Latest Odisha News

BREAKING NEWS

Browsing Category

ଖେଳ

ପ୍ରଥମ ଥର ପାଇଁ ଏଏଫସି କପର ମୂଖ୍ୟ ଡ୍ରରେ ସାମିଲ ହେଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଫୁଟବଲପ୍ରେମୀଙ୍କ ପାଥଁ ଖୁସି ଖବର । ଓଡିଶା ଏଫସି ପ୍ରଥମ ଥର ପାଇଁ ଏଏଫସି କପ ଗ୍ରୁପ ଷ୍ଟେଜକୁ ଉନ୍ନୀତ ହୋଇଛି । ବାଙ୍ଗାଲୋର ଏଫସିକୁ ହରାଇ ହୀରୋ ସୁପର କପ ଟାଇଟଲ ହାସଲ କରିଥିବା ଓଡିଶା ଶନିବାର ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା । ଆଇ ଲିଗ ବିଜେତା ଗୋକୁଳମ କେରଳ…

ଦିଲ୍ଲୀ ସମ୍ମୁଖରେ ୧୯୮ ରନର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୧୯୮ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୬ ୱିକେଟ ହରାଇ ୧୯୭ ରନ କରିଥିଲା । ଅଭିଷେକ ଶର୍ମା ୬୭ ଓ ହେନରକି କ୍ଲାସେନ ୫୩…

ଫେଡ କପରେ ରୌପ୍ୟ ପଦକ ଜିତିଲେ ଓଡିଶାର ସବିତା

ଭୁବନେଶ୍ୱର: ତାମିଲନାଡୁର ଥିରୁଭନ୍ନାମରାଲାଇରେ ଚାଲିଥିବା ଜାତୀୟ ଫେଡେରେଶନ କପ ଜୁନିୟର(୨୦ ବର୍ଷରୁ କମ) ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ମାନ ରଖିଛନ୍ତି ସବିତା ଟପ୍ପୋ । ଏହି ୧୮ ବର୍ଷୀୟା ଯୁବ ଆଥଲେଟଜଣଙ୍କ ମହିଳା ୧୦୦ ମିଟର ହର୍ଡଲ୍ସ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି ।…

ବିଜୟଙ୍କ ଯୋଗୁ ଜିତିଲା ଗୁଜରାଟ

ଇଡେନ ଗାର୍ଡେନ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ମୁକାବିଲାରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୭ ୱିକେଟ ବିନିମୟରେ ୧୭୯ ରନ କରିଥିଲା । ରହମୁନାଲ୍ଲା ଗୁରବାଜଙ୍କ ଆକର୍ଷଣୀୟ ୮୧ ରନ ଯୋଗୁ କୋଲକାତା ଭଲ…

ଆଇପିଏଲ ଇତିହାସର ଦ୍ୱିତୀୟ ସର୍ବାଧିକ ସ୍କୋର କଲା ଲକ୍ଷ୍ନୌ

ମୋହାଲୀ: ଚଳିତ ଆଇପିଏଲରେ ଶୁକ୍ରବାର ଲକ୍ଷ୍ନୌ ସୁପର ଜ୍ୟାଂଟସ ୨୫୮ ରନର ବିଶାଳ ଲକ୍ଷ୍ୟ ପଞ୍ଜାବ କିଙ୍ଗସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଦଳଗତ ପ୍ରଦର୍ଶନ କରି ୨୦ ଓଭରରେ ୫ ୱିକେଟ ବିନିମୟରେ ୨୫୭ ରନ କରିଥିଲା । ଆଇପିଏଲ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ସ୍କୋର ।…

ଭାରତୀୟ ମହିଳା ଲିଗ ଫୁଟବଲ: ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କଲା ଓଡିଶା ଏଫସି

ଭୁବନେଶ୍ୱର: ଅହମ୍ମଦାବାଦାରେ ଚାଲିଥିବା ଭାରତୀୟ ମହିଳା ଫୁଟବଲ ଲିଗରେ ଓଡିଶା ଏଫସି ଗୁରୁବାର ସମ୍ପୂର୍ଣ୍ଣ ଶୈଳୀରେ ବିଜୟ ଅଭିଯାନ ଆରମ୍ଭ କରିଛି । ଓଡିଶା ୬-୦ ଗୋଲରେ ସିଆରପିଏଫ ଏଫସିକୁ ଏକତରଫା ଭାବେ ପରାସ୍ତ କରିଥିଲା । ପ୍ରଭାବୀ ପ୍ରଦର୍ଶନ ପାଇଁ ଗ୍ରେସଙ୍କୁ ହୀରୋ ଅଫ ଦି ମ୍ୟାଚ ବିବେଚିତ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଷ୍ଟାଣ୍ଡବାଇ ତାଲିକାରେ ବି ସୂର୍ଯ୍ୟକୁମାରଙ୍କ ନାମ ନାହିଁ

ନୂଆଦିଲ୍ଲୀ: ଜୁନ ୭ରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଇଂଲଣ୍ଡର ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଉଭୟ ଦେଶ ଫାଇନାଲ ପାଇଁ ସେମାନଙ୍କ ଟିମ ଘୋଷଣା କରି ସାରିଛନ୍ତି । ଭାରତ ଏପ୍ରିଲ ୨୫ରେ ଘୋଷଣା କରିଥିବା ଟିମରେ ଅଜିଙ୍କ୍ୟ ରାହାନେଙ୍କୁ ସାମିଲ କରିଥିବା ବେଳେ…

ରାସ୍ତାରେ ରେସଲରଙ୍କ ଧାରଣା ଭାରତର ଛବିକୁ ଖରାପ କରୁଛି: ପିଟି ଉଷା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିପକ୍ଷରେ ରେସଲରଙ୍କ ଧାରଣା ୫ମ ଦିନରେ ପଂହଚିଛି । ଗୁରୁବାର ହରିୟାଣା ଓ ପଶ୍ଚିମ ଉତରପ୍ରଦେଶର ଖାପ ପଂଚାୟତ ସେମାନଙ୍କୁ ସମର୍ଥନ ଦେବା ପାଇଁ ଜନ୍ତରମନ୍ତରରେ ପଂହଚିଛନ୍ତି । ସେମାନେ ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ…

ବିଶ୍ୱକପ ପୂର୍ବରୁ ପନ୍ତ ସମ୍ପୂର୍ଣ୍ଣ ଭାବେ ହୋଇ ନ ଥିବେ ଫିଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର । ଷ୍ଟାର ୱିକେଟକିପର ରିଷଭ ପନ୍ତ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ଫିଟ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୂର୍ବରୁ ସେପ୍ଟମ୍ବରରେ ହେବାକୁ ଥିବା ଏସିଆ କପ ପାଇଁ ମଧ୍ୟ ସେ ଉପଲବ୍ଧ…

‘ଓଡ଼ିଶାକୁ ଦେଶର ଅନ୍ୟତମ ଶ୍ରେଷ୍ଠ କ୍ରିକେଟ୍ ଟିମ୍ ଭାବେ ଗଢ଼ି ତୋଳିବାକୁ ପ୍ରତିଶ୍ରୁତିବଦ୍ଧ’

କଟକ: ୨୦୨୪ ସୁଦ୍ଧା ଓଡ଼ିଶାକୁ ଭାରତର ଅନ୍ୟତମ ଶ୍ରେଷ୍ଠ କ୍ରିକେଟ୍ ଟିମ୍ ଭାବେ ଗଢ଼ି ତୋଳିବା ପାଇଁ ଓଡ଼ିଶା କ୍ରିକେଟ ଏକାଡେମୀ ବା ଓସିଏ ଯେଉଁ ଆଭିମୁଖ୍ୟ ରଖିଛି ତାକୁ ପୂରଣ କରିବା ଦିଗରେ ଯଥାସମ୍ଭବ ପ୍ରୟାସ କରିବେ ବୋଲି କହିଛନ୍ତି ନବ ନିଯୁକ୍ତ କୋଚ। କୋଚ ଭାବେ ଦାୟିତ୍ୱ ଗ୍ରହଣ କରିବା…