Latest Odisha News

BREAKING NEWS

Browsing Category

ଖେଳ

କୋଲକାତାକୁ ହରାଇଲା ପଞ୍ଜାବ

ମୋହାଲୀ: ଏଠାରେ ଅନୁଷ୍ଠିତ ଆଇପିଏଲର ଏକ ମ୍ୟାଚରେ ପଞ୍ଜାବ କିଙ୍ଗସ ୭ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ବର୍ଷା ଯୋଗୁ ଏହି ମ୍ୟାଚର ଫଳାଫଳ ପାଇଁ ଡକ୍ୱୱର୍ଥ ଲୁଇସ ନିୟମର ସହାୟତା ନିଆ ଯାଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକତା ୨୦ ଓଭରରେ ୫ ୱିକେଟ ବିନିମୟରେ ୧୯୧ ରନ…

ଆଘାତ ସମସ୍ୟା ଯୋଗୁ ଓହରିଲେ ୱିଲିୟମସନ !

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସକୁ ଶକ୍ତ ଧକ୍କା ଲାଗିଛି । ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଗୁଜରାଟର ଷ୍ଟାର ଖେଳାଳି କେନ ୱିଲିୟମସନ ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରିଯିବା ଏକପ୍ରକାର ନିଶ୍ଚିତ ହୋଇଛି । ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ…

ଓଡିଆରେ ଆଇପିଏଲ…ଲିଟଲଙ୍କ ନାମକୁ ଲେଖିଲେ ଛୋଟ

ଭୁବନେଶ୍ୱର: ଆଇପିଏଲର ୧୬ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ଉଦଘାଟନୀ ମୁକାବିଲାରେ ଗୁଜରାଟ ଟାଇଟନ୍ସ ସହଜରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏଥର ଆଇପିଏଲରେ ପ୍ରଥମ ଥର ପାଇଁ ଓଡିଆରେ ପ୍ରସାରିତ ହୋଇଛି । ତେବେ ଏହି ପ୍ରସାରଣ ଅବସରରେ କେତେକ ତ୍ରୁଟି ଯୋଗୁ…

ଏଥର ବିଶ୍ୱକପ ଯୋଗ୍ୟତା ପାଇଁ ଶ୍ରୀଲଙ୍କା ଖେଳିବ କ୍ୱାଲିଫାଇଂ ଟୁର୍ଣ୍ଣାମେଂଟ

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ଦଳକୁ ଶକ୍ତ ଧକା ଲାଗିଛି । ୨୦୨୩ ଦିନିକିଆ ବିଶ୍ୱକପରେ ସିଧାସଳଖ ପ୍ରବେଶ କରିବାରେ ଦଳ ବିଫଳ ହୋଇଛି । ୧୯୮୧ରେ ଆଇସିସି ମାନ୍ୟତା ପାଇବା ପରେ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ଏ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛି । ପୂର୍ବ ବିଶ୍ୱ ଚାମ୍ପିୟନ ଶ୍ରୀଲଙ୍କା ୧୯୭୯…

ଚେନ୍ନାଇ ସୁପର କିଙ୍ଗସକୁ ୫ ୱିକେଟରେ ପରାସ୍ତ କଲା ଗୁଜରାଟ ଟାଇଟାନ୍ସ

ଅହମ୍ମଦାବାଦ: ଚଳିତ ଆଇପିଏଲର ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଚେନ୍ନାଇ ସୁପର କିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୭୯ ରନ୍ କରିଥିଲା। ଏହାର ଜବାବରେ ଗୁଜୁରାଟ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିଛି। ଗୁଜରାଟ ପାଇଁ ଶୁଭମନ ଚମତ୍କାର ପ୍ରଦର୍ଶନ କରିଥିଲେ।…

ଆଇପିଏଲ:ଋତୁରାଜଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଅହମ୍ମଦାବାଦ: ଆଇପିଏଲର ୧୬ତମ ସଂସ୍କରଣର ଉଦଘାଟନୀ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ୧୭୯ ରନର ବିଜୟ ଲକ୍ଷ୍ୟ ଗୁଜରାଟ ଟାଇଟାନ୍ସ ପକ୍ଷରେ ରଖିଛି । ଋତୁରାଜ ଗାଏକ୍ୱାଡ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ୫୦ ବଲରେ ୯୨ ରନ କରି ଆଉଟ ହୋଇ ଯାଇଥିଲେ । ଚେନ୍ନାଇର ଅନ୍ୟ ବ୍ୟାଟ୍ସମ୍ୟାନମାନେ…

ଆଇପିଏଲରେ ଧୋନୀ ହେଲେ ବୟୋଜ୍ୟେଷ୍ଠ ଅଧିନାୟକ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣ ଅହମ୍ମଦାବାଦରେ ଆରମ୍ଭ ହୋଇଯାଇଛି । ଗୁଜରାଟ ଟାଇଟନ୍ସ ବିଜୟ ମ୍ୟାଚ ପାଇଁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପଡିଆରେ ପାଦ ଦେବା ମାତ୍ରେ ଏକ ନୂତନ ରେକର୍ଡର ଅଧିକାରୀ ହୋଇଛନ୍ତି । ଧୋନୀ ଆଇପିଏଲରେ ସବୁଠାରୁ…

ଆରମ୍ଭ ହେଲା ଆଇପିଏଲ, ନାଟୁ ନାଟୁରେ ନାଚିଲେ ରଶ୍ମିକା

ଅହମ୍ମଦାବାଦ: ଏକ ବର୍ଣ୍ଣାଢ୍ୟ ପରିବେଷରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣର ଊଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପାଖାପାଖି ୧ ଘଂଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ମନ୍ଦିରା ବେଦୀ ପରିଚାଳନା କରିଥିଲେ । ବଲିଉଡ ଗାୟକ ଅରଜିତ ସିଂ କେସରିୟା…

ଏଏଫସି ୧୭ ବର୍ଷରୁ କମ ଏସିଆ କପ: ଗ୍ରୁପ ଡି’ରେ ଭାରତ

ନୂଆଦିଲ୍ଲୀ: ଚଳିତ ବର୍ଷ ୧୫ ଜୁନରୁ ଥାଇଲାଣ୍ଡରେ ଏଏଫସି ୧୭ ବର୍ଷରୁ କମ ଏସିଆ କପ ଫୁଟବଲ ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଏହାର ସେମିଫାଇନାଲରେ ପ୍ରବେଶ କରିଥିବା ଟିମ ଆସନ୍ତା ବର୍ଷ ପେରୁରେ ହେବାକୁ ଥିବା ୧୭ ବର୍ଷରୁ କମ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବ । ଭାରତୀୟ ଟିମର ଭଲ ପ୍ରଦର୍ଶନ…

ମହିଳା ଫୁଟବଲ ଲିଗ: ଗ୍ରୁପ ଏରେ ସ୍ପୋର୍ଟ୍ସ ଓଡିଶା

ଭୁବନେଶ୍ୱର: ଅଖିଳ ଭାରତୀୟ ଫୁଟବଲ ମହାସଂଘ ଶୁକ୍ରବାର ମହିଳା ଫୁଟବଲ ଲିଗ ନିମନ୍ତେ ୧୬ଟିମର ନାମ ଘୋଷଣା କରିଛନ୍ତି । ସମସ୍ତ ଟିମକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ସ୍ପୋର୍ଟ୍ସ ଓଡିଶା ଗ୍ରୁପ ଏରେ ସ୍ଥାନ ପାଇଛି । ସେହିପରି ଓଡିଶା ଏଫସି ଗ୍ରୁପ ବି’ରେ ସ୍ଥାନ ପାଇଛି । ଏହି ଲିଗ ଏପ୍ରିଲ ୨୫ରୁ…