Latest Odisha News

BREAKING NEWS

Browsing Category

ଖେଳ

ରଣଜୀ ଟ୍ରଫି: ବରୋଦା ବିପକ୍ଷରେ ଓଡିଶାର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ

କଟକ: ବରୋଦା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ପ୍ରଥମ ଦିବସରେ ଓଡିଶା ବ୍ୟାଟ୍ସମ୍ୟାନ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଓଡିଶା ପ୍ରଥମ ଇନିଂସରେ ୪୫୭ ରନ କରି ଅଲଆଉଟ ହୋଇ ଯାଇଛି । ଏହାର ଜବାବରେ ବରୋଦା କୌଣସି ୱିକେଟ ନ ହରାଇ ୭୭ ରନ ସଂଗ୍ରହ କରି…

ଇଂଲଣ୍ଡର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଫ୍ଲିଂଟଫ ଦୁର୍ଘଟଣାରେ ଗୁରୁତର

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ର‌୍ୟୁ ଫ୍ଲିଂଟଫ କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ପଡିଛନ୍ତି । ତାଙ୍କୁ ଏୟାରଲିଫ୍ଟ କରାଯାଇ ଡାକ୍ତରଖାନାକୁ ନିଆଯାଇଛି । ଯିବା ବାଟରେ ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ । ଏବେ ସେ ବିପଦମୁକ୍ତ ଅଛନ୍ତି । ଦକ୍ଷିଣ…

ଶତକ ହାସଲରୁ ପୂଜାରା ବଂଚିତ, ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୨୭୮/୬

ଚଟୋଗ୍ରାମ: ଏଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୨୭୮ ରନ ସଂଗ୍ରହ କରିଛି । ଚେତେଶ୍ୱର ପୂଜାରା ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଥିଲେ । ସେ ୯୦ ରନ…

ସଚିନଙ୍କ ରାସ୍ତାରେ ଅର୍ଜୁନ: ପଦାର୍ପଣ ରଣଜୀ ମ୍ୟାଚରେ ଜୁନିୟର ତେନ୍ଦୁଲକରଙ୍କ ଶତକ

ମୁମ୍ବାଇ: ୧୯୮୮ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପଦାର୍ପଣ ରଣଜୀ ମ୍ୟାଚରେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ୩୪ ବର୍ଷ ପରେ ତାଙ୍କ ପୁଅ ଅର୍ଜୁନ ସମାନ ଶୈଳୀରେ କ୍ୟାରିୟରକୁ ଦିଗ ପ୍ରଦାନ କରିଛି । ଗୋଆ ପକ୍ଷରୁ ଖେଳୁଥିବା ୨୩ ବର୍ଷୀୟ ଅର୍ଜୁନ ରାଜସ୍ଥାନ…

ଫିଫା ସେମିଫାଇନାଲରେ ମେସି ମ୍ୟାଜିକ, ଫାଇନାଲରେ ଆର୍ଜେଣ୍ଟିନା

କାତାର: କାତାରରେ ଚାଲିଥିବା ଫିଫା ବିଶ୍ୱକପର ପ୍ରଥମ ସେମିଫାଇନାଲ ମୁକାବିଲାରେ ଆର୍ଜେଣ୍ଟିନାର ତଥା ବିଶ୍ବର କିମ୍ବଦନ୍ତୀ ଖେଳାଳି ମେସିଙ୍କ ମ୍ୟାଜିକ ଦେଖିବାକୁ ମିଳିଛି। ଆର୍ଜେଣ୍ଟିନା ମେସିଙ୍କ ଗୋଲ୍ ଜରିଆରେ ପୂର୍ବଥରର ଚାମ୍ପିୟନ କ୍ରୋଏସିଆକୁ ୩-୦ରେ ପରାସ୍ତ କରି ପ୍ରତିଶୋଧ ନେଇଛି।…

ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍‍ ଓ ଏଫ୍‍ଆଇଭିବି ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‍ର ପ୍ରସାର ନିମନ୍ତେ କିସ୍‍ ଓ ଅନ୍ତର୍ଜାତୀୟ ଭଲିବଲ୍‍ ସଂଘ (ଏଫ୍‍ଆଇଭିବି) ମଧ୍ୟରେ ସୋମବାର ସୁଇଜରଲାଣ୍ଡଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା…

ଆଇପିଏଲ ମିନି ଅକ୍ସନ: ୪୦୫ ଖେଳାଳିଙ୍କ ଉପରେ ଲାଗିବ ବାଜି

କୋଚି: ଏଠାରେ ଡିସେମ୍ବର ୨୩ରୁ ଇଣ୍ଡିଆନ ପ୍ରିମିୟର ଲିଗର ମିନି ଅକ୍ସନ ଆୟୋଜିତ ହେବ । ୨୭୩ ଭାରତୀୟ, ୧୩୨ ବିଦେଶୀ ଓ ୪ ଆସୋସିଏଟ ଦେଶର ଖେଳାଳିଙ୍କ ସମେତ ଓଭରାଲ ୪୦୫ଜଣଙ୍କ ଉପରେ ଫ୍ରାଂଚାଇଜ ବାଜି ଲଗେଇବେ । ୯୯୧ ଖେଳାଳିଙ୍କ ମଧ୍ୟରୁ ୩୬୯ଜଣଙ୍କ ନାମ ଶର୍ଟଲିଷ୍ଟ କରାଯାଇଥିଲା । ପରେ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇନାଲ ଦୌଡରୁ ବାଦ ପଡିଲା ପାକିସ୍ତାନ, ଭାରତ ପାଇଁ ସମ୍ଭାବନା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜିତ ହେବା ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିସହ ପାକିସ୍ତାନ କ୍ରିକେଟ ଟିମ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଦୌଡରୁ ବାଦ ପଡିଛି । ଅପରପକ୍ଷରେ ଭାରତ ପାଇଁ ଏବେ ବି ସମ୍ଭାବନା ରହିଛି । ଟିମ ଇଣ୍ଡିଆ ଏବେ ୫୨.୦୮ ପଂଏଟ ସହ…

ବିସିସିଆଇ କଂଟ୍ରାକ୍ଟ ଲିଷ୍ଟ: ବାଦ ପଡି ପାରନ୍ତି ଈଶାନ୍ତ, ରାହାଣେ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ସିଜନ ପାଇଁ ଅନୁବନ୍ଧିତ ଖେଳାଳିଙ୍କ ତାଲିକା ଖୁବ ଶୀଘ୍ର ଜାରୀ କରିପାରେ । ଏଥର ଅନେକଗୁଡିଏ ପରିବର୍ତନ ହେବ ବୋଲି ଆଶା କରାଯାଉଛି । ବିସିସିଆଇର ଜନୈତ ଅଧିକାରୀଙ୍କ ମତରେ ଈଶାନ୍ତ ଶର୍ମା, ରିଦ୍ଧିମାନ ଶାହ ଓ ଅଜିଙ୍କ୍ୟ ରାହାଣେ ତାଲିକାରୁ…

ପୁରୀରୁ ଶୁଭାରମ୍ଭ ହେଲା ଟୁର ଡି କଳିଙ୍ଗର ସାଇକେଲ ଯାତ୍ରା

ପୁରୀ: ସ୍ଥାନୀୟ ବ୍ଲୁ ଫ୍ଲାଗ ବିଚରୁ ଆରମ୍ଭ ହୋଇଛି ଟୁର ଡି କଳିଙ୍ଗ ସାଇକେଲ ଟିମର ଚତୁର୍ଥ ସଂସ୍କରଣର ଯାତ୍ରା । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏହାର ଶୁଭାରମ୍ଭ କରିଥିଲେ । ଚଳିତ ମାସ ୧୧ରୁ ଟୁର ଡି କଳିଙ୍ଗ ଟିମ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସିଥିଲେ । ଏଠାରେ ଜିଲ୍ଲା…