Latest Odisha News

BREAKING NEWS

Browsing Category

ଖେଳ

ବିରାଟ କୋହଲିଙ୍କ ଜନ୍ମଦିନ ପାଇଁ ଇଡେନ ଗାର୍ଡେନରେ ଜୋରଦାର ପ୍ରସ୍ତୁତି

କୋଲକାତା: ନଭେମ୍ବର ୫ରେ ଭାରତ ତାର ପରବର୍ତୀ ବିଶ୍ୱକପ କ୍ରିକେଟରେ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ତେବେ ଏହି ଦିନ ବିରାଟ କୋହଲିଙ୍କ ୩୫ତମ ଜନ୍ମ ଦିନ ହୋଇଥିବାରୁ ଇଡେନଗାର୍ଡେନରେ ଖାସ ବନ୍ଦୋବସ୍ତ କରାଯାଇଛି । ବେଙ୍ଗଲ କ୍ରିକେଟ ଆସୋସିଏଶନ କୋହଲିଙ୍କ ୭୦୦୦୦ ମାସ୍କ ପ୍ରଶଂସକଙ୍କୁ…

ଆଫଗାନିସ୍ତାନ ସମ୍ମୁଖରେ ୨୪୨ ରନର ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

ପୁଣେ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୪୨ ରନର ଲକ୍ଷ୍ୟ ଆଫଗାନିସ୍ତାନ ସମ୍ମୁଖରେ ରଖିଛି । ଶ୍ରୀଲଙ୍କା ୪୯.୩ ଓଭରରେ ୨୪୧ ରନ କରି ଅଲଆଉଟ ହୋଇଯାଇଥିଲା । କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସଫଳ ହୋଇ ନ ଥିଲେ । କୁଶଳ ମେଣ୍ଡିସ ୩୯ ଓ…

ବିଶ୍ୱକପରେ ରୋହିତଙ୍କ ଆଉ ଏକ କୀର୍ତିମାନ

ଲକ୍ଷ୍ନୌ: ଚଳିତ ବିଶ୍ୱକପରେ ଇଂଲଣ୍ଡକୁ ହରାଇ ଭାରତ କ୍ରମାଗତ ଷଷ୍ଠ ବିଜୟ ହାସଲ କରିଛି । ଇଂଲଣ୍ଡର ନକଆଉଟ ପ୍ରବେଶ ଆଶା ପ୍ରାୟତଃ ଧ୍ୱଂସ ହୋଇଯାଇଛି । ୧୯୯୨ ଓ ୧୯୯୯ ବିଶ୍ୱକପରେ ଚାମ୍ପିୟନ ଇଂଲଣ୍ଡ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । ଇଂଲଣ୍ଡ କ୍ରମାଗତ ୫ଥର ଚଳିତ ବିଶ୍ୱକପରେ…

ବିଶ୍ୱକପରେ ଭାରତର କ୍ରମାଗତ ଷଷ୍ଠ ବିଜୟ, ୧୦୦ ରନରେ ହାରିଲା ଇଂଲଣ୍ଡ

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ରବିବାର ଭାରତ ୧୦୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ କ୍ରମାଗତ ୬ ମ୍ୟାଚରେ ବିଜୟ ହାସଲ କରି ଟିମ ଇଣ୍ଡିଆ ସେମିଫାଇନାଲ ପ୍ରବେଶ ଏକପ୍ରକାର ନିଶ୍ଚିତ କରିଛି । ରୋହିତ ଶର୍ମାଙ୍କ ୧୦୦ତମ ନେତୃତ୍ୱ ମ୍ୟାଚକୁ ସାଥୀ ଖେଳାଳିମାନେ ସ୍ମରଣୀୟ କରିଛନ୍ତି ।…

ଜାତୀୟ କ୍ରୀଡାରେ ଉଲ୍ଲେଖନୀୟ ପ୍ରଦର୍ଶନ ନେଇ ଜିମ୍ନାଷ୍ଟ ପ୍ରଣତିଙ୍କୁ ସମ୍ବର୍ଦ୍ଧିତ କଲେ ମୂଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାତୀୟ କ୍ରୀଡାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ୩୭ତମ ଜାତୀୟ କ୍ରୀଡାରେ ସେ ୪ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ଓଡିଶାକୁ ଗୌରବାନ୍ୱିତ କରିଛନ୍ତି । ମୂଖ୍ୟମନ୍ତ୍ରୀ…

ଇଂଲଣ୍ଡ ବିପକ୍ଷ ମୁକାବିଲାରେ ୨ଟି କୀର୍ତିମାନ ସ୍ଥାପନ କଲେ ରୋହିତ

ଲକ୍ଷ୍ନୌ: ଦିନିକିଆ ବିଶ୍ୱକପ କ୍ରିକେଟରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ଅବସରରେ ଭାରତର ଅଧିନାୟକ ରୋହିତ ଶର୍ମା ୨ଟି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ବ୍ୟକ୍ତିଗତ ଭାବେ ୪୮ ରନ କରିଥିବା ବେଳେ ଆନ୍ତର୍ଜାତୀୟ କ୍ରିକେଟରେ ୧୮୦୦୦ ରନ ପୂର୍ଣ୍ଣ କରିଥିଲେ । ପଂଚମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସେ…

ସଚିନଙ୍କ ଅଲୋଡା ରେକର୍ଡ ସହ ସମକକ୍ଷ ହେଲେ କୋହଲି

ଲକ୍ଷ୍ନୌ: ଦିନିକିଆ ବିଶ୍ୱକପ କ୍ରିକେଟରେ ରବିବାର ଇଂଲଣ୍ଡ ବିପକ୍ଷରେ ବିରାଟ କୋହଲି ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ସେ ୯ଟି ବଲର ସମ୍ମୁଖୀନ ହେବା ସତ୍ୱେ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଥିଲେ । କୋହଲି ଶୂନରେ ଆଉଟ ହେବା ମାତ୍ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ…

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡ ଖେଳିବା ନେଇ ସନ୍ଦେହ

ଲଣ୍ଡନ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ପରବର୍ତୀ ସଂସ୍କରଣ ପାକିସ୍ତାନରେ ଆୟୋଜିତ ହେବ । ଏହା ୨୦୨୫ରେ ଖେଳାଯିବ । ଚଳିତ ବିଶ୍ୱକପରେ ପ୍ରଥମ ୭ଟି ସ୍ଥାନରେ ରହିଥିବା ଟିମ ସିଧାସଳଖ ଏଥିପାଇଁ କ୍ୱାଲିଫାଇ କରିବେ । ଆୟୋଜକ ଭାବେ ପାକିସ୍ତାନ ସହ ଓଭରାଲ ୮ଟି ଟିମ ଏଥିରେ ଖେଳିବେ । ବର୍ତମାନ ଇଂଲଣ୍ଡ…

ଇଂଲଣ୍ଡ ସମ୍ମୁଖରେ ୨୩୦ ରନର ଲକ୍ଷ୍ୟ ରଖିଲା ଭାରତ

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ରବିବାର ଇଂଲଣ୍ଡ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୩୦ ରନର ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛନ୍ତି । ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଯୋଗୁ…

କ୍ରିକେଟର ବଂଶଜ ଶର୍ମାଙ୍କୁ ୨ ବର୍ଷ ବାସନ୍ଦ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କ୍ରିକେଟର ବଂଶଜ ଶର୍ମାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି । ଜମ୍ମୁ-କଶ୍ମୀରର ଏହି କ୍ରିକେଟରଜଣଙ୍କ ୨ଟି ଭିନ୍ନ ଭିନ୍ନ ଜନ୍ମ ତାରିଖ ଥିବା ପ୍ରମାଣପତ୍ର ଦେଇଥିଲେ । ଏଥିନେଇ ବୋର୍ଡ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି…