Latest Odisha News

BREAKING NEWS

Browsing Category

ଖେଳ

ହକି ଖେଳାଳି ରାନୀ ରାମପାଲଙ୍କ ନାମରେ ନାମିତ ହେଲା ରାୟବରେଲୀ ଷ୍ଟାଡିୟମ

ରାୟବରେଲୀ: ଭାରତର ଷ୍ଟାର ମହିଳା ହକି ଖେଳାଳି ରାନୀ ରାମପଲଙ୍କ ନାମରେ ରାୟବରେଲୀ ହକି ଷ୍ଟାଡିୟମର ନାମ ରଖାଯାଇଛି । ପ୍ରଥମ ଥର ପାଇଁ କୌଣସି ମହିଳା ହକି ଖେଳାଳିଙ୍କ ନାମରେ ଷ୍ଟାଡିୟମ ନିର୍ମିତ ହୋଇଛି । ରାନୀ ସୋସିଆଲ ମିଡିଆରେ ଏ ସମ୍ପର୍କରେ ପ୍ରଂସକଙ୍କୁ ସୂଚନା ଦେଇଛନ୍ତି । ମୋ ପାଇଁ…

ୱିଜଡନ ଜାରୀ କଲା ୨୦୨୧-୨୩ର ଶ୍ରେଷ୍ଠ ଟେଷ୍ଟ ଏକାଦଶ

ଦୁବାଇ: ୨୦୨୧-୨୩ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ପ୍ରଦର୍ଶନକୁ ନେଇ ୱିଜଡନ ଶ୍ରେଷ୍ଠ ଏକାଦଶ ଚୟନ କରିଛି । ଭାରତର ଟପ ଥ୍ରୀ ବିରାଟ କୋହଲି, ରୋହିତ ଶର୍ମା ଓ କେଏଲ ରାହୁଲଙ୍କୁ ଏଥିରେ ସ୍ଥାନ ମିଳିନି । ଅପରପକ୍ଷରେ ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାହ ଓ ରିଷଭ ପନ୍ତଙ୍କୁ ଟିମରେ ସୁଯୋଗ…

ଦୟାକରି ଭାରତ-ପାକିସ୍ତାନ କ୍ରିକେଟକୁ ଅନୁମତି ଦିଆଯାଉ: ମୋଦିଙ୍କୁ ଅନୁରୋଧ କଲେ ଆଫ୍ରିଦି

ଲାହୋର: ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ରିକେଟ ଖେଳକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଚଳିତବର୍ଷ ଖେଳାଯିବାକୁ ଥିବା ଏସିଆ କପକୁ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ । ପୂର୍ବରୁ ବିସିସିଆଇ ସମ୍ପାଦକ ଜୟ…

ତୁର୍କୀରେ ୬୧ ଦିନ ଟ୍ରେନିଂ ନେବେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଆଗାମୀ ଆନ୍ତର୍ଜାତୀୟ ଇଭେଂଟ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସେ ତୁର୍କୀର ଗ୍ଲୋରିଆ ସ୍ପୋର୍ଟ୍ସ ଆରେନାରେ ପ୍ରଶିକ୍ଷଣ ନେବେ । ୨୫ ବର୍ଷୀୟ ଏହି ଷ୍ଟାର ଜାଭେଲିନ ଥ୍ରୋୟର ୬୧ ଦିନ ଧରି ଏଠାରେ…

ଇଣ୍ଡିଆନ ଗ୍ରାଁ ପ୍ରି ୧: କିଶୋରଙ୍କୁ ସ୍ୱର୍ଣ୍ଣ, ଅମୀୟ ଜିତିଲେ ରୌପ୍ୟ

ତ୍ରିଭେନ୍ଦ୍ରମ: ତ୍ରିଭେନ୍ଦ୍ରମର ଏଲଏନସିପିଇ ଗ୍ରାଉଣ୍ଡରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି ୧ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସୋମବାର ଜାଭେଲିନ ଥ୍ରୋରେ କିଶୋର କୁମାର ଜେନା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୮୧.୦୫ ମିଟର ଦୂରତାକୁ…

ଡବ୍ଲ୍ୟୁପିଏଲ: ପ୍ଲେ ଅଫରେ ପ୍ରବେଶ କଲା ୟୁପି ୱାରିୟର୍ସ

ମୁମ୍ବାଇ: ଚଳିତ ମହିଳା ପ୍ରିମିୟର ଲିଗ କ୍ରିକେଟରେ ତୃତୀୟ ଦଳ ଭାବେ ୟୁପି ୱାରିୟର୍ସ ପ୍ଲେ ଅଫରେ ପ୍ରବେଶ କରିଛି । ସୋମବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ୟୁପି ଟିମ ୩ ୱିକେଟରେ ଗୁଜରାଟ ଜ୍ୟାଂଟସକୁ ପରାସ୍ତ କରିଥିଲା । ମୁମ୍ବାଇ ଓ ଦିଲ୍ଲୀ ଟିମ ପୂର୍ବରୁ ପ୍ଲେ ଅଫରେ ପ୍ରବେଶ…

ମହିଳା ବକ୍ସିଂ ଚାମ୍ପିୟନଶିପ: ନିଖତ ଜରୀନ ବିଜୟ ଅଭିଯାନ ଜାରୀ

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନ ନିଖତ ଜରୀନ ଚଳିତ ବକ୍ସିଂ ଚାମ୍ପିୟନଶିପରେ ବିଜୟ ଅଭିଯାନ ଜାରୀ ରଖିଛନ୍ତି । ରବିବାର କେଡି ଯାଦବ ଷ୍ଟାଡିୟମରେ ଅନୁଷ୍ଠିତ ୫୦ କିଗ୍ରା ବିଭାଗ ମୁକାବିଲାରେ ଆଲଜେରିଆର ରୋଓମାୟସା ବୋଉଲାମଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ସେ କ୍ରମାଗତ ୨ଟି ବିଜୟ ହାସଲ କରି…

ଏସିଆନ ଖୋ ଖୋ ଚାମ୍ପିୟନଶିପ: ଭାରତୀୟ ଦଳରେ ଅର୍ଚ୍ଚନା, କାଦମ୍ବିନୀ

ଭୁବନେଶ୍ୱର: ଗୌହାଟୀରେ ମାର୍ଚ୍ଚ ୨୦ରୁ ୨୩ ପର୍ଯ୍ୟନ୍ତ ଚତୁର୍ଥ ଏସିଆନ ଖୋ ଖୋ ଚାମ୍ପିୟନଶିପ ଆୟୋଜିତ ହେବ । ରବିବାର ଏ ନେଇ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ଅଧିନାୟିକା ଅର୍ଚ୍ଚନା ମାଝୀ ଓ ସାଥୀ ଖେଳାଳି କାଦମ୍ବିନୀଙ୍କୁ ସ୍ଥାନ ମିଳିଛି । ଓଡିଶାର ଏହି ଦୁଇ ପ୍ରତିଭାବାନ…

ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତର ୩ ପୁରୁଷ ରେସ ୱାକର

ନୋମି: ଜାପାନର ନୋମିରେ ଅନୁଷ୍ଠିତ ୨୦କିମି ଏସୀୟ ରେସ ୱାକିଂ ଚାମ୍ପିୟନଶିପରେ ପ୍ରଭାବୀ ପ୍ରଦର୍ଶନ କରି ଭାରତର ବିକାଶ ସିଂ ଓ ପରମଜିତ ବିଷଟ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପୁରୁଷ ବିଭାଗ କାଟାଗୋରୀରେ ବିକାଶ ୧:୨୦:୦୫ ଓ ପରମଜିତ ୧:୨୦:୦୮ ସେକେଣ୍ଡରେ ସେମାନଙ୍କ…

ଦିନିକିଆ ଇତିହାସରେ ଭାରତର ସବୁଠାରୁ ଲଜ୍ଜାଜନକ ପରାଜୟ, ୨୩୪ ବଲ ବାକି ଥାଇ ଜିତିଲା ଅଷ୍ଟ୍ରେଲିଆ

ବିଶାଖପଟନମ: ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ଲଜ୍ଜାଜନକ ପରାଜୟବରଣ କରିଛି । ଦିନିକିଆ ଇତିହାସରେ ଏହା ଭାରତର ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ । ଅଷ୍ଟ୍ରେଲିଆ ୨୩୪ ବଲ ବାକି ଥାଇ ଭାରତକୁ ପରାଜିତ କରିଛି । ଏହା ପୂର୍ବରୁ ୨୦୧୯ରେ…