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ହସମୁତାଲ୍ଲାହ ଶାହୀଦ ୫୮ ଓ ଅଜମୁତାଲ୍ଲା…

ସୁସ୍ଥ ହେଉଛନ୍ତି ହାର୍ଦ୍ଦିକ, ନକ ଆଉଟରେ ଖେଳି ପାରନ୍ତି

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟାରୁ ଦ୍ରୁତ ବେଗରେ ମୁକୁଳିବାରେ ଲାଗିଛନ୍ତି । ଚଳିତ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ କିଛି କୁହାଯାଇ ନାହିଁ । ତେବେ ମିଡିଆ…

ଇସ୍ତଫା ଦେଲେ ଇଞ୍ଜାମାମ ଉଲ ହକ

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେଉଥିବା ଦିନିକିଆ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ପାଇଁ କିଛି ବି ଠିକ ହେଉ ନାହିଁ । ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ୬ ମ୍ୟାଚରୁ ୪ ପଂଏଟ ହାସଲ କରିଛି । ଅନ୍ୟ ଟିମର ପ୍ରଦର୍ଶନ ଏବଂ ଭାଗ୍ୟ ଭରୋଷାରେ ଦଳ ସେମିଫାଇନାଲ ପ୍ରବେଶ ଆଶାରେ ରହିଛି । ଇତି ମଧ୍ୟରେ…