Latest Odisha News

BREAKING NEWS

Browsing Category

ଖେଳ

କ୍ରିକେଟର ଶ୍ରେୟସ ଆୟରଙ୍କର ହେବ ସର୍ଜରୀ; ଖେଳି ନ ପାରନ୍ତି IPL ଓ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ୍

ମୁମ୍ବାଇ: ଟିମ୍ ଇଣ୍ଡିଆ ମିଡିଲ୍‌ ଅର୍ଡର ବ୍ୟାଟର ତଥା ଆଇପିଏଲ୍‌ କୋଲକାତା ନାଇଟ୍‌ ରାଇଡର୍ସର କ୍ୟାପ୍ଟେନ୍ ଶ୍ରେୟସ ଆୟରଙ୍କର ପିଠିରେ ଆଘାତ ଲାଗିଥିବାରୁ ତାଙ୍କର ସର୍ଜରୀ ହୋଇପାରେ। ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ବର୍ଡର ଗାଭାସ୍କର ଟ୍ରଫି୍ ୨୦୨୩ ଅନ୍ତିମ ମ୍ୟାଚ୍‌ରୁ ବାଦ ପଡ଼ିଥିବା…

ଓସଜା ପୁରସ୍କାର: ‘ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ୨୦୩୬ ଅଲିମ୍ପିକ୍ସରେ ଓଡ଼ିଶା ଖେଳାଳି ଜିତନ୍ତୁ ବ୍ୟକ୍ତିଗତ…

ଭୁବନେଶ୍ୱର: ଓଡ଼ିଶାରେ କ୍ରୀଡ଼ାର ସର୍ବବିଧ ଉନ୍ନତି ସହ ଖେଳ ଓ ଖେଳାଳିଙ୍କ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ କାର୍ଯ୍ୟକାରୀ ହେଉଛି । ଆଗାମୀ ୨୦୩୬ ମସିହାରେ ଭାରତରେ ଅନୁଷ୍ଠିତ ହୋଇପାରେ ଅଲିମ୍ପିକ କ୍ରୀଡ଼ା । ଦେଶରେ ଅଲିମ୍ପିକ ହେଉଥିଲା ବେଳେ ସେଥିରେ ବ୍ୟକ୍ତିଗତ ମେଡାଲ…

ହକି ଖେଳାଳି ରାନୀ ରାମପାଲଙ୍କ ନାମରେ ନାମିତ ହେଲା ରାୟବରେଲୀ ଷ୍ଟାଡିୟମ

ରାୟବରେଲୀ: ଭାରତର ଷ୍ଟାର ମହିଳା ହକି ଖେଳାଳି ରାନୀ ରାମପଲଙ୍କ ନାମରେ ରାୟବରେଲୀ ହକି ଷ୍ଟାଡିୟମର ନାମ ରଖାଯାଇଛି । ପ୍ରଥମ ଥର ପାଇଁ କୌଣସି ମହିଳା ହକି ଖେଳାଳିଙ୍କ ନାମରେ ଷ୍ଟାଡିୟମ ନିର୍ମିତ ହୋଇଛି । ରାନୀ ସୋସିଆଲ ମିଡିଆରେ ଏ ସମ୍ପର୍କରେ ପ୍ରଂସକଙ୍କୁ ସୂଚନା ଦେଇଛନ୍ତି । ମୋ ପାଇଁ…

ୱିଜଡନ ଜାରୀ କଲା ୨୦୨୧-୨୩ର ଶ୍ରେଷ୍ଠ ଟେଷ୍ଟ ଏକାଦଶ

ଦୁବାଇ: ୨୦୨୧-୨୩ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ପ୍ରଦର୍ଶନକୁ ନେଇ ୱିଜଡନ ଶ୍ରେଷ୍ଠ ଏକାଦଶ ଚୟନ କରିଛି । ଭାରତର ଟପ ଥ୍ରୀ ବିରାଟ କୋହଲି, ରୋହିତ ଶର୍ମା ଓ କେଏଲ ରାହୁଲଙ୍କୁ ଏଥିରେ ସ୍ଥାନ ମିଳିନି । ଅପରପକ୍ଷରେ ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାହ ଓ ରିଷଭ ପନ୍ତଙ୍କୁ ଟିମରେ ସୁଯୋଗ…

ଦୟାକରି ଭାରତ-ପାକିସ୍ତାନ କ୍ରିକେଟକୁ ଅନୁମତି ଦିଆଯାଉ: ମୋଦିଙ୍କୁ ଅନୁରୋଧ କଲେ ଆଫ୍ରିଦି

ଲାହୋର: ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ରିକେଟ ଖେଳକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଚଳିତବର୍ଷ ଖେଳାଯିବାକୁ ଥିବା ଏସିଆ କପକୁ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ । ପୂର୍ବରୁ ବିସିସିଆଇ ସମ୍ପାଦକ ଜୟ…

ତୁର୍କୀରେ ୬୧ ଦିନ ଟ୍ରେନିଂ ନେବେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଆଗାମୀ ଆନ୍ତର୍ଜାତୀୟ ଇଭେଂଟ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସେ ତୁର୍କୀର ଗ୍ଲୋରିଆ ସ୍ପୋର୍ଟ୍ସ ଆରେନାରେ ପ୍ରଶିକ୍ଷଣ ନେବେ । ୨୫ ବର୍ଷୀୟ ଏହି ଷ୍ଟାର ଜାଭେଲିନ ଥ୍ରୋୟର ୬୧ ଦିନ ଧରି ଏଠାରେ…

ଇଣ୍ଡିଆନ ଗ୍ରାଁ ପ୍ରି ୧: କିଶୋରଙ୍କୁ ସ୍ୱର୍ଣ୍ଣ, ଅମୀୟ ଜିତିଲେ ରୌପ୍ୟ

ତ୍ରିଭେନ୍ଦ୍ରମ: ତ୍ରିଭେନ୍ଦ୍ରମର ଏଲଏନସିପିଇ ଗ୍ରାଉଣ୍ଡରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି ୧ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସୋମବାର ଜାଭେଲିନ ଥ୍ରୋରେ କିଶୋର କୁମାର ଜେନା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୮୧.୦୫ ମିଟର ଦୂରତାକୁ…

ଡବ୍ଲ୍ୟୁପିଏଲ: ପ୍ଲେ ଅଫରେ ପ୍ରବେଶ କଲା ୟୁପି ୱାରିୟର୍ସ

ମୁମ୍ବାଇ: ଚଳିତ ମହିଳା ପ୍ରିମିୟର ଲିଗ କ୍ରିକେଟରେ ତୃତୀୟ ଦଳ ଭାବେ ୟୁପି ୱାରିୟର୍ସ ପ୍ଲେ ଅଫରେ ପ୍ରବେଶ କରିଛି । ସୋମବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ୟୁପି ଟିମ ୩ ୱିକେଟରେ ଗୁଜରାଟ ଜ୍ୟାଂଟସକୁ ପରାସ୍ତ କରିଥିଲା । ମୁମ୍ବାଇ ଓ ଦିଲ୍ଲୀ ଟିମ ପୂର୍ବରୁ ପ୍ଲେ ଅଫରେ ପ୍ରବେଶ…

ମହିଳା ବକ୍ସିଂ ଚାମ୍ପିୟନଶିପ: ନିଖତ ଜରୀନ ବିଜୟ ଅଭିଯାନ ଜାରୀ

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନ ନିଖତ ଜରୀନ ଚଳିତ ବକ୍ସିଂ ଚାମ୍ପିୟନଶିପରେ ବିଜୟ ଅଭିଯାନ ଜାରୀ ରଖିଛନ୍ତି । ରବିବାର କେଡି ଯାଦବ ଷ୍ଟାଡିୟମରେ ଅନୁଷ୍ଠିତ ୫୦ କିଗ୍ରା ବିଭାଗ ମୁକାବିଲାରେ ଆଲଜେରିଆର ରୋଓମାୟସା ବୋଉଲାମଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ସେ କ୍ରମାଗତ ୨ଟି ବିଜୟ ହାସଲ କରି…

ଏସିଆନ ଖୋ ଖୋ ଚାମ୍ପିୟନଶିପ: ଭାରତୀୟ ଦଳରେ ଅର୍ଚ୍ଚନା, କାଦମ୍ବିନୀ

ଭୁବନେଶ୍ୱର: ଗୌହାଟୀରେ ମାର୍ଚ୍ଚ ୨୦ରୁ ୨୩ ପର୍ଯ୍ୟନ୍ତ ଚତୁର୍ଥ ଏସିଆନ ଖୋ ଖୋ ଚାମ୍ପିୟନଶିପ ଆୟୋଜିତ ହେବ । ରବିବାର ଏ ନେଇ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ଅଧିନାୟିକା ଅର୍ଚ୍ଚନା ମାଝୀ ଓ ସାଥୀ ଖେଳାଳି କାଦମ୍ବିନୀଙ୍କୁ ସ୍ଥାନ ମିଳିଛି । ଓଡିଶାର ଏହି ଦୁଇ ପ୍ରତିଭାବାନ…