Latest Odisha News

BREAKING NEWS

Browsing Category

ଖେଳ

ମହାନ ଫୁଟବଲ ଖେଳାଳି ପେଲେ ଗୁରୁତର

ଦୋହା: କତାରରେ ଚାଲିଥିବା ଫୁଟବଲ ବିଶ୍ୱକପ ଅବସରରେ ଏକ ଚିନ୍ତାଜନକ ଖବର ପ୍ରଶଂସକଙ୍କୁ ନିରାଶ କରିଛି । ବ୍ରାଜିଲର ମହାନ ଫୁଟବଲ ଖେଳାଳି ୮୨ ବର୍ଷୀୟ ପେଲେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କର ଅଧିକାଂଶ ଅଙ୍ଗ କାର୍ଯ୍ୟ କରୁ ନାହିଁ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ନିୟମିତ…

ରାହୁଲଙ୍କ ଛୁଟି ମଂଜୁର, ଜୋର ଧରିଲା ବିବାହ ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେଏଲ ରାହୁଲଙ୍କ ଛୁଟି ମଂଜୁର କରିଛି ବିସିସିଆଇ । କିଛି ଦିନ ତଳେ ସେ ଏଥିପାଇଁ ଆବେଦନ କରିଥିଲେ । ଛୁଟି ମଂଜୁର ହେବା ପରେ ରାହୁଲଙ୍କ ବାହାଘର ହେବା ନେଇ ଚର୍ଚ୍ଚା ଜୋର ଧରିଛି । ରାହୁଲ ଏବଂ ଆଥିୟା ସେଟ୍ଟୀ ଦୀର୍ଘ ଦିନ ହେବ ପରସ୍ପରକୁ ଭଲ ପାଇ ଆସୁଛନ୍ତି ।…

ବୟସ ଜାଲିଆତି ଅଭିଯୋଗ ନେଇ ଲକ୍ଷ୍ୟ ସେନଙ୍କ ବିରୁଦ୍ଧରେ ଏଫଆଇଆର

ବାଙ୍ଗାଲୋର: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଏଫଆଇଆର । ବୟସ ଜାଲିଆତି କରିଥିବା ଅଭିଯୋଗ ନେଇ ଲକ୍ଷ୍ୟ ସେନ, ତାଙ୍କ ପରିବାର ଏବଂ ପୂର୍ବତନ ଭାରତୀୟ କୋଚ ବିମଲ କୁମାର ମଧ୍ୟ ଏଥିରେ ଫସିଛନ୍ତି । ଏମ.ଗୋଭିପ୍ପା ନାଗରାଜନାମକ ଜନୈକ ବ୍ୟକ୍ତି…

ଫିଫା ବିଶ୍ୱକପ: ଆଜିଠାରୁ ଆରମ୍ଭ ହେବ ନକଆଉଟ ପର୍ଯ୍ୟାୟ

ଦୋହା: ଫିଫା ବିଶ୍ୱକପର ପ୍ରକୃତ ରୋମାଂଚକ ଏବେ ଆରମ୍ଭ ହେବ । ଆଜିଠାରୁ (ଡିସେମ୍ବର ୩) ନକଆଉଟ ପର୍ଯ୍ୟାୟ ମୁକାବିଲାରେ ଅବତୀର୍ଣ୍ଣ ହେବେ ୧୬ଟିମ । ଏଥର ସମସ୍ତ ଟିମ ପାଇଁ ପରବର୍ତୀ ରାଉଣ୍ଡ ପାଇଁ ରହିବ ଏକମାତ୍ର ସୁଯୋଗ । ପ୍ରଥମ ପ୍ରି-କ୍ୱାର୍ଟର ମୁକାବିଲାରେ ଆମେରିକାକୁ ଭେଟିବ ନେଦରଲାଣ୍ଡ ।…

ବାଂଲାଦେଶ ଗସ୍ତରୁ ଓହରିଲେ ସାମି

ନୂଆଦିଲ୍ଲୀ:ବାଂଲାଦେଶ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରୁ ଭାରତର ପେସ ବୋଲର ମହମ୍ମଦ ସାମି ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜ ରବିବାରଠାରୁ ଆରମ୍ଭ ହେବ । ସାମିଙ୍କ ଅନୁପସ୍ଥିତିରେ ମୁକେଶ କୁମାର ଓ ନବଦୀପ ସୈନୀଙ୍କ ମଧ୍ୟରେ ଜଣଙ୍କୁ ଦଳରେ ସାମିଲ କରାଯାଇପାରେ…

ଗୋଟିଏ ଓଭରରେ ଛ’ଟି ଓ୍ୱିକେଟ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟ୍ ଏକ ଅନିଶ୍ଚିତତାର ଖେଳ। ଯେକୌଣସି ସମୟରେ ଏହି ଖେଳର ମୋଡ଼ ବଦଳିଯାଇପାରେ। ଆଜିର ସମୟରେ ଏହି କ୍ରିକେଟ୍ ବ୍ୟାଟସମ୍ୟାନଙ୍କ ଖେଳ ଭାବରେ ବିବେଚନା କରାଯାଏ। ଅର୍ଥାତ୍ ବ୍ୟାଟସମ୍ୟାନଙ୍କ ପ୍ରାଧାନ୍ୟ ବିସ୍ତାର ଅଧିକ ରହିଛି। ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ…

କମେଣ୍ଟ୍ରି କରୁଥିବା ବେଳେ ଅସୁସ୍ଥ ହୋଇପଡିଲେ ରିକି ପଣ୍ଟିଂ, ହସ୍ପିଟାଲରେ ଭର୍ତ୍ତି

ପର୍ଥ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଶୁକ୍ରବାର ହୃଦଘାତରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପର୍ଥରେ ଟେଷ୍ଟ ମ୍ୟାଚ ଚାଲିଥିଲା । ଏହି ପ୍ରଥମ ଟେଷ୍ଟର ତୃତୀୟ ଦିନରେ ସେ କମେଣ୍ଟ୍ରି କରୁଥିବା…

ଆଇପିଏଲରୁ ଅବସର ନେଲେ ବ୍ରାଭୋ, ଜାଣନ୍ତୁ ଏବେ ସେ କ’ଣ କରିବେ?

ଚେନ୍ନାଇ: ଡୱେନ ବ୍ରାଭୋ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗରୁ ଅବସର ଘୋଷଣା କରିଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ବରେ ଚେନ୍ନାଇ ଟିମ ଆଇପିଏଲରେ ଅନେକ ସଫଳତା ହାସଲ କରିିଛି । ଆଉ ବ୍ରାଭୋ ମଧ୍ୟ ଏହି ସଫଳତା ପଛରେ ଅନ୍ୟତମ ଖେଳାଳି । ଯିଏକି ଏବେ ଆଇପିଏଲରୁ ଅବସର ଘୋଷଣା…

ବିସିସିଆଇ ଗଠନ କଲା ସିଏସି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୁରୁବାର କ୍ରିକେଟ ପରାମର୍ଶ ଦାତା କମିଟି (ସିଏସି) ଗଠନ କରିଛି । ୩ ସଦସ୍ୟ ବିଶିଷ୍ଟ ଏହି କମିଟିରେ ଅଶୋକ ମାଲହୋତ୍ରା, ଜତୀନ ପରଞ୍ଜାପେ ଓ ସୁଲକ୍ଷଣା ନାଇକ ରହିଛନ୍ତି । ମାଲହୋତ୍ରା ୭ଟି ଟେଷ୍ଟ ଓ ୨୦ଟି ଦିନିକିଆ ମ୍ୟାଚ ଓ ଜତୀନ ୪ଟି ଦିନିକିଆ…