Latest Odisha News

BREAKING NEWS

Browsing Category

ଖେଳ

ମହିଳାଙ୍କ ସହ ଏକତ୍ର ପାର୍ଟି କରିବା ଯୋଗୁ ଗିରଫ ହେଲେ ଇରାନ ଫୁଟବଲ ଖେଳାଳି

ତେହେରାନ: ଇରାନରେ ଡିସେମ୍ବର ୩୧ ରାତିରେ ନୂତନ ବର୍ଷ ମଉଜ କରିବା ସ୍ଥାନୀୟ ଫୁଟବଲ ଖେଳାଳିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ପାର୍ଟିରେ ମହିଳାଙ୍କ ଉପସ୍ଥିତି ଏବଂ ମଦ୍ୟପାନ କରିବା ସେମାନଙ୍କୁ ଅଡୁଆରେ ପକାଇଛି । ପୋଲିସ ସେମାନଙ୍କୁ ଗିରଫ କରିଛି । ଇରାନର ଏକ ପ୍ରତିଷ୍ଠିତ କ୍ଲବର…

ଦିନିକିଆ ବିଶ୍ୱକପ ପାଇଁ ୨୦ ଖେଳାଳିଙ୍କୁ ଶର୍ଟଲିଷ୍ଟ କଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୩ ଦିନିକିଆ ବିଶ୍ୱକପ ପାଇଁ ୨୦ ଖେଳାଳିଙ୍କୁ ଶର୍ଟଲିଷ୍ଟ କରାଯାଇଛି । ଟି୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିସିସିଆଇ ଯୋଜନାବଦ୍ଧ ଭାବେ ଖେଳ ଚୟନ କରୁଛି । ଏ ପର୍ଯ୍ୟନ୍ତ ଖେଳାଳିଙ୍କ ନାମ କିନ୍ତୁ ଘୋଷଣା କରାଯାଇ ନାହିଁ ।…

୨୦୨୨ର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ନାମ ଘୋଷଣା କଲା ବିସିସିଆଇ

ମୁମ୍ବାଇ: ୨୦୨୨ରେ ଭାରତ ପକ୍ଷରୁ ଭଲ ପ୍ରଦର୍ଶନ କରିଥିବା କ୍ରିକେଟରଙ୍କ ନାମ ଘୋଷଣା କରିଛି ବିସିସିଆଇ । ଟୁଇଟ କରି ବିସିସିଆଇ ଏ ସମ୍ପର୍କରେ ସୂଚନା ଦେଇଛି । ଦିନିକିଆ କ୍ରିକେଟରେ ଶ୍ରେୟାଶ ଆୟାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ମହମ୍ମଦ ସିରାଜ ଶ୍ରେଷ୍ଠ ବୋଲର ବିବେଚିତ ହୋଇଛନ୍ତି । ଆୟାର ୧୭ଟି…

ଋଷବଙ୍କ ବିରୋଧରେ ଲାଗିବ କି ଓଭର ସ୍ପିଡିଂ ମାମଲା ?

ନୂଆଦିଲ୍ଲୀ: ଦୁର୍ଘଟଣାର ଶିକାର ହୋଇ କ୍ରିକେଟର ଋଷବ ପନ୍ତ ଗତକାଲିଠାରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଋଷବଙ୍କ ଦୁର୍ଘଟଣା ଖୁବ ଭୟଙ୍କର ଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲା ପନ୍ତଙ୍କ ଜୀବନ । ଦୁର୍ଘଟଣାକୁ ନେଇ ଅନେକ କିଛି ଶୁଣିବାକୁ ମିଳୁଛି । ଋଷବ କାରରେ ଏକୁଟିଆ ଥିଲେ । ଗାଡିର…

ଅଲ ନସ୍ର ସହ ଚୁକ୍ତି ପରେ ରୋନାଲ୍ଡୋ ହେଲେ ବିଶ୍ୱର ସବୁଠାରୁ ଧନୀ ଖେଳାଳି

ରିୟାଦ: ପର୍ତୁଗାଲ ଫୁଟବଲ ଟିମର ଅଧିନାୟକ କ୍ରିଷ୍ଟିଆନ ରୋନାଲ୍ଡୋ ସାଉଦି ଆରବର ଅଲ ନସ୍ର କ୍ଲବ ସହ ୨ବର୍ଷ ୬ମାସ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ରୟଟର୍ସ ଅନୁସାରେ ରୋନାଲ୍ଡୋଙ୍କୁ ଏ ନେଇ ୧୭୭୫ କୋଟି ଟଙ୍କା ପ୍ରଦାନ କରାଯିବ । ୩୭ ବର୍ଷୀୟ ରୋନାଲ୍ଡୋ ଏଥିସହ ସବୁଠାରୁ ଧନୀ ଖେଳାଳି ପାଲଟି…

ଅତି କମରେ ୬ମାସ କ୍ରିକେଟଠାରୁ ଦୂରେଇ ରହିବେ ପନ୍ତ

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ରିଷଭ ପନ୍ତଙ୍କ ଶୁକ୍ରବାର ବଡ ଧରଣର ଦୁର୍ଘଟଣା ହୋଇଛି । ଏଥିରେ ପନ୍ତଙ୍କ ମୁଣ୍ଡ, କହୁଣୀ ଓ ଆଂଠୁ ମାଡ ହୋଇଯାଇଛି । ଏହା ବ୍ୟତୀତ ହାଥ ଓ ପିଠି ମଧ୍ୟ ଆଘାତପ୍ରାପ୍ତ ହୋଇଛି । ପନ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଆନ୍ତର୍ଜାତୀୟ କ୍ରିକେଟକୁ ଫେରିବା…

କେମିତି ଅଛନ୍ତି ଋଷଭ ପନ୍ତ? ଆସିଲା ଏମଆରଆଇ ସ୍କାନ ରିପୋର୍ଟ

ଡେରାଡୁନ: ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାରେ ଘଟିଥିବା ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଥିବା କ୍ରିକେଟର ଋଷଭ ପନ୍ତ ସମ୍ପୂର୍ଣ୍ଣ ସୁରକ୍ଷିତ। ଶୁକ୍ରବାର ସକାଳେ, ରୁରର୍କି ଯାଉଥିବାବେଳେ ଷ୍ଟାର ୱିକେଟ୍ କିପର ପନ୍ତଙ୍କ ମର୍ସିଡିଜ୍ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣା…

ରଣଜୀ ଟ୍ରଫି: ହରିୟାଣା ବିପକ୍ଷରେ ଓଡିଶା ହାସଲ କଲା ୩ ପଂଏଟ

କଟକ: ରଣଜୀ ଟ୍ରଫି କ୍ରିକେଟରେ ହରିୟାଣା ବିପକ୍ଷରେ ଓଡିଶା ଗୁରୁତ୍ୱପୂର୍ଣ୍ଣ ୩ ପଂଏଟ ହାସଲ କରିଛି । ମ୍ୟାଚ ଡ୍ର ରହିଥିଲେ ମଧ୍ୟ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ଏହି ପଂଏଟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ହରିୟାଣା ୩୩୮ ରନ କରିଥିଲା । ଜବାବରେ ଓଡିଶା ୪୧୪ ରନ କରି ୭୬ ରନରେ…

କିଏ ସେହି ଦେବଦୂତ ଯିଏ ମୃତ୍ୟୁ ମୁହଁରୁ ଟାଣି ଆଣିଥିଲା ଋଷବଙ୍କୁ

ଡେରାଡୁନ: ସେ ଥିଲେ ଋଷବଙ୍କ ପାଇଁ ଦେବଦୂତ । ମୃତ୍ୟୁ ମୁହଁରୁ ଟାଣି ଆଣିଥିଲେ ସେ ଋଷବଙ୍କୁ । ମାତ୍ର  କେଇ ମୁହୂର୍ତ୍ତର ବିଳମ୍ବ ହୋଇଥିଲେ ହୁଏତ କିଛି ବି ହୋଇ ପାରିଥାନ୍ତା… । ତେବେ କିଏ ସେଇ ଦେବଦୂତ ? ଠିକ ସମୟରେ ସେ କେମିତି ପହଞ୍ଚିଲେ ? ଶୁକ୍ରବାର ଏକ ବଡ ଦୁର୍ଘଟଣାର ଶିକାର…

ବିଡମ୍ବନା: ରାସ୍ତାରେ ପଡିଥିଲେ ପନ୍ତ, ଲୋକେ ଫଟୋ ଉଠାଇଥିଲେ ଆଉ ଟଙ୍କା ନେଇ ଯାଉଥିଲେ..

ନାରସାନ: ଭାରତୀୟ କ୍ରିକେଟର ଲୋକପ୍ରିୟ ଖେଳାଳି ରିଷଭ ପନ୍ତ ଆଜି ଏକ ବଡ ବିପଦରୁ ରକ୍ଷା ପାଇଛନ୍ତି । ଅଳ୍ପକେ ତାଙ୍କ ଜୀବନ ବଂଚିଯାଇଛି । ତେବେ ଏହି ଦୁର୍ଘଟଣା ବେଳେ କେତେକ ଘଟଣା ଆମମାନଙ୍କ ପାଇଁ ଲଜ୍ଜାର ବିଷୟ ସାଜିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ କାର ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଳି…