Latest Odisha News

BREAKING NEWS

Browsing Category

ଖେଳ

ମ୍ୟାଚ ଜିତିବା ପରେ ଖୁସିନଥିଲେ ଧୋନୀ, ଡ୍ରେସିଂ ରୁମରେ ଖେଳାଳିଙ୍କୁ କଲେ ତାଗିଦ!

ଚେନ୍ନାଇ: ଯଦିଓ ଚେପକରେ ଚେନ୍ନାଇ ସୁପର କିଙ୍ଗସ ପ୍ରତିପକ୍ଷ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୧୨ ରନରେ ପରାସ୍ତ କରିଛି ହେଲେ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଦଳର ଖେଳାଳିଙ୍କ ଉପରେ ଅସନ୍ତୋଷ ଥିବା ସୂଚନା ରହିଛି। ମ୍ୟାଚରେ ଯେଉଁଭଳି ଭାବେ ଓ୍ୱାଇଡ୍ ଏବଂ ନୋ ବଲ୍ ଦେଇଥିଲେ ବୋଲର ତାକୁ…

ଚେନ୍ନାଇର ବିଶାଳ ସ୍କୋର, ଲଢ଼େଇ କରି ହାରିଲା ଲକ୍ଷ୍ନୌ

ଚେନ୍ନାଇ: ଚଳିତ ଆଇପିଏଲ ସିଜିନର ଷଷ୍ଠ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ବିଜୟ ଲାଭ କରିଛି। ଚେପକରେ ଖେଳାଯାଇଥିବା ଏହି ମ୍ୟାଚରେ ସିଏସକେ ଲକ୍ଷ୍ନୌକୁ ୧୨ ରନରେ ପରାସ୍ତ କରିଛି। ଟସ ହାରିବା ପରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ  ୭ ୱିକେଟ୍ ହରାଇ ୨୧୭ ରନ୍ ସଂଗ୍ରହ କରିଥିଲା। ପରେ…

ବିକ୍ରି ହୋଇଯିବ ୱାର୍ଲ୍ଡ ରେସଲିଂ ଏଂଟରଟେନମେଂଟ

ନୂଆଦିଲ୍ଲୀ: ୱାର୍ଲ୍ଡ ରେସଲିଂ ଏଂଟରଟେନମେଂଟ ବିକ୍ରି ହୋଇଯିବା ପରିସ୍ଥିତି ସୃଷ୍ଟି ହୋଇଛି । ଏରୀ ଇମାନୁଏଲର ଏଣ୍ଡୱେର ଗ୍ରୁପ ଡବ୍ଲ୍ୟୁଡବ୍ଲ୍ୟୁଇକୁ କିଣିବା ନିମନ୍ତେ ପ୍ରାୟତଃ ଚୂଡାନ୍ତ ହୋଇଯାଇଛି । ଏଣ୍ଡୱେର ଗ୍ରୁପ ଅଲ୍ଟିମେଟ ଫାଇଟିଂ ଚାମ୍ପିୟନଶିପର ପ୍ୟାରେଂଟ କମ୍ପାନୀ ।…

ମୁମ୍ବାଇ ବିପକ୍ଷରେ ଆରସିବିର ଜବରଦସ୍ତ ବିଜୟ, ନଜର ପକାନ୍ତୁ ପଏଣ୍ଟ ଟେବୁଲ ଉପରେ

ବେଙ୍ଗାଲୁରୁ: ରବିବାର ଖେଳାଯାଇଥିବା ଆଇପିଏଲ ମହାମୁକାବିଲାରେ ଦ୍ୱିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିଛି। ମୁମ୍ବାଇକୁ ୮ ଓ୍ୱିକେଟରେ ପରାସ୍ତ କରି ଆରସିବି ବିଜୟ ଅଭିଯାନ ଆରମ୍ଭ କରିଛି। ଏଥିସହିତ ଚଳିତ…

ଆଇପିଏଲ: ଷ୍ଟାଡିୟମ ଭିତରକୁ ଏହି ସବୁ ପୋଷ୍ଟର, ବ୍ୟାନର ନେବା ମନା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ଜ୍ୱର କ୍ରିକେଟପ୍ରେମୀଙ୍କ ପାଖରେ ବଢ଼ିବାରେ ଲାଗିଛି । କରୋନା ମହାମାରୀ ପରେ ଷ୍ଟାଡିୟମରେ ଦର୍ଶକ ଏଥର ଏହାକୁ ମନଭରି ଉପଭୋଗ କରିଛନ୍ତି । ତେବେ ରବିବାର ବିସିସିଆଇ ଏବଂ ଆଇପିଏଲ ଆୟୋଜକ କମିଟି ପକ୍ଷରୁ ପ୍ରଶଂସକମାନଙ୍କ କେତେକ ବ୍ୟାନର ଓ ପୋଷ୍ଟର ନେବା…

ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଲୋଗୋ ଉନ୍ମୋଚିତ

ମୁମ୍ବାଇ: ଆଜିର ଦିନରେ ଭାରତୀୟ କ୍ରିକେଟ ଟିମ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ ଜିତିଥିଲା । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆଇସିସି ୨୦୨୩ ବିଶ୍ୱକପର ଲୋଗୋ ଉନ୍ମୋଚିତ କରିଛି । ଆଇସିସି ତାର ଟୁଇଟର ଆକାଂଉଟରେ ଏହାର ଫଟୋ ଶେୟାର କରିଛି । ଭାରତରେ ଏଥର ଏହି ବିଶ୍ୱକପ ଆୟୋଜିତ ହେଉଥିବାରୁ…

ରାଜସ୍ଥାନ ନିକଟରୁ ହାଇଦ୍ରାବାଦର ଶୋଚନୀୟ ପରାଜୟ

ହାଇଦ୍ରାବାଦ: ଏଠାରେ ଅନୁଷ୍ଠିତ ଆଇପିଏଲର ଏକ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୭୨ ରନରେ ଶୋଚନୀୟ ଭାବେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୫ ୱିକେଟ ବିନିମୟରେ ୨୦୩ ରନ କରିଥିଲା । ଯଶସ୍ୱୀ ଜୈସୱାଲ ୫୪, ଜୋସ ବଟଲର ୫୪ ଓ…

ଆର ପାରିରେ ପୂର୍ବତନ କ୍ରିକେଟର ସଲୀମ ଦୂରାନୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ସଲୀମ ଦୂରାନୀଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ପୂର୍ବତନ ଅଲରାଉଣ୍ଡର ଭାରତ ପକ୍ଷରୁ ୨୯ ଟେଷ୍ଟ ଖେଳି ୧୨୦୨ ରନ ଓ ୭୫ ୱିକେଟ ଅକ୍ତିଆର କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୧୭୦ ମ୍ୟାଚରେ ୮୫୪୫ ରନ ଓ ୪୮୪ ୱିକେଟ ନେଇଛନ୍ତି । ୧୧…

ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ

ଲକ୍ଷ୍ନୌ: ଚଳିତ ଆଇପିଏଲ ସଂସ୍କରଣର ତୃତୀୟ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଦିଲ୍ଲୀ କ୍ୟାପିଟାଲସକୁ ୫୦ ରନରେ ପରାସ୍ତ କରିଛି। ଘରୋଇ ପିଚରେ କେ.ଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଦଳ ମ୍ୟାଚ ଜିତି ଚଳିତ ଆଇପିଏଲରେ ବିଜୟ ଅଭିଯାନ ଆରମ୍ଭ କରିଛି। ଆଇପିଏଲ୍ ୨୦୨୩ର ଦ୍ୱିତୀୟ ଦିନରେ ଲକ୍ଷ୍ନୌ ଏବଂ…

ଆଇଟା ୧୬ ବର୍ଷରୁ କମ ଜାତୀୟ ସିରିଜ: ଇତିହାସ ରଚିଲେ ଓଡିଆ ଝିଅ ଆହାନ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ବାଳିକା ଟେନିସ ଖେଳାଳି ଆହାନ ଇତିହାସ ରଚିଛନ୍ତି । ଆଇଟା ୧୬ ବର୍ଷରୁ କମ ଜାତୀୟ ସିରିଜରେ ସେ ପ୍ରଥମ ଓଡିଆ ଖେଳାଳି ଭାବେ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି । ଫାଇନାଲରେ ସେ ତାମିଲନାଡୁର ସବିତା ଭୁବନେଶ୍ୱରନଙ୍କୁ ୬-୧, ୬-୩ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ସେ…