Latest Odisha News

BREAKING NEWS

Browsing Category

ଖେଳ

ଏସିଆନ ଗେମ୍ସ: କ୍ରିକେଟରେ ଭାରତୀୟ ଟିମ ସିଧାସଳଖ କ୍ୱାର୍ଟର ଫାଇନାଲରୁ ଖେଳିବ

ନୂଆଦିଲ୍ଲୀ: ଆଗାମୀ ଏସିଆନ ଗେମ୍ସରେ ଏଥର କ୍ରିକେଟକୁ ସାମିଲ କରାଯାଇଛି । ଏ ନେଇ ବିସିସିଆଇ ଉଭୟ ପୁରୁଷ ଓ ମହିଳା ଟିମ ଘୋଷଣା କରି ସାରିଛି । ଚୀନର ହାଙ୍ଗଝୋଉରେ ୨୩ ସେପ୍ଟମ୍ବରରୁ ୮ ଅକ୍ଟୋବର ପର‌୍ୟ୍ୟନ୍ତ ଏସିଆନ ଗେମ୍ସ ଆୟୋଜିତ ହେବ । ସେପ୍ଟମ୍ବର ୧୯ରୁ ମହିଳା ଓ ୨୮ରୁ ପୁରୁଷ କ୍ରିକେଟ…

ୱିମ୍ବେଲଡନ: ମାର୍କେଟା ଭୋଣ୍ଡ୍ରୁସୋଭା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ

ଲଣ୍ଡନ: ଚେକ ରିପବ୍ଲିକର ମାର୍କେଟା ଭୋଣ୍ଡ୍ରୁସୋଭା ଚଳିତ ୱିମ୍ବେଳଡନ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଟ୍ୟୁନିସିଆର ଓନ୍ସ ଜେବେୟରଙ୍କୁ ୬-୪, ୬-୪ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ମାର୍କେଟାଙ୍କ ଏହା ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ।…

ଆଫ୍ରିଦୀଙ୍କ ଅଦ୍ଭୁତପୂର୍ଣ୍ଣ ବୟାନ: ଭାରତରେ ପାକିସ୍ତାନ କ୍ରିକେଟର ବସ ଉପରେ ହୋଇଥିଲା ଆକ୍ରମଣ

କରାଚୀ: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଶାହୀଦ ଆଫ୍ରିଦୀ କ୍ରମାଗତ ଭାରତକୁ ନେଇ ଅଦ୍ଭୁତପୂର୍ଣ୍ଣ ବୟାନ ଦେବାରେ ଲାଗିଛନ୍ତି । ଏବେ ତାଜା ବୟାନରେ ସେ କହିଛନ୍ତି ଯେ, ୨୦୦୫ରେ ଭାରତରେ ପାକିସ୍ତାନ କ୍ରିକେଟରଙ୍କୁ ନେଇ ଯାଉଥିବା ବସ ଉପରେ ଆକ୍ରମଣ ହୋଇଥିଲା । ଏକ ପ୍ରେସ…

ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେ ରିଙ୍କୁ ସିଂ, ରୁତୁରାଜ ଗାଇକୱାଡ

ମୁମ୍ବାଇ: ଭାରତୀୟ ପୁରୁଷ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ଏସୀୟ ଗେମ୍ସରେ ଭାଗ ନେବାକୁ ଯାଉଛି। ଏଥିପାଇଁ ଶୁକ୍ରବାର ରାତିରେ ବିସିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ରୁତୁରାଜ ଗାଇକୱାଡଙ୍କୁ ନିଯୁକ୍ତ କରି ବୋର୍ଡ…

ତିନି ଦିନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଜିତିଲା ଭାରତ, ଅଶ୍ୱୀନଙ୍କ ଦମଦାର ବୋଲିଂ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଇନିଂସ ୧୪୧ ରନରେ ବିଜୟୀ ହୋଇଛି ଭାରତୀୟ ଦଳ। ତୃତୀୟ ଦିନରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଘାତକ ବୋଲିଂ ଆଧାରରେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିଛି। ଏହା ସହ ଟିମ୍ ଇଣ୍ଡିଆ ସିରିଜରେ ୧-୦ରେ ଅଗ୍ରଣୀ…

୯ମ ଥର ପାଇଁ ୱିମ୍ବେଲଡନ ଫାଇନାଲରେ ଜୋକୋଭିଚ

ଲଣ୍ଡନ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ଚଳିତ ୱିମ୍ବେଲଡନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । କ୍ରମାଗତ ୫ଥର ଏବଂ ଓଭରାଲ ୯ମ ଥର ପାଇଁ ସେ ୱିମ୍ବେଲଡନର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ସେ ଇଟାଲୀର ୮ମ ନମ୍ବର…

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ସ୍ୱର୍ଣ୍ଣ ଜିତିଲେ ତାଜିନ୍ଦରପାଲ, ପାରୂଲ ଚୌଧୁରୀ

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପର ତୃତୀୟ ଦିନ ଭାରତକୁ ୨ ସ୍ୱର୍ଣ୍ଣ ପଦକ ମିଳିଛି । ପୁରଷ ଶଟପୁଟରେ ତାଜିନ୍ଦରପାଲ ସିଂ ତୁର ୨୦.୨୩ ମିଟର ଦୂରତାକୁ ଥ୍ରୋ କରି ଏହି ସଫଳତା ହାସଲ କରିଛନ୍ତି । ଇରାନର ମହେଦି ସବରୀ(୧୯.୯୮) ଓ କାଜକାସ୍ତାନର ଇଭାନ ଇଭନୋଭା…

ଭାରତୀୟ କ୍ରିକେଟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ ଟିମ ଚଳିତ ବର୍ଷ ଶେଷ ଭାଗରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଏହି ଗସ୍ତର କାର୍ଯ୍ୟସୂଚୀ ଶୁକ୍ରବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଟିମ ଇଣ୍ଡିଆ ୩ଟି ଟି୨୦ ମ୍ୟାଚ, ୩ଟି ଦିନିକିଆ ମ୍ୟାଚ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ଡିସେମ୍ବର ୧୦ରୁ ଏହି…

ଆଇସିସି ବଢ଼ାଇଲା ରେଭିନ୍ୟୁ ଶେୟାର, ବିସିସିଆଇକୁ ଏଥର ମିଳିବ ବର୍ଷକୁ ୨୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ରେଭିନ୍ୟୁ ଶେୟାର ବୃଦ୍ଧି କରିଛି । ପୂର୍ବ ରେଭିନ୍ୟୁ ତୁଳନାରେ ବିସିସିଆଇର ୭୨ ପ୍ରତିଶତ ଶେୟାର ବୃଦ୍ଧି କରାଯାଇଛି । ପୂର୍ବରୁ ବିସିସିଆଇକୁ ୨୨.୪ ପ୍ରତିଶତ ଶେୟାର ମିଳୁଥିବା ବେଳେ ଏଥର ୩୮.୫ ପ୍ରତିଶତ…

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କ ଦ୍ୱାରା ହିରୋ ଏସିଆନ ହକି ଚାମ୍ପିୟନସିପ୍ ଟ୍ରଫି-୨୦୨୩…

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି ମର୍ଯ୍ୟାଦାଜନକ “ହିରୋ ଏସିଆ ହକି ଚାମ୍ପିଅନ୍ସ ଟ୍ରଫି-୨୦୨୩ର ଟ୍ରଫିକୁ ଉନ୍ମୋଚନ କରିଛନ୍ତି । ଚେନ୍ନାଇରେ ଏହି ପ୍ରତିଯୋଗିତା ଆୟୋଜିତ ହେବ । ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ…