Latest Odisha News

BREAKING NEWS

Browsing Category

ଖେଳ

ଭାରତର ସବୁଠାରୁ ସଫଳ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳି ହେଲେ କୋହଲି

ମୁମ୍ବାଇ: ଭାରତର ବିରାଟ କୋହଲି ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥାପନ କରିବାରେ ଲାଗିଛନ୍ତି । ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ ମ୍ୟାଚ ଅବସରରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡ ଭାଙ୍ଗି ଦେଇଛନ୍ତି । କୋହଲି ଭାରତ ପକ୍ଷରୁ ସର୍ବାଧିକ ଆନ୍ତର୍ଜାତୀୟ ମ୍ୟାଚରେ ବିଜୟ…

ଟିମ୍ ଇଣ୍ଡିଆର ପୁରୁଖା ବୋଲରଙ୍କ ରେକର୍ଡ ଭାଙ୍ଗି ମହମ୍ମଦ ସାମି ରଚିଲେ ଇତିହାସ

ମୁମ୍ବାଇ: ଟିମ୍ ଇଣ୍ଡିଆର ରାଇଜିଂ ଷ୍ଟାର ବୋଲର ଦ୍ରୁତ ବୋଲର ମହମ୍ମଦ ସାମି ଦିନିକିଆ ବିଶ୍ୱକପରେ ତିନୋଟି ମ୍ୟାଚ୍ ଖେଳି ଇତିହାସ ସୃଷ୍ଟି କରିଛନ୍ତି। ସେ ଗୁରୁବାର ଦିନ ଶ୍ରୀଲଙ୍କା ବିପକ୍ଷରେ ପାଞ୍ଚଟି ୱିକେଟ୍ ନେଇ ଏକ ବଡ଼ ପ୍ରଦର୍ଶନ କରିଛନ୍ତି। ସେ ଏକଦିବସୀୟ ବିଶ୍ୱକପ୍‌ରେ ଭାରତ ପାଇଁ…

ବିଶ୍ୱକପର ବୃହତ ବିଜୟ ସହ ସେମିରେ ଭାରତ

ମୁମ୍ବାଇ: ଭାରତ ବିଶ୍ୱକପରେ ଶ୍ରୀଲଙ୍କାକୁ ବୃହତ ବ୍ୟବଧାନରେ ହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଭାରତ ୩୦୨ ରନରେ ଶ୍ରୀଲଙ୍କାକୁ ହରାଇଥିଲା । ଏହା ପୂର୍ବରୁ ୨୦୦୭ରେ ବରମୁଡାକୁ ଭାରତ ୨୫୭ ରନରେ ହରାଇଥିଲା । ନଭେମ୍ବର ୨ରେ ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା…

ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ମୁମ୍ବାଇ: ଭାରତ-ଶ୍ରୀଲଙ୍କା ବିଶ୍ୱକପ ମ୍ୟାଚ ଅବସରରେ ବିରାଟ କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡ ଭାଙ୍ଗି ଦେଇଛନ୍ତି । ସେ ଦିନିକିଆ କ୍ରିକେଟରେ ୮ମ ଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ ପୂର୍ଣ୍ଣ କରିଛନ୍ତି । ସଚିନ ୭ଥର ଏହି ସଫଳତା ହାସଲ କରିଥିଲେ । ସେ…

ଟିମ ଇଣ୍ଡିଆର ଦଳଗତ ପ୍ରଦର୍ଶନ: ଶ୍ରୀଲଙ୍କା ସମ୍ମୁଖରେ ୩୫୮ ରନର ଲକ୍ଷ୍ୟ

ୱାଙ୍ଖେଡ:ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଦଳଗତ ବ୍ୟାଟିଂ ପ୍ରଦର୍ଶନ ସହାୟତାରେ ଭାରତ ୩୫୮ ରନର ବିଶାଳ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ ବିନିମୟରେ ୩୫୭ ରନ ସଂଗ୍ରହ କରିଛି । ଅଧିନାୟକ ରୋହିତ ଶର୍ମା ୪ ରନ କରି ଆଉଟ ହେବା ପରେ ବିରାଟ କୋହଲି…

ଭାରତ-ଶ୍ରୀଲଙ୍କା ମ୍ୟାଚରେ ଏହି ରେକର୍ଡ ଉପରେ ରହିବ ନଜର

ମୁମ୍ବାଇ: ଚଳିତ ବିଶ୍ୱକପ କ୍ରିକେଟରେ ଗୁରୁବାର ହେବାକୁ ଥିବା ଭାରତ-ଶ୍ରୀଲଙ୍କା ମ୍ୟାଚରେ ଏହି ରେକର୍ଡ ଉପରେ ନଜର ରହିବ । ଓଭରାଲ ଭାରତ ପଲା ଭାରୀ ଥିବା ବେଳେ ବିଶ୍ୱକପରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ନାକେଦମ କରିଛି । ଜବରଦସ୍ତ ଫର୍ମରେ ଥିବା ବିରାଟ କୋହଲି ଏହି ମ୍ୟାଚରେ ଶତକ ହାସଲ କରି…

ପ୍ରମୋଦ ଭଗତଙ୍କ ସମେତ ଅନ୍ୟ ପାରା ଆଥଲେଟଙ୍କ ସହ ସମୟ କାଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଅନୁଷ୍ଠିତ ଏସିଆନ ପାରା ଗେମ୍ସରେ ଭାରତୀୟ ଆଥଲେଟ ୨୯ ସ୍ୱର୍ଣ୍ଣ ସମେତ ୧୧୧ ପଦକ ଜିତିଛନ୍ତି । ସ୍ୱଦେଶ ପ୍ରତ୍ୟାବର୍ତନ ପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ପ୍ରମୋଦ ଭଗତଙ୍କ ସମେତ ଅନ୍ୟ ଆଥଲେଟମାନଙ୍କ ସହ ସମୟ କାଟିଥିଲେ । ମେଜର ଧ୍ୟାନଚାନ୍ଦ…

ନ୍ୟୁଜିଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବୃହତ ବିଜୟ

ପୁଣେ: ଚଳିତ ବିଶ୍ୱକପରେ କ୍ୱିଂଟନ ଡିକକ ଓ ରେସି ଭାନ ଡେର ଡୁସେନଙ୍କ ବିସ୍ଫୋରକ ଶତକ ପରେ ବୋଲରମାନଙ୍କ ଆକର୍ଷଣୀୟ ବୋଲିଂ ସହାୟତାରେ ଦକ୍ଷିଣ ଆଫ୍ରିକାକୁ ୧୯୦ ରନରେ ଶୋଚନୀୟ ଭାବେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୩୫୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୩୫.୩ ଓଭରରେ ୧୬୭ ରନ…

ବିଶ୍ୱକପରେ ଭାରତ ପାଇଁ ସର୍ବଦା ସମସ୍ୟା ସୃଷ୍ଟି କରିଛି ଶ୍ରୀଲଙ୍କା

ମୁମ୍ବାଇ: ଚଳିତ ବିଶ୍ୱକପ କ୍ରିକେଟରେ ଭାରତ ତାର ପରବର୍ତୀ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ । କ୍ରମାଗତ ୬ ମ୍ୟାଚରେ ବିଜୟ ହାସଲ କରିଥିବା ଟିମ ଇଣ୍ଡିଆ ଏହାକୁ ଜିତି ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିବ । ଶ୍ରୀଲଙ୍କା ବିପକ୍ଷରେ ଭାରତର ଓଭରାଲ ରେକର୍ଡ ଭଲ ରହଛି । ମାତ୍ର ବିଶ୍ୱକପରେ…

ଡି କକ, ଭାନ ଡେର ଡୁସେନଙ୍କ ଶତକ: ଦକ୍ଷିଣ ଆଫ୍ରିକା ୩୫୭/୪

ପୁଣେ: ଚଳିତ ବିଶ୍ୱକପ କ୍ରିକେଟରେ ବୁଧବାର ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୫୮ ରନର ବିଜୟ ଲକ୍ଷ୍ୟ ରଖିଛନ୍ତି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ୩୫୭ ରନ କରିଥିଲା । ଜବରଦସ୍ତ…